କପାଳ ଲିଖନ କେ କରିବ ଆନ: ଜାଣନ୍ତୁ, କେଉଁ ରେଖା ଥିଲେ କେମିତି ହୁଏ ଆମ ସ୍ୱଭାବ

କେଉଁ ଆବହମାନ କାଳରୁ ରେଖା ଉପରେ ଲୋକଙ୍କ ବିଶ୍ୱାସ ରହିଛି। ଲୋକେ ନିଜର ହସ୍ତ, ପାଦ ଓ କପାଳ ରେଖାରୁ ଭବିଷ୍ୟତ ଓ ବ୍ୟକ୍ତିତ୍ୱ ଜାଣିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ସମୁଦ୍ର ଶାସ୍ତ୍ରରେ ବର୍ଣ୍ଣନା ହୋଇଛି, କପାଳ-ରେଖାରୁ ଆମ ଭବିଷ୍ୟତ ଜଣାପଡ଼ିଥାଏ। ଆସନ୍ତୁ ଜାଣିବା ଏମିତି ରେଖା ସମ୍ପର୍କରେ। ୧. ଶାସ୍ତ୍ର କହୁଛି, ଯେଉଁ ବ୍ୟକ୍ତିଙ୍କର କପାଳରେ ୨ଟି ରେଖା ଥାଏ, ତାଙ୍କଠାରୁ ଦୂରେଇ ରହିବା ଆବଶ୍ୟକ। ୨. ଆମ କପାଳ ମଝିରେ ଥିବା ରେଖାକୁ […]

rekha

rekha

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 01:12 PM IST

କେଉଁ ଆବହମାନ କାଳରୁ ରେଖା ଉପରେ ଲୋକଙ୍କ ବିଶ୍ୱାସ ରହିଛି। ଲୋକେ ନିଜର ହସ୍ତ, ପାଦ ଓ କପାଳ ରେଖାରୁ ଭବିଷ୍ୟତ ଓ ବ୍ୟକ୍ତିତ୍ୱ ଜାଣିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ସମୁଦ୍ର ଶାସ୍ତ୍ରରେ ବର୍ଣ୍ଣନା ହୋଇଛି, କପାଳ-ରେଖାରୁ ଆମ ଭବିଷ୍ୟତ ଜଣାପଡ଼ିଥାଏ। ଆସନ୍ତୁ ଜାଣିବା ଏମିତି ରେଖା ସମ୍ପର୍କରେ।

୧. ଶାସ୍ତ୍ର କହୁଛି, ଯେଉଁ ବ୍ୟକ୍ତିଙ୍କର କପାଳରେ ୨ଟି ରେଖା ଥାଏ, ତାଙ୍କଠାରୁ ଦୂରେଇ ରହିବା ଆବଶ୍ୟକ।

୨. ଆମ କପାଳ ମଝିରେ ଥିବା ରେଖାକୁ ମଙ୍ଗଳ ରେଖା କୁହାଯାଇଥାଏ। ଯେଉଁ ଲୋକର କପାଳରେ ଏହି ରେଖା ଅଧିକ ସ୍ପଷ୍ଟ ଭାବରେ ଦେଖାଯାଏ, ସେ ଲୋକ ପାଖରୁ ଦୂରେଇ ରହିବା ଠିକ୍। ଶାସ୍ତ୍ର କହୁଛି,ଏହି ପ୍ରକାର ବ୍ୟକ୍ତିମାନେ କୌଣସି କଥାକୁ ନେଇ ଥରେ ରାଗିଲେ, ତାବା ପ୍ରଚଣ୍ଡ ହୋଇଯାଏ ଏବଂ ସେମାନଙ୍କଠାରୁ ବର୍ତ୍ତିବା କଷ୍ଟକର ହୋଇପଡ଼େ। ଏହି ଶ୍ରେଣୀର ବ୍ୟକ୍ତି ଅଧିକ ଲୋଭୀ ହୋଇଥାନ୍ତି।

୩. ବ୍ୟକ୍ତିର କପାଳର ମଙ୍ଗଳ ରେଖା ଉପରେ ଥାଏ ଗୁରୁରେଖା। ଯେଉଁ ବ୍ୟକ୍ତିଙ୍କର ଗୁରୁରେଖା ଠିକ୍‌ ଭାବରେ ଦେଖାଯାଏ ନାହିଁ, ସେପରି ବ୍ୟକ୍ତିଠାରୁ ଦୂରେଇ ରହିବା ବୁଦ୍ଧିମାନର କାମ। ସାଧାରଣତଃ ଏଭଳି ଲୋକଙ୍କ ସ୍ୱଭାବ ଭଲ ହୋଇନଥାଏ। ସମସ୍ତଙ୍କୁ ଖରାପ ବ୍ୟବହାର ଦେଖାଇଥାନ୍ତି। ଅନ୍ୟମାନଙ୍କ କଥା ଅପେକ୍ଷା ନିଜ କଥା ଅଧିକ ଭାବିଥାନ୍ତି। କିନ୍ତୁ ଯେଉଁ ବ୍ୟକ୍ତିର ଗୁରୁ ରେଖା ବାହାରକୁ ଦେଖାଯାଇଥାଏ, ସେମାନେ ଭାରି ଜିଦ୍‌ଖୋର ପ୍ରକୃତିର ହୋଇଥାନ୍ତି। ଏହି ରେଖା ସେମାନଙ୍କୁ ଅଧିକାଂଶ ସମୟରେ ‍କ୍ଷତି ପହଞ୍ଚାଇଥାଏ।

ସୌଜନ୍ୟ-ଅମରଓଜଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story