ଡିନର୍‌ ପାର୍ଟିରେ ପରଷନ୍ତୁ 'ସୁଇଟ୍‌ କର୍ନ୍‌ ଖିରି'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ସାଧାରଣତଃ ବିବାହ ଭୋଜି ବା କୌଣସି ପାର୍ଟିରେ ଖିରି ଖାଇଥିବେ। ତେବେ ସୁଇଟ୍‌ କର୍ନ୍‌କୁ ନେଇ ପ୍ରସ୍ତୁତ ହେଉଥିବା ନିଆରା ସ୍ୱାଦର ଖିରି ତିଆରି ପ୍ରଣାଳୀ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ। ଆବଶ୍ୟକ ସାମଗ୍ରୀ: ସିଝା ସୁଇଟ୍‌ କର୍ନ୍‌, ଖିର, ମିଲ୍କ୍‌ ମେଡ୍‌, କାଜୁ, କିସ୍‌ମିସ୍‌ ଗୁଜୁରାତି, ପିସ୍ତା ବାଦାମ, ଫ୍ରେସ୍‌ କ୍ରିମ୍‌, ଚିନି ଓ ଘିଅ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି ସିଝା ସୁଇଟ୍‌ କର୍ନ୍‌କୁ ଗ୍ରାଇଣ୍ଡିଂ କରି ପେଷ୍ଟ ତିଆରି […]

kheer]

kheer]

Chinmayee Roy
  • Published: Friday, 07 December 2018
  • Updated: 07 December 2018, 09:02 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ସାଧାରଣତଃ ବିବାହ ଭୋଜି ବା କୌଣସି ପାର୍ଟିରେ ଖିରି ଖାଇଥିବେ। ତେବେ ସୁଇଟ୍‌ କର୍ନ୍‌କୁ ନେଇ ପ୍ରସ୍ତୁତ ହେଉଥିବା ନିଆରା ସ୍ୱାଦର ଖିରି ତିଆରି ପ୍ରଣାଳୀ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ।

ଆବଶ୍ୟକ ସାମଗ୍ରୀ: ସିଝା ସୁଇଟ୍‌ କର୍ନ୍‌, ଖିର, ମିଲ୍କ୍‌ ମେଡ୍‌, କାଜୁ, କିସ୍‌ମିସ୍‌ ଗୁଜୁରାତି, ପିସ୍ତା ବାଦାମ, ଫ୍ରେସ୍‌ କ୍ରିମ୍‌, ଚିନି ଓ ଘିଅ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି ସିଝା ସୁଇଟ୍‌ କର୍ନ୍‌କୁ ଗ୍ରାଇଣ୍ଡିଂ କରି ପେଷ୍ଟ ତିଆରି କରନ୍ତୁ। ଏବେ ଏକ କଡ଼େଇ ଘିଅ ଗରମ କରନ୍ତୁ।

ଘିଅ ଗରମ ହୋଇଗଲା ପରେ ଏଥିରେ ସୁଇଟ କର୍ନ୍‌ ପେଷ୍ଟ ପକାନ୍ତୁ। ୫ରୁ ୬ ମିନିଟ୍‌ ଯାଏ ଏହାକୁ ରାନ୍ଧନ୍ତୁ।

ଏହାପରେ କାଜୁ, କିସ୍‌ମିସ୍‌, ପିସ୍ତା ବାଦାମ, ଗୁଜୁରାତି ଗୁଣ୍ଡ ଏବଂ ଖିର ପକାଇ ଚାମଚରେ ଲଗାତର ଘାଣ୍ଟନ୍ତୁ। ଖିର ଗାଢ଼ା ହୋଇ ମରିଯିବା ପରେ ଏଥିରେ ଚିନି, ମିଲ୍କ୍‌ ମେଡ୍ ଏବଂ ଫ୍ରେଶ୍‌ କ୍ରିମ୍‌ ପକାନ୍ତୁ।

ଏହା ପରେ ବଳକା ଏକ ସିଝା ସୁଇଟ୍‌ କର୍ନ୍‌କୁ ଏଥିରେ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ସୁଇଟ୍‌ କର୍ନ୍‌ ଖିରି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story