ଜାଣନ୍ତୁ ଏମାନେ କିପରି ହୋଇଥାଆନ୍ତି? ଥିବ ଯଦି ଛଅଟି ଆଙ୍ଗୁଠି, ନୀଳ ଡୋଳା, ଦାନ୍ତ ଉପରେ ଦାନ୍ତ...

ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଶରୀରର ଗଠନ ଓ ବିଭିନ୍ନ ଚିହ୍ନ ପଛରେ ବ୍ୟକ୍ତିର ଚରିତ୍ର ଲୁଚି ରହିଥାଏ। କିଛି ଲୋକଙ୍କର ହାତରେ ପାଞ୍ଚୋଟି ବଦଳରେ ଛଅଟି ଆଙ୍ଗୁଳି ଥିବା ଆପଣମାନେ ଦେଖିଥିବେ। ଏମାନଙ୍କ ପାଖରେ କିଛି ଖାସ୍ ଗୁଣ ଥାଏ। ଚାଲନ୍ତୁ ଜାଣିବା ଏମିତି କିଛି ଖାସ୍ ଲୋକଙ୍କ ଖାସ୍ ଗୁଣ ସଂପର୍କରେ। ପାଞ୍ଚ ବଦଳରେ ୬ଟି ଆଙ୍ଗୁଠି ଥିଲେ ପ୍ରାୟ ସମସ୍ତଙ୍କ ଦୁଇଟି ହାତରେ ମିଶି ୧୦ଟି ଆଙ୍ଗୁଠି ଥାଏ। ଯେଉଁମାନଙ୍କ ହାତରେ ୧୦ରୁ ଅଧିକ […]

ais

ais

Rakesh Mallick
  • Published: Wednesday, 14 June 2017
  • Updated: 14 June 2017, 09:16 AM IST

Sports

Latest News

ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଶରୀରର ଗଠନ ଓ ବିଭିନ୍ନ ଚିହ୍ନ ପଛରେ ବ୍ୟକ୍ତିର ଚରିତ୍ର ଲୁଚି ରହିଥାଏ। କିଛି ଲୋକଙ୍କର ହାତରେ ପାଞ୍ଚୋଟି ବଦଳରେ ଛଅଟି ଆଙ୍ଗୁଳି ଥିବା ଆପଣମାନେ ଦେଖିଥିବେ। ଏମାନଙ୍କ ପାଖରେ କିଛି ଖାସ୍ ଗୁଣ ଥାଏ। ଚାଲନ୍ତୁ ଜାଣିବା ଏମିତି କିଛି ଖାସ୍ ଲୋକଙ୍କ ଖାସ୍ ଗୁଣ ସଂପର୍କରେ।

ପାଞ୍ଚ ବଦଳରେ ୬ଟି ଆଙ୍ଗୁଠି ଥିଲେ

ପ୍ରାୟ ସମସ୍ତଙ୍କ ଦୁଇଟି ହାତରେ ମିଶି ୧୦ଟି ଆଙ୍ଗୁଠି ଥାଏ। ଯେଉଁମାନଙ୍କ ହାତରେ ୧୦ରୁ ଅଧିକ ଆଙ୍ଗୁଠି ଥାଏ ସେମାନେ ଅଧିକ ଟଙ୍କା ରୋଜଗାର କରନ୍ତି। ସବୁ କାମ ବିଷୟରେ ଜାଣିବାକୁ ପସନ୍ଦ କରନ୍ତି। ଏମାନେ ଭଲ ସମାଲୋଚକ ବୋଲି ମଧ୍ୟ କୁହାଯାଏ।

ଦାନ୍ତ ଉପରେ ଦାନ୍ତ ଥିଲେ

କିଛି ଲୋକଙ୍କର ଦାନ୍ତ ଉପରେ ଦାନ୍ତ ଥାଏ। ଏପରି ବ୍ୟକ୍ତି ସାହାସୀ ହୋଇଥାଆନ୍ତି। ଖୁବଶୀଘ୍ର ଅନ୍ୟମାନଙ୍କୁ ପ୍ରଭାବିତ କରିପାରନ୍ତି। ଏହା ସହ ବାପାମା’ଙ୍କ ଠାରୁ ପ୍ରଚୁର ସ୍ନେହ ପାଆନ୍ତି।

ଆଖିର ଡୋଳା ନୀଳ ହୋଇଥିଲେ

ଯେଉଁ ବ୍ୟକ୍ତିଙ୍କ ଆଖିର ଡୋଳା ନୀଳ ହୋଇଥାଏ ସେମାନେ ଦେଖିବାକୁ ସୁନ୍ଦର ହୋଇଥାଆନ୍ତି। ସେମାନେ ସହଜରେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରନ୍ତି। ନିଜ ପାଇଁ କେମିତି ଫାଇଦା ହାସଲ କରି ହେବ ତାହା ସେମାନଙ୍କୁ ବେଶ ଜଣା।

ଗାଲରେ ଡିମ୍ପଲ ଥିଲେ

ଯେଉଁ ପୁରୁଷ ଅବା ମହିଳାଙ୍କ ଗାଲରେ ଡିମ୍ପଲ ଥାଏ ସେମାନେ ହସଖୁସିଆ ହୋଇଥାଆନ୍ତି। ଏମାନେ କାହା ସହ ଭେଦଭାବ କରନ୍ତି ନାହିଁ। ଅନ୍ୟର ଭଲ ପାଉଁ ଉଦ୍ଦିଷ୍ଟ କାର୍ଯ୍ୟ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story