ମହିଳାମାନଙ୍କ ପାଇଁ ଓଜନ ହ୍ରାସ କରିବାର ୯ଟି ଟିପ୍ସ

ଯଦି ମହିଳାମାନେ ସେମାନଙ୍କର ଓଜନ ବଢିଯାଉଛି ବୋଲି ଭାବୁଛନ୍ତି, ତା’ହେଲେ ଓଜନ କମାଇବା ପାଇଁ ନିଜ ଜିଭକୁ ସଂଜତ କରନ୍ତୁ। ଏହାର ଅର୍ଥ ନୁହେଁ ଯେ ଉପବାସ ରହି ଶରୀରକୁ କଷ୍ଟ ଦେଇ ଓଜନ କମାଇବେ। ଏଥିପାଇଁ ବହୁ ସହଜ ଉପାୟ ରହିଛି। ୧. ସପ୍ତାହରେ ମାତ୍ର ଥରେ ଭୋଜନ କରନ୍ତୁ ନାହିଁ। କେବଳ ଦହି ବା କ୍ଷୀର ଖାଆନ୍ତୁ। ୨. ସକାଳ ଓ ସନ୍ଧ୍ୟାରେ ଚା’ରେ ସବୁବେଳେ ଚିନିର ବ୍ୟବହାର କରନ୍ତୁ ନାହିଁ। କେବଳ ମିଠା […]

weight

weight

Rakesh Mallick
  • Published: Wednesday, 28 June 2017
  • Updated: 28 June 2017, 08:08 AM IST

ଯଦି ମହିଳାମାନେ ସେମାନଙ୍କର ଓଜନ ବଢିଯାଉଛି ବୋଲି ଭାବୁଛନ୍ତି, ତା’ହେଲେ ଓଜନ କମାଇବା ପାଇଁ ନିଜ ଜିଭକୁ ସଂଜତ କରନ୍ତୁ। ଏହାର ଅର୍ଥ ନୁହେଁ ଯେ ଉପବାସ ରହି ଶରୀରକୁ କଷ୍ଟ ଦେଇ ଓଜନ କମାଇବେ। ଏଥିପାଇଁ ବହୁ ସହଜ ଉପାୟ ରହିଛି।

୧. ସପ୍ତାହରେ ମାତ୍ର ଥରେ ଭୋଜନ କରନ୍ତୁ ନାହିଁ। କେବଳ ଦହି ବା କ୍ଷୀର ଖାଆନ୍ତୁ।

୨. ସକାଳ ଓ ସନ୍ଧ୍ୟାରେ ଚା’ରେ ସବୁବେଳେ ଚିନିର ବ୍ୟବହାର କରନ୍ତୁ ନାହିଁ। କେବଳ ମିଠା ଜିନିଷ ନ ଖାଇଲେ ଓଜନ ଆପେ ଆପେ ବହୁତ କମି ଯାଏ।

୩. ନିଶ୍ଚିତ ଭାବେ ଚାଲନ୍ତୁ।  ଚାଲିବା ଏକ  ଭଲ ଅଭ୍ୟାସ।  ସକାଳେ ଓ ସନ୍ଧ୍ୟାରେ ଅତିକମ୍‌ରେ ୧୫ ରୁ ୨୦ ମିନିଟ୍ ଚାଲନ୍ତୁ।

୪. ନିଜର ପ୍ରତ୍ୟେକ କାର୍ଯ୍ୟ ନିଜେ କରନ୍ତୁ।

୫. ଓଜନ ହ୍ରାସ କରିବାକୁ ଦଉଡ଼ି ଡିଆଁ ହେଉଛି ସବୁଠୁ ଭଲ ବ୍ୟାୟାମ।

୬. କ୍ଷୀରକୁ ଥଣ୍ଡା କରି ପିଅନ୍ତୁ। ବିନା ଚିନିରେ ବି ଏହା ଭଲ ଲାଗିବ।

୭. କେଉଁ ପାର୍ଟିକୁ ଯଦି ଯାଉଛନ୍ତି, ତା’ହେଲେ ସାଲାଡ୍‌ ଓ ତରକାରୀ (ପରିବା) ଉପରେ ଗୁରୁତ୍ୱ ଦିଅନ୍ତୁ।

୮. ଦୁଇ ବେଳା ଖାଆନ୍ତୁ  ଏବଂ ଦ୍ୱିତୀୟବାର ମାଗନ୍ତୁ ନାହିଁ। ଥରକର ପରଷାରେ ସନ୍ତୁଷ୍ଟ ହୁଅନ୍ତୁ।

୯. ଓଜନ ତଉଲିବା ପାଇଁ ଏକ ମେସିନ୍ ଆଣି ନିଜ ପାଖରେ ରଖନ୍ତୁ। ପ୍ରତିଦିନ ସକାଳେ ଉଠି ନିଜର ଓଜନ ପରୀକ୍ଷା କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story