ଲୋଟସ୍‌ ଇଣ୍ଡିଆ ଫ୍ୟାଶନ୍‌ ଉଇକ୍: ଖାସ୍‌ ବାର୍ତ୍ତା ନେଇ ମଡ଼େଲଙ୍କ ରାମ୍ପ ୱାକ୍‌

ନୂଆଦିଲ୍ଲୀ:  ଲୋଟସ୍‌  ଇଣ୍ଡିଆ ଫ୍ୟାଶନ୍‌ ଉଇକ୍- ୨୦୧୯ର ଧମାକାଦାର ଓପନିଂ ଜବହାରଲାଲ ନେହରୁ ଷ୍ଟାଣ୍ଡିୟମରେ ହୋଇଥିଲା। ଚଳିତ ବର୍ଷ ମଡେଲମାନେ ଏକ ଖାସ୍‌ ବାର୍ତ୍ତା ନେଇ ରାମ୍ପକୁ ଓହ୍ଲାଇଥିଲେ। ଏଥିରେ ସାମିଲ ହୋଇଥିବା ଡିଜାଇନରମାନେ ଗ୍ରୀନ୍‌ ଏନଭାରନମେଣ୍ଟ ଉପରେ ନିଜ ଫୋକସ୍‌ କେନ୍ଦ୍ରିତ କରିଥିଲେ। ସବୁ ଥର ପରି ଦେଶର ନାମିଦାମୀ ଫ୍ୟାଶନ୍‌ ଡିଜାଇନର ରାହୁଲ ମିଶ୍ରା, ସମନ୍ତ ଚୌହାନ,  ଶାଲିନୀ ଜୈସ୍ମ ଏବଂ ରୀନା ଢାକା ନିଜ କଲେକସନ୍ ସହ ଏହି ଫ୍ୟାଶନ୍‌ ଉଇକ୍‌ରେ ସାମିଲ […]

fashion--2...

fashion--2...

Niharika Rout
  • Published: Saturday, 16 March 2019
  • Updated: 16 March 2019, 09:15 AM IST

Sports

Latest News

ନୂଆଦିଲ୍ଲୀ:  ଲୋଟସ୍‌  ଇଣ୍ଡିଆ ଫ୍ୟାଶନ୍‌ ଉଇକ୍- ୨୦୧୯ର ଧମାକାଦାର ଓପନିଂ ଜବହାରଲାଲ ନେହରୁ ଷ୍ଟାଣ୍ଡିୟମରେ ହୋଇଥିଲା। ଚଳିତ ବର୍ଷ ମଡେଲମାନେ ଏକ ଖାସ୍‌ ବାର୍ତ୍ତା ନେଇ ରାମ୍ପକୁ ଓହ୍ଲାଇଥିଲେ। ଏଥିରେ ସାମିଲ ହୋଇଥିବା ଡିଜାଇନରମାନେ ଗ୍ରୀନ୍‌ ଏନଭାରନମେଣ୍ଟ ଉପରେ ନିଜ ଫୋକସ୍‌ କେନ୍ଦ୍ରିତ କରିଥିଲେ।

ସବୁ ଥର ପରି ଦେଶର ନାମିଦାମୀ ଫ୍ୟାଶନ୍‌ ଡିଜାଇନର ରାହୁଲ ମିଶ୍ରା, ସମନ୍ତ ଚୌହାନ,  ଶାଲିନୀ ଜୈସ୍ମ ଏବଂ ରୀନା ଢାକା ନିଜ କଲେକସନ୍ ସହ ଏହି ଫ୍ୟାଶନ୍‌ ଉଇକ୍‌ରେ ସାମିଲ ହୋଇଥିଲେ। ହେଲେ ଏହି ବର୍ଷ ଗୋଟିଏ ଥିମ୍‌ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ବେଶ୍‌ ସକ୍ଷମ ହୋଇଥିଲା। ତାହା ହେଉଛି ‘ଇକୋ ଫ୍ରେଣ୍ଡଲି ଥିମ୍‌’ ।

ଡିଜାଇନର ରିନା ଢାକା  ଟ୍ରାଇବାଲ ପ୍ରିଣ୍ଟସ୍‌, ଫୋରାଲ, ଡିସ୍‌ଟ୍ରେସ୍‌ ଅଫ ଲାଇନ ପ୍ରିଣ୍ଟସ୍‌କୁ ନିଜ କଲେକସନ୍‌ରେ ସ୍ଥାନ ଦେଇଥିଲେ। ଏହାକୁ ଦେଖି ଲାଗୁଥିଲା ସତେ ଯେପରି ରିନା ନିଜ ୟୁନିକ୍‌ ଷ୍ଟାଇଲ୍‌, ପାର୍ଟନ ବାହାରକୁ ଆସି ଏଥର କିଛି ନୂଆ ଟ୍ରାଏ କରିଛନ୍ତି।

