ଷ୍ଟାଟର୍‌ରେ ପରଷନ୍ତୁ 'ସୁଇଟ୍‌ କର୍ନ ସୁପ୍'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜି ଆମେ ଆପଣଙ୍କୁ ଘରେ ଏକ  ଷ୍ଟାଟର୍‌ ‘ସୁଇଟ୍ କର୍ନ୍ ସୁପ୍‌’ର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍ ଦେବୁ। ଆବଶ୍ୟକ ସାମଗ୍ରୀ: ସୁଇଟ୍‌ କର୍ନ(ମକା), ଲୁଣ, ଭେଜିଟେବଲ ଷ୍ଟଫ୍‌, ପିଆଜ ସଣ୍ଢା, ଗୋଲମରିଚ ଗୁଣ୍ଡ, ହ୍ବାଇଟ୍‌ ସସ୍‌। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସ୍ୱିଟ୍‌ କର୍ନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡିଂ କରି ନିଅନ୍ତୁ। ଧ୍ୟାନ ରଖନ୍ତୁ ଏହାକୁ ସମ୍ପୂର୍ଣ୍ଣ ଚିକ୍କଣ ନ କରି ଟିକେ ଖଦଡ଼ କରି ଗ୍ରାଇଣ୍ଡିଂ କରନ୍ତୁ। ବର୍ତ୍ତମାନ ଏକ […]

corn-soup

corn-soup

Chinmayee Roy
  • Published: Monday, 07 January 2019
  • Updated: 07 January 2019, 12:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜି ଆମେ ଆପଣଙ୍କୁ ଘରେ ଏକ  ଷ୍ଟାଟର୍‌ 'ସୁଇଟ୍ କର୍ନ୍ ସୁପ୍‌'ର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍ ଦେବୁ।

ଆବଶ୍ୟକ ସାମଗ୍ରୀ: ସୁଇଟ୍‌ କର୍ନ(ମକା), ଲୁଣ, ଭେଜିଟେବଲ ଷ୍ଟଫ୍‌, ପିଆଜ ସଣ୍ଢା, ଗୋଲମରିଚ ଗୁଣ୍ଡ, ହ୍ବାଇଟ୍‌ ସସ୍‌।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସ୍ୱିଟ୍‌ କର୍ନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡିଂ କରି ନିଅନ୍ତୁ। ଧ୍ୟାନ ରଖନ୍ତୁ ଏହାକୁ ସମ୍ପୂର୍ଣ୍ଣ ଚିକ୍କଣ ନ କରି ଟିକେ ଖଦଡ଼ କରି ଗ୍ରାଇଣ୍ଡିଂ କରନ୍ତୁ। ବର୍ତ୍ତମାନ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ଭେଜିଟେବଲ ଷ୍ଟଫ୍‌ ପକାନ୍ତୁ ଓ ଟିକେ ଗରମ କରନ୍ତୁ। ଏହାପରେ ଏଥିରେ ଗ୍ରାଇଣ୍ଡିଂ ହୋଇଥିବା କର୍ନ, ଛୋଟ ଛୋଟ କଟା ପିଆଜ ସଣ୍ଢା ଓ ହ୍ୱାଇଟ୍‌ ସସ୍‌ ପକାନ୍ତୁ। ଏବେ ଏହାକୁ କିଛି ସମୟ କମ୍‌ ଆଞ୍ଚରେ ଫୁଟାନ୍ତୁ। ମଝିରେ ମଝିରେ ଏହାକୁ ଗୋଲାନ୍ତୁ ନଚେତ୍‌ ତଳ ଲାଗିଯାଇପାରେ। ସୁପ୍‌ ବହଳିଆ ହୋଇ ଆସିଲେ ସେଥିରେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ସୁଇଟ୍‌ କର୍ନ ସୁପ୍। ଏହା ଉପରେ ବଜାରରେ ମିଳୁଥିବା ଓରେଗାନୋ ଅଳ୍ପ ଛିଞ୍ଚି ଗରମା ଗରମ ପରଷନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story