ରୋଜଗାର ସତ୍ତ୍ୱେ ପର୍ସରେ ଟଙ୍କା ରହୁନି? ଏହା ଆପଣଙ୍କ ଜନ୍ମସଂଖ୍ୟାର କୁପ୍ରଭାବ, ଜାଣନ୍ତୁ ୪ଟି ଟିପ୍‌ସ

ଟଙ୍କା ରୋଜଗାର ପାଇଁ ଲୋକେ ବହୁତ ପରିଶ୍ରମ କରିଥାନ୍ତି। ହେଲେ ବେଳେବେଳେ ଏମିତି ହୁଏ, ରୋଜଗାର ଭଲ ହେଉଥିଲେ ବି, ପାଖରେ ଅର୍ଥର ଅଭାବ ଦେଖାଦେଇଥାଏ। ଯେତେ ଖର୍ଚ୍ଚ କାଟ୍‌ କଲେ କିମ୍ବା ହିସାବରେ ଚଳିଲେ ମଧ୍ୟ ଅର୍ଥାଭାବ ଦେଖା ଦେଇଥାଏ। ଏପରି କାହିଁକି ହେଉଛି କିଛି ବୁଝି ହୋଇ ନଥାଏ। ଜ୍ୟୋତିଷ ଶାସ୍ତ୍ର କହୁଛି, ଗ୍ରହ ନକ୍ଷତ୍ରଙ୍କ ପ୍ରଭାବରେ ଅନେକ ସମୟରେ ଆମେ ଏପରି ସମସ୍ୟାର ସମ୍ମୁଖିନ ହୁଅନ୍ତି। ଆପଣଙ୍କୁ ବିଶ୍ୱାସ ହେଉନି ନା। ଶାସ୍ତ୍ରବିତ୍ […]

wallet-

wallet-

Rakesh Mallick
  • Published: Tuesday, 20 June 2017
  • Updated: 20 June 2017, 01:01 PM IST

Sports

Latest News

ଟଙ୍କା ରୋଜଗାର ପାଇଁ ଲୋକେ ବହୁତ ପରିଶ୍ରମ କରିଥାନ୍ତି। ହେଲେ ବେଳେବେଳେ ଏମିତି ହୁଏ, ରୋଜଗାର ଭଲ ହେଉଥିଲେ ବି, ପାଖରେ ଅର୍ଥର ଅଭାବ ଦେଖାଦେଇଥାଏ। ଯେତେ ଖର୍ଚ୍ଚ କାଟ୍‌ କଲେ କିମ୍ବା ହିସାବରେ ଚଳିଲେ ମଧ୍ୟ ଅର୍ଥାଭାବ ଦେଖା ଦେଇଥାଏ। ଏପରି କାହିଁକି ହେଉଛି କିଛି ବୁଝି ହୋଇ ନଥାଏ। ଜ୍ୟୋତିଷ ଶାସ୍ତ୍ର କହୁଛି, ଗ୍ରହ ନକ୍ଷତ୍ରଙ୍କ ପ୍ରଭାବରେ ଅନେକ ସମୟରେ ଆମେ ଏପରି ସମସ୍ୟାର ସମ୍ମୁଖିନ ହୁଅନ୍ତି। ଆପଣଙ୍କୁ ବିଶ୍ୱାସ ହେଉନି ନା। ଶାସ୍ତ୍ରବିତ୍ କହନ୍ତି, ଗ୍ରହର ପ୍ରଭାବ ଆମ ଜନ୍ମଲଗ୍ନର ମୂଳ ଅଙ୍କ ସହ ଯୋଡି ରହିଥାଏ। ବିଶେଷ କରି ଜନ୍ମ ମୂଳାଙ୍କ ୧, ୩, ୫ ଓ ୭ ଥିବା ବ୍ୟକ୍ତି ଏପରି ସମସ୍ୟାରେ ଅଧିକ ପଡିଥାନ୍ତି। ଯଦି ଆପଣ ଏପରି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ନିମ୍ନରେ ଦିଆଯାଇଥିବା କିଛି ଟିପ୍ସ ପଢ଼ନ୍ତୁ, ଦେଖିବେ କିଛିଟା ଲାଭ ନିଶ୍ଚିୟ ପାଇପାରନ୍ତି।

