ନାଁର ପ୍ରଥମ ଅକ୍ଷର କହିବ ଆପଣ କେମିତି ସ୍ୱଭାବର ମଣିଷ

ଆପଣ ଜ୍ୟୋତିଷ ବିଦ୍ୟାରେ ବିଶ୍ୱାସ କରନ୍ତୁ ବା ନକରନ୍ତୁ, ଏହାକୁ ଅସ୍ୱୀକାର କରିପାରିବେ ନାହିଁ। ଜ୍ୟୋତିଷ ଶାସ୍ତ୍ରରେ ନାଁ, ଜନ୍ମସ୍ଥାନ ଓ ଗଣନା ଅନୁଯାୟୀ ବ୍ୟକ୍ତିର ଆଚାର ଓ ବ୍ୟବହାର ବିଷୟରେ କୁହାଯାଇଥାଏ। ଏହା ଏକ ଗଣିତ ପରି। ଗ୍ରହ ଚଳନର ସ୍ଥିତିକୁ ନେଇ ହିଁ ଏହା ନିଷ୍କର୍ଷରେ ପହଞ୍ଚିଥାଏ। ସେହିପରି ଏକ ବିଷୟ ଆଜି ଜାଣିବା, ଯାହା ଆପଣଙ୍କୁ ଚକିତ କରିଦେବ। ଆପଣଙ୍କ ସ୍ୱଭାବ କେମିତିକା ତାହା ଆପଣଙ୍କ ସହ ମିଶିବା ପରେ ହିଁ ଜାଣିହେବ। […]

letters

letters

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 04:11 PM IST

Sports

Latest News

ଆପଣ ଜ୍ୟୋତିଷ ବିଦ୍ୟାରେ ବିଶ୍ୱାସ କରନ୍ତୁ ବା ନକରନ୍ତୁ, ଏହାକୁ ଅସ୍ୱୀକାର କରିପାରିବେ ନାହିଁ। ଜ୍ୟୋତିଷ ଶାସ୍ତ୍ରରେ ନାଁ, ଜନ୍ମସ୍ଥାନ ଓ ଗଣନା ଅନୁଯାୟୀ ବ୍ୟକ୍ତିର ଆଚାର ଓ ବ୍ୟବହାର ବିଷୟରେ କୁହାଯାଇଥାଏ। ଏହା ଏକ ଗଣିତ ପରି। ଗ୍ରହ ଚଳନର ସ୍ଥିତିକୁ ନେଇ ହିଁ ଏହା ନିଷ୍କର୍ଷରେ ପହଞ୍ଚିଥାଏ। ସେହିପରି ଏକ ବିଷୟ ଆଜି ଜାଣିବା, ଯାହା ଆପଣଙ୍କୁ ଚକିତ କରିଦେବ।

ଆପଣଙ୍କ ସ୍ୱଭାବ କେମିତିକା ତାହା ଆପଣଙ୍କ ସହ ମିଶିବା ପରେ ହିଁ ଜାଣିହେବ। କିନ୍ତୁ ଜ୍ୟୋତିଷ ବିଦ୍ୟା ଆପଣଙ୍କ ନାଁରୁ ହିଁ ଆପଣଙ୍କ ସ୍ୱଭାବ କହିଦେଇ ପାରେ। ଶାସ୍ତ୍ର କହୁଛି, ଆପଣଙ୍କ ନାଁର ପ୍ରଥମ ଅକ୍ଷରରୁ ମଧ୍ୟ ଆପଣଙ୍କ ସ୍ୱଭାବ ବିଷୟରେ ଜାଣିହୁଏ। ଆଜି ଜାଣିବା ଯେଉଁ ବ୍ୟକ୍ତିମାନଙ୍କର ନାଁର ପ୍ରଥମ ଅକ୍ଷର ‘B’, ସେମାନଙ୍କ ଆଚରଣ କିଭଳି ହୋଇଥାଏ

ଯେଉଁ ଲୋକର ନାଁ ‘B’ ଅକ୍ଷରରୁ ଆରମ୍ଭ, ସେ ସବୁ ଦୃଷ୍ଟିରୁ ପରଫେକ୍ଟ ବା ସଂପୂର୍ଣ୍ଣ ହୋଇଥାନ୍ତି। ସେହିପରି ସେ ମଧ୍ୟ ଖୁବ୍ ସମ୍ବେଦନାଶୀଳ ହୋଇଥାନ୍ତି। ସେ କାହା ଉପରେ ରାଗ ଓ ଅଭିମାନ କରିଥିଲେ ବି ଖୁବଶୀଘ୍ର ସବୁ ଭୁଲି ଯାଆନ୍ତି।

‘B’ ଅକ୍ଷରରୁ ନାଁ ଆରମ୍ଭ ହେଉଥିବା ଲୋକଙ୍କର ଆଉ ଏକ ବିଶେଷ ଗୁଣ ହେଲା, ସେମାନେ ପ୍ରେମିକ ମନବୃତିର। ପ୍ରେମ ବ୍ୟାପାରରେ ଏମାନେ ଅନ୍ୟମାନଙ୍କଠାରୁ ଆଗରେ। ପ୍ରେମ ପାଇଁ ଏହି ଲୋକମାନେ ଯେତିକି ପାଗଳ, ପ୍ରେମକୁ ପାଳିବାରେ ବା ସମ୍ମାନ ଦେବାରେ ବି ସେତିକି ସଚେତନ। ସେମାନେ ପ୍ରେମ କରୁଥିବା ବ୍ୟକ୍ତିର କେବେ ମନଦୁଃଖ କରାନ୍ତି ନାହିଁ। କଥା ଦେଇଥିଲେ କଥା ଭାଙ୍ଗନ୍ତି ନାହିଁ। ତେଣୁ ଅଧିକାଂଶ ସମୟରେ ଏମାନେ ପ୍ରେମ କରୁଥିବା ବ୍ୟକ୍ତିକୁ ହିଁ ବାହା ହୁଅନ୍ତି, ଧୋକ୍କା ଦିଅନ୍ତି ନାହିଁ। ଶାସ୍ତ୍ର କହୁଛି ‘B’ ଅକ୍ଷରରୁ ଯାହା ନାଁ ଆରମ୍ଭ ହୋଇଥାଏ, ସେ ପ୍ରେମ ବିବାହ ହିଁ କରିଥାନ୍ତି। ଯଦି ବି କେବେ ଆରେଞ୍ଜ ମ୍ୟାରେଜ କରିବାକୁ ପଡ଼େ ତେବେ ବୈବାହିକ ଜୀବନକୁ ନିଷ୍ଠାର ସହ ପାଳିଥାନ୍ତି। ଏହିପରି ବ୍ୟକ୍ତିମାନେ ସମାଜ ସେବାରେ ବେଶୀ ମନ ବଳାନ୍ତି।

ତେବେ ଏହି ପ୍ରକାର ଲୋକଙ୍କର ଗୋଟେ ସମସ୍ୟା ହେଲା, ଏମାନେ ଖୁବ୍ ମନୁଆ। ସଂପର୍କ ବଢାଇବାକୁ ଟିକେ ସମୟ ନିଅନ୍ତି। ହଠାତ୍ କାହା ସହ ମିଶିପାରନ୍ତି ନାହିଁ। କିନ୍ତୁ ଥରେ ମିଶିଲେ ନିଷ୍ଠାର ସହ ସେ ସଂପର୍କକୁ ପାଳନ୍ତି। ଏଥିପାଇଁ ଏହି ଧରଣର ଲୋକଙ୍କର କମ୍‌ ବନ୍ଧୁ ଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story