ଘରେ ପ୍ରସ୍ତୁତ କରନ୍ତୁ ଢାବା ଷ୍ଟାଇଲ୍‌ 'ଆଫ୍‌ଗାନୀ ଚିକେନ୍‌'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଚିକେନ୍‌କୁ ନେଇ ଆପଣ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବେ। ତେବେ ଶୀତ ଦିନେ ଘରେ ଢାବା ଷ୍ଟାଇଲ୍ ‘ଆଫ୍‌ଗାନୀ ଚିକେନ୍‌’ କିପରି ପ୍ରସ୍ତୁତ କରିବେ, ସେ ନେଇ ଆଜି ଆମେ ଆପଣଙ୍କୁ ଟିପ୍‌ସ୍‌ ଦେବୁ। ଆବଶ୍ୟକ ସାମଗ୍ରୀ: ଚିକେନ୍‌, ଦହି, ପିଆଜ, ଅଦା, ରସୁଣ, ଡାଳଚିନି, ଗୁଜରାତି, ଲବଙ୍ଗ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କାଜୁ ପେଷ୍ଟ, ଗରମ ମସଲା ଗୁଣ୍ଡ, ତେଲ ଓ […]

chk

chk

Chinmayee Roy
  • Published: Sunday, 02 December 2018
  • Updated: 02 December 2018, 07:35 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଚିକେନ୍‌କୁ ନେଇ ଆପଣ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବେ। ତେବେ ଶୀତ ଦିନେ ଘରେ ଢାବା ଷ୍ଟାଇଲ୍ 'ଆଫ୍‌ଗାନୀ ଚିକେନ୍‌' କିପରି ପ୍ରସ୍ତୁତ କରିବେ, ସେ ନେଇ ଆଜି ଆମେ ଆପଣଙ୍କୁ ଟିପ୍‌ସ୍‌ ଦେବୁ।

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ଦହି, ପିଆଜ, ଅଦା, ରସୁଣ, ଡାଳଚିନି, ଗୁଜରାତି, ଲବଙ୍ଗ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କାଜୁ ପେଷ୍ଟ, ଗରମ ମସଲା ଗୁଣ୍ଡ, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ଏଥିରେ ଲୁଣ, ହଳଦୀ ଓ ଦହି ଗୋଳାଇ ମ୍ୟାରିନେଟ୍‌ କରି କିଛି ସମୟ ରଖିଦିଅନ୍ତୁ। ତା’ପରେ ପ୍ୟାନ୍‌ରେ ତେଲ ଗରମ କରି ତେଜ ପତ୍ର, ଲବଙ୍ଗ, ଡାଳଚିନି ଓ ଗୁଜରାତି ପକାଇ ଭାଜନ୍ତୁ। ଏବେ ଏଥିରେ କଟା ପିଆଜ ପକାଇ ହାଲକା ଲାଲ୍ ହେବା ଯାଏ ଭାଜନ୍ତୁ। ପିଆଜ ରଙ୍ଗ ହୋଇ ଆସିଲେ, ଏଥିରୁ କିଛି କାଢ଼ି ରଖନ୍ତୁ ଓ କଡେଇରେ ବଳକା ପିଆଜରେ ଅଦା-ରସୁଣ ପେଷ୍ଟ ପକାଇ ଏହାକୁ କଷନ୍ତୁ। ବର୍ତ୍ତମାନ କାଢ଼ି ରଖିଥିବା ଭଜା ପିଆଜକୁ ଗ୍ରାଇଣ୍ଡିଂ କରି ପକାନ୍ତୁ। ପରେ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଜିରା ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ କିଛି ସମୟ କଷନ୍ତୁ। ଏବେ ଏଥିରେ ଚିକେନ୍‌ ପକାଇ ଦିଅନ୍ତୁ। ଚିକେନ୍‌ ଅଧା ସିଝିଗଲେ, ଏଥିରେ କାଜୁ ପେଷ୍ଟ, ଲୁଣ ଓ ଗରମ ମସଲା ଗୁଣ୍ଡ ପକାଇ ଚିକେନ୍‌ ଭଲ ଭାବେ ସିଝିବା ଯାଏ କଷନ୍ତୁ। ଚିକେନ୍‌ ସମ୍ପୁର୍ଣ୍ଣ ସିଝିଗଲେ, ଚୁଲି ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା 'ଆଫଗାନୀ ଚିକେନ୍‌। ଏହାକୁ ପ୍ଲେଟ୍‌ରେ କାଢ଼ି ନାନ୍‌, ରୁଟି କିମ୍ବା ପରଟା ସହ ଗରମା ଗରମ ପରଷନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story