ଛାଡ଼ନ୍ତୁ ଚାରୋଟି ବଦଭ୍ୟାସ; ନ ହେଲେ କମିଯିବ ଆୟୁଷ

କାହାର କେତେ ଆୟୁଷ କେହି ଜାଣି ନାହାନ୍ତି। ଅର୍ଥାତ ମୃତ୍ୟୁ କେବେ ଆସିବ ତାହା କେହି ପୂର୍ବରୁ ଜାଣି ନ ଥାଆନ୍ତି। ତଥାପି କୁହାଯାଏ ଆମର କିଛି ଅଭ୍ୟାସ ଆୟୁଷ କମାଇ ଦିଏ। ଆଜି ସେଗୁଡ଼ିକ ବିଷୟରେ ଆଲୋଚନା କରିବା। କୁହାଯାଏ ଯେଉଁ ବ୍ୟକ୍ତି ଅଦରକାରୀ କଥା କହେ, ଅର୍ଥାତ ଅଯଥା ଅଧିକ ସମୟ ବକର ବକର ହୁଅନ୍ତି ସେମାନଙ୍କ ଆୟୁଷ କମି ଯାଏ। ଆୟୁଷ କମି ଯିବାର ଆଉ ଏକ ମୁଖ୍ୟ କାରଣ ହେଉଛି କ୍ରୋଧ। […]

man

man

Rakesh Mallick
  • Published: Monday, 19 June 2017
  • Updated: 19 June 2017, 08:14 AM IST

କାହାର କେତେ ଆୟୁଷ କେହି ଜାଣି ନାହାନ୍ତି। ଅର୍ଥାତ ମୃତ୍ୟୁ କେବେ ଆସିବ ତାହା କେହି ପୂର୍ବରୁ ଜାଣି ନ ଥାଆନ୍ତି। ତଥାପି କୁହାଯାଏ ଆମର କିଛି ଅଭ୍ୟାସ ଆୟୁଷ କମାଇ ଦିଏ। ଆଜି ସେଗୁଡ଼ିକ ବିଷୟରେ ଆଲୋଚନା କରିବା।

କୁହାଯାଏ ଯେଉଁ ବ୍ୟକ୍ତି ଅଦରକାରୀ କଥା କହେ, ଅର୍ଥାତ ଅଯଥା ଅଧିକ ସମୟ ବକର ବକର ହୁଅନ୍ତି ସେମାନଙ୍କ ଆୟୁଷ କମି ଯାଏ।

ଆୟୁଷ କମି ଯିବାର ଆଉ ଏକ ମୁଖ୍ୟ କାରଣ ହେଉଛି କ୍ରୋଧ। କୁହାଯାଏ ଆପଣ ଯଦି କୌଣସି କାରଣକୁ ନେଇ ରାଗୁଛନ୍ତି ତା’ହେଲେ ଭୁଲ୍ କରୁଛନ୍ତି। କ୍ରୋଧକୁ ନର୍କର ଦ୍ୱାର ବି କୁହାଯାଏ।

ଲୋଭ ମଧ୍ୟ ମଣିଷର ଆୟୁକୁ କମ୍ କରି ଦିଏ। ସେ ସବୁ ବେଳେ କେମିତି ଅଧିକ ଆୟ କରିବ ସେ ବିଷୟରେ ଚିନ୍ତା କରେ। ଏଥିପାଇଁ ବେଳବେଳେ ଅନ୍ୟର ଅନିଷ୍ଟ କରିବାକୁ ମଧ୍ୟ ଚିନ୍ତା କରେ। ତେଣୁ ଏହି ସମୟରେ ସେ ଅନ୍ୟକୁ ଅଶାନ୍ତି ଦେବା ସହ ଅଧିକ ଟଙ୍କା ପାଇଁ ବ୍ୟଗ୍ର ହୋଇ ନିଜକୁ ବି ଅଶାନ୍ତି ରଖେ। ଏହା ଦ୍ୱାରା ତାର ଆୟୁଷ କମେ ବୋଲି କୁହାଯାଏ।

କେବେ ବି ଅନ୍ୟମାନଙ୍କୁ ହୀନ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ। ଏହାକୁ ଗର୍ବ ବୋଲି କୁହାଯାଏ। ଏହି ଗର୍ବ ଦ୍ୱାରା ମଣିଷ ଅନ୍ୟକୁ ଯେତିକି କ୍ଷତି ପହଞ୍ଚାଇ ପାରେ ନାହିଁ ନିଜକୁ ସେତିକି କ୍ଷତି ପହଞ୍ଚାଏ। ଏହି ଗର୍ବ ବି ଆୟୁ କମାଇ ଦିଏ ବୋଲି କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story