ଏମିତି ସ୍କୁଲ, ଯେଉଁଠି ଛାତ୍ରଛାତ୍ରୀଙ୍କୁ ଜୁହାର ହୁଅନ୍ତି ଶିକ୍ଷକ

ବଡ଼ଙ୍କୁ ସମ୍ମାନ ଦେବା ସେମାନଙ୍କ ଗୋଡ ଛୁଇଁ ପ୍ରଣାମ କରିବା ଆମ ସମାଜରେ କାହିଁ କେଉଁ କାଳରୁ ରହି ଆସିଛି। ଏହାଦ୍ୱାରା ବଡ ଓ ସାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥାଏ। ସାନମାନେ ବଡ଼ଙ୍କୁ ଉପଯୁକ୍ତ ସମ୍ମାନ ଦେବା ଶିକ୍ଷା କରିଥାନ