ଯଦି କିନ୍ନରଙ୍କ ଠାରୁ ପାଇଯିବେ ଏକ ମୁଦ୍ରା ବଦଳି ଯିବ ଭାଗ୍ୟ; ଧନରେ ଭରିଯିବ ଘର

ବିଦ୍ୱାନ ଓ ଧର୍ମଶାସ୍ତ୍ରୀମାନେ କହନ୍ତି ଯେ ଯଦି କୌଣସି କିନ୍ନର ଆପଣଙ୍କୁ ଏକ ମୁଦ୍ରା ଦିଅନ୍ତି ତା’ହେଲେ ତାହା ଖୁବ୍‌ ଶୁଭ। କୁହାଯାଏ କୌଣସି କିନ୍ନର ଯଦି ୧ ଟଙ୍କା ଆପଣଙ୍କୁ ଦିଅନ୍ତି ତା’ହେଲେ ତାହା ୨୫ ଟଙ୍କାରେ ପରିବର୍ତ୍ତନ ହୋଇଯିବ। ଅର୍ଥାତ କିନ୍ନରମାନେ ଦେଇଥିବା ମୁଦ୍ରା ଆପଣଙ୍କ ଘରକୁ ଧନାଗମନର ବାଟ ଖୋଲି ଦିଏ। ଧନବୃଦ୍ଧି ହୁଏ। ତେବେ ଏଠାରେ ଗୋଟିଏ କଥା ଉପରେ ଧ୍ୟାନ ଦିଆଯିବା ଜରୁରୀ। ଆପଣ କିନ୍ନରଙ୍କଠାରୁ ମୁଦ୍ରା ମାଗି ଆଣିଲେ […]

indiaseunuchs

indiaseunuchs

Rakesh Mallick
  • Published: Thursday, 15 June 2017
  • Updated: 15 June 2017, 11:50 AM IST

Sports

Latest News

ବିଦ୍ୱାନ ଓ ଧର୍ମଶାସ୍ତ୍ରୀମାନେ କହନ୍ତି ଯେ ଯଦି କୌଣସି କିନ୍ନର ଆପଣଙ୍କୁ ଏକ ମୁଦ୍ରା ଦିଅନ୍ତି ତା’ହେଲେ ତାହା ଖୁବ୍‌ ଶୁଭ। କୁହାଯାଏ କୌଣସି କିନ୍ନର ଯଦି ୧ ଟଙ୍କା ଆପଣଙ୍କୁ ଦିଅନ୍ତି ତା’ହେଲେ ତାହା ୨୫ ଟଙ୍କାରେ ପରିବର୍ତ୍ତନ ହୋଇଯିବ। ଅର୍ଥାତ କିନ୍ନରମାନେ ଦେଇଥିବା ମୁଦ୍ରା ଆପଣଙ୍କ ଘରକୁ ଧନାଗମନର ବାଟ ଖୋଲି ଦିଏ। ଧନବୃଦ୍ଧି ହୁଏ।

ତେବେ ଏଠାରେ ଗୋଟିଏ କଥା ଉପରେ ଧ୍ୟାନ ଦିଆଯିବା ଜରୁରୀ। ଆପଣ କିନ୍ନରଙ୍କଠାରୁ ମୁଦ୍ରା ମାଗି ଆଣିଲେ କିଛି ଲାଭ ନାହିଁ। ସେ ଯଦି ନିଜ ଆଡ଼ୁ ଦିଅନ୍ତି ତା’ହେଲେ ଯାଇ ଏହି ଶୁଭ ଫଳ ପ୍ରାପ୍ତି ହେବ।

କୌଣସି କିନ୍ନର ଯଦି ଆପଣଙ୍କୁ କିଛି ମାଗେ ତା’ହେଲେ ମନା କରନ୍ତୁ ନାହିଁ। ସାମର୍ଥ୍ୟ ଅନୁସାରେ କିଛି ଦିଅନ୍ତୁ।

ବୁଧବାର ଦିନ ରାସ୍ତାରେ କୌଣସି କିନ୍ନରଙ୍କୁ ଭେଟିଲେ ଅବଶ୍ୟ କିଛି ଦିଅନ୍ତୁ। କିନ୍ନରଙ୍କୁ ଦାନ କଲେ ବୁଧ ଗ୍ରହ ଅନୁକୂଳ ରହେ।

ସୌଜନ୍ୟ- ଖାସ୍‌ଖବର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story