ଓପନିଙ୍ଗ ଶୋ ‘ଲିବା ଇକୋ ଗ୍ରୀନ ହାର୍ଟ ଶୋ’ରେ ମଡ଼େଲମାନେ ବାୟୋ ଡିଗ୍ରେଡ଼େବୁଲ ମ୍ୟାଟେରିଆଲରେ ପ୍ରସ୍ତୁତ ଡ୍ରେସେସ୍‌ ପରିଧାନ କରିଥିଲେ।  ଏହି ମ୍ୟାଟେରିଆଲ୍‌ରେ ସୁଟ୍‌, ଜ୍ୟାକେଟ୍‌,  ଶାଢି ବି ପିନ୍ଧି ମଡେଲମାନେ ରାମ୍ପକୁ ଓହ୍ଲାଇଥିଲେ।

ଶୋ ମଝିରେ ପକ୍ଷୀଙ୍କ କୋଳାହାଳ ଶୁଣିବାକୁ ମିଳିଥିବା ବେଳେ ତାହା ମଧ୍ୟରେ ମଡ଼େଲମାନେ ୱାକ୍‌  କରିଥିଲେ । ଯାହାକି  ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା। ଡିଜାଇନରମାନ ଲାଟେଷ୍ଟ ଡିଜାଇଜ ଉପରେ ଫୋକସ୍‌ କରିଥିବା ବେଳେ ଏଥିରେ ପ୍ରାକୃତିକ ରଙ୍ଗ ଓ କପଡା ବ୍ୟବହାର  କରିଥିଲେ।

ଏହା  ଆମ ପରିବେଶକୁ ପ୍ରଦୂଷଣମୁକ୍ତ, ଆବର୍ଜନାମୁକ୍ତ କରିବାକୁ ଏକ ପ୍ରୟାସ ବୋଲି ଜଣାଶୁଣା ଡିଜାଇନର ଶାଲିନୀ କହିଥିଲେ। ତାଙ୍କ ମଡେଲମାନେ ରାମ୍ପରେ ଗ୍ରୀନ୍‌ ପ୍ରିଣ୍ଟେଡ ଶାଢି ପିନ୍ଧି ୱାକ୍‌ କରିଥିଲେ, ଯାହାର ଲମ୍ୱ ୬ ମିଟରରୁ ଅଧିକ ଥିଲା।

ଅପରପକ୍ଷେ ଡିଜାଇନର କୋଚର ନିଜ କଲେକସନ୍‌ରେ ପର୍ଯ୍ୟାବରଣ ଅନୁକୂଳ କପଡା ଓ ରଙ୍ଗ ବ୍ୟବହାର କରିଥିଲେ। ପରିବେଶ ପ୍ରଦୂଷଣ ଦିନକୁ ଦିନ ଉଦବେଗ୍‌ର ବିଷୟ ପାଲଟୁଛି। ତେଣୁ ପରିବେଶ ଅନୁକୂଳ ଅନୁଯାୟୀ, ଫ୍ୟାଶନେବୁଲ , ଲାଟେଷ୍ଟ ପ୍ରିଣ୍ଟେଡ୍‌  ଡ୍ରେସେସ୍‌ ପିନ୍ଧିବାକୁ  ଲୋକଙ୍କୁ ଜାଗୃତ କରିବାକୁ ଏପରି ପଦକ୍ଷେପ ନିଆଯାଇଥିବା ଡିଜାଇନର ରୀନା କହିଛନ୍ତି।

ଏହି ଶୋ’ରେ ଡିଜାଇନର ସାହିଲ କୋଚର ବି ସାମିଲ ହୋଇଥିଲେ। ଭାରତର ସମୃଦ୍ଧ ପ୍ରାଚୀନ ପରମ୍ପରାକୁ ସେ ନିଜ କଲେକସନସ୍‌ରେ ସାମିଲ କରିଥାନ୍ତି। ସେ ବି ବାୟୋଡିଗ୍ରେଡେବଲ୍‌ ଫ୍ୟାବ୍ରିକ୍‌ର ବ୍ୟବାହାରକୁ ସମର୍ଥନ ଏହା ଆଗାମୀ ଦିନର ଆବଶ୍ୟକତାକୁ ପୂରଣ କରିବାରେ ସକ୍ଷମ ହେବ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story