ନୂଆଦିଲ୍ଲୀ: ଛୁଟିଦିନରେ ଅଧତ୍କ ସମୟ ପର୍ଯ୍ୟନ୍ତ ଶୋଇବା ପସନ୍ଦ କରୁଛନ୍ତି କି ? ତେବେ ସାବଧାନ। ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତି ହୋଇପାରେ। ନିକଟରେ ହୋଇଥିବା ଏକ ଗବେଷଣା ଅନୁସାରେ ଅଧତ୍କ ଶୋଇଲେ ହୃତଜନିତ ସମସ୍ୟା ଦେଖା ଯାଇଥାଏ। ଏହି ଗବେଷଣାରୁ ଜଣାଯାଇଛି ଯେ ଅନ୍ୟଦିନ ଅପେକ୍ଷା ଛୁଟି ଦିନରେ ଅଧତ୍କ ଶୋଇବା ଦ୍ୱାରା ୧୧ପ୍ରତିଶତ ଅଧତ୍କ ହୃଦ୍ଘାତ ହେବାର ଆଶଙ୍କା ରହିଛି। ଏହି ସମସ୍ୟାକୁ ସୋସଲ ଜେଟ ଲେଗ୍ ନାମ ଦିଆଯାଇଛି। ଏହାଦ୍ୱାରା ମୁଡ୍ ଖରାପ ହେବା ସହ ଅନିଦ୍ରା, ଥକ୍କାପଣ ଓ ସ୍ୱାସ୍ଥ୍ୟ ଖରାପ ହୋଇଥାଏ।
ଆମେରିକା ଏକାଡେମୀ ଅଫ୍ ସ୍ଲିପ୍ ମେଡିସିନ୍ଙ୍କ ମତରେ ସୁସ୍ଥ ରହିବା ପାଇଁ ପ୍ରତିଦିନ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ। ସ୍ଲିପ୍ ଜର୍ନଲ ନାମକ ପତ୍ରିକାରେ ପ୍ରକାଶ ପାଇଥିବା ଅନ୍ୟ ଏକ ଗବେଷଣାରୁ ଜଣାପଡିଛି ଯେ ଅଧତ୍କ ଶୋଇବା ଦ୍ୱାରା ହୃଦଘାତ ଓ ସ୍ୱାସ୍ଥ୍ୟଜନିତ ସମସ୍ୟା ହୋଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...