ଜନ୍ମ ମୂଳାଙ୍କ ୧: ଯେଉଁମାନଙ୍କର ଜନ୍ମ ମୂଳାଙ୍କ ୧, ସେମାନେ ୧୦୦, ୨୦ ଓ ୧ ଟଙ୍କାର ୭ଟି ନୋଟ୍‌କୁ ନାରଙ୍ଗି ରଙ୍ଗର କାଗଜରେ ଗୁଡ଼ାଇ ପର୍ସରେ ରଖନ୍ତୁ। ଏହାସହ ଏକ ତମ୍ବା ପଇସା ମଧ୍ୟ ରଖନ୍ତୁ। ଏପରି କଲେ ଆପଣଙ୍କ ପର୍ସ ଖାଲି ରହିବ ନାହିଁ ଓ ଆପଣ ଅଯଥା ଖର୍ଚ୍ଚରୁ ମୁକ୍ତି ପାଇବେ ବୋଲି ଜ୍ୟୋତିର୍ବିତ୍ କହନ୍ତି।

ନ୍ମ ମୂଳାଙ୍କ ୩: ଜନ୍ମ ମୂଳାଙ୍କ ୩ ଥିବା ବ୍ୟକ୍ତି ମେହେନ୍ଦି ରଙ୍ଗର ପର୍ସ ବ୍ୟବହାର କରନ୍ତୁ। ପର୍ସରେ ୧୦ଟଙ୍କାର ତିନୋଟି ନୋଟ୍‌ ହଳଦିଆ ରଙ୍ଗର କାଗଜରେ ଗୁଡ଼ାଇ ରଖନ୍ତୁ। ଏହାସହ ଗୋଲଡେନ୍‌ ଫଏଲର କିଛି ଅଂଶ ପକେଟରେ ରଖନ୍ତୁ। ଏହାଦ୍ୱାରା ସମସ୍ୟା ଦୂର ହୋଇଯିବ।

ଜନ୍ମ ମୂଳାଙ୍କ ୫: ୫ ମୂଳାଙ୍କ ଥିବା ବ୍ୟକ୍ତି ସବୁଜ ରଙ୍ଗର ପର୍ସରେ ୫ ଟଙ୍କା ଓ ୧୦ ଟଙ୍କାର ନୋଟ୍‌କୁ ସବୁଜ ରଙ୍ଗର କାଗଜରେ ଗୁଡ଼ାଇ ରଖନ୍ତୁ। ଏହାସହ ପର୍ସରେ ବେଲପତ୍ର ରଖନ୍ତୁ। ଅର୍ଥାଭାବ ସମସ୍ୟା ଦୂର ହୋଇଯିବ।

ଜନ୍ମ ମୂଳାଙ୍କ ୭: ଯେଉଁମାନଙ୍କର ମୂଳାଙ୍କ ୭, ସେମାନେ ଏକାଧିକ ରଙ୍ଗ ଥିବା ପର୍ସ ବ୍ୟବହାର କରିବା ଉଚିତ। ସେମାନେ ୧ ଟଙ୍କିଆ ୭ଟି ନୋଟ୍ ଓ ୨୦ ଟଙ୍କାର ଏକ ନୋଟ୍‌ ନାରଙ୍ଗି ରଙ୍ଗର କାଗଜରେ ଗୁଡ଼ାଇ ରଖନ୍ତୁ। ଏହାସହ ଆପଣଙ୍କ ପର୍ସରେ ମାଛ ଚିତ୍ର ଅଙ୍କା ଯାଇଥିବା ପଇସା ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story