ହାର୍ଟ ଆଟାକ୍ ସମ୍ପର୍କରେ ମିଳିପାରିବ ଆଗୁଆ ସୂଚନା ! କେମିତି ପଢ଼ନ୍ତୁ

ପୂର୍ବରୁ ହାର୍ଟ ଆଟାକ୍ ବା ହୃଦଘାତର କୌଣସି ଆଗୁଆ ସୂଚନା ମିଳୁ ନ ଥିଲା ଯାହା ଦ୍ୱାରା କି ଅନେକ ଲୋକ ହଠାତ ପ୍ରାଣ ହରାଉଥିଲେ। ଏହି ରୋଗର କିପରି ଆଗୁଆ ସୂଚନା ମିଳିପାରିବ ସେ ନେଇ ଅକ୍ସଫୋର୍ଡ ୟୁନିଭର୍ସିଟିର କିଛି ବୈଜ୍ଞାନିକ ସର୍ଭେ କରିଥିଲେ। ବିଶ୍ୱର ସବୁଠୁ ଭୟଙ୍କର ରୋଗକୁ  ରୋକିବା ପାଇଁ ଏହି ବୈଜ୍ଞାନିକ ଟିମ କରିଥିବା ସର୍ଭେରେ ସଫଳତା ପାଇଛନ୍ତି। ହାର୍ଟଆଟାକର ଆଗୁଆ ସୂଚନା କିପରି ମିଳିବ ଓ ଏହାର କାରଣ ସଂପର୍କରେ […]

heart_illustration

heart_illustration

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 09:52 PM IST

ପୂର୍ବରୁ ହାର୍ଟ ଆଟାକ୍ ବା ହୃଦଘାତର କୌଣସି ଆଗୁଆ ସୂଚନା ମିଳୁ ନ ଥିଲା ଯାହା ଦ୍ୱାରା କି ଅନେକ ଲୋକ ହଠାତ ପ୍ରାଣ ହରାଉଥିଲେ। ଏହି ରୋଗର କିପରି ଆଗୁଆ ସୂଚନା ମିଳିପାରିବ ସେ ନେଇ ଅକ୍ସଫୋର୍ଡ ୟୁନିଭର୍ସିଟିର କିଛି ବୈଜ୍ଞାନିକ ସର୍ଭେ କରିଥିଲେ। ବିଶ୍ୱର ସବୁଠୁ ଭୟଙ୍କର ରୋଗକୁ  ରୋକିବା ପାଇଁ ଏହି ବୈଜ୍ଞାନିକ ଟିମ କରିଥିବା ସର୍ଭେରେ ସଫଳତା ପାଇଛନ୍ତି। ହାର୍ଟଆଟାକର ଆଗୁଆ ସୂଚନା କିପରି ମିଳିବ ଓ ଏହାର କାରଣ ସଂପର୍କରେ ଏମାନେ ଅନେକ ତଥ୍ୟ ଖୋଜି ପାଇଛନ୍ତି।

ତଥ୍ୟ ଅନୁଯାୟୀ, ଶିରାରେ ରକ୍ତର ଛୋଟ ଛୋଟ ଖଣ୍ଡ ଜମାଟ ବାନ୍ଧିବାରୁ ଶରୀର ଧିରେ ଧିରେ ଫୁଲି ଯାଇଥାଏ । ଏହି ଛୋଟ ରକ୍ତଖଣ୍ଡ କୋରୋନରୀ ଧମନୀକୁ ବ୍ଲକ୍ କରିଦିଅନ୍ତି  ଫଳରେ ଧମନୀ ଫୁଲି ଯାଇଥାଏ । ଧମନୀର ଚର୍ବି ଅଂଶ ଛୋଟ ଛୋଟ ଟୁକୁଡାରେ ପରିଣତ ହୋଇ ଶିରା ଗୁଡିକୁ ଓଦା କରି ଦେଇଥାଏ। ଏହାଦ୍ୱାରା ଟିସୁ ଗୁଡିକ ଲାଲ୍ ହୋଇଯାଆନ୍ତି ଓ ଅତ୍ୟଧିକ ଜମାଟ ଯୋଗୁଁ ହୃତପିଣ୍ଡକୁ ଅମ୍ଳଜାନ ପହଞ୍ଚିପାରେ ନାହିଁ। ଯାହାକି ହାର୍ଟ ଆଟାକର କାରଣ ପାଲଟିଥାଏ  ଏହାକୁ ସିଟି ସ୍କାନିଂ ଦ୍ୱାରା ଚିହ୍ନଟ କରାଯାଇ ପାରିବ।

ପ୍ରାୟ ଦୁଇ ହଜାର ହାର୍ଟ ସ୍କାନ କଲାପରେ ଏହି ସବୁ ତଥ୍ୟ ମିଳିଥିଲା ବୋଲି ରିସର୍ଚ ଟିମର ଜଣେ ବୈଜ୍ଞାନିକ ଚାର୍ଲସ୍ ଆଣ୍ଟୋନିଓଡାସ କହିଛନ୍ତି।  ସେ ଆହୁରି ମଧ୍ୟ କହିଥିଲେ, ଧମନୀରେ ଫୁଲା ରହୁଥିବା କଥା ପ୍ରାୟ ୫୦ ବର୍ଷ ହେବ ଡାକ୍ତରମାନେ ଜାଣି ପାରୁନଥିଲେ, କିନ୍ତୁ ସର୍ଭେର ପ୍ରାଥମିକ ସ୍ତରରେ ଏହି ସମସ୍ୟାର ସମାଧାନ ବାହାରିଛି।, ସର୍ଭେର ଦ୍ୱିତୀୟ ଭାଗରେ ଆହୁରି ଅନେକ ନୂଆ ତଥ୍ୟ ମିଳିବ ବୋଲି ସେ କହିଥିଲେ। ଏହି ସର୍ଭେ ଦ୍ୱାରା ଭବିଷ୍ୟତରେ ହୃଦଘାତର ଆଗୁଆ ସୂଚନା ମିଳିବା ସଂପର୍କରେ ଅଧିକ ତଥ୍ୟ ମିଳିବା ସହିତ ନିରାକରଣର ବାଟ ମଧ୍ୟ ମିଳିପାରିବ ବୋଲି ଆଣ୍ଟୋନିଓଡାସ କହିଛିନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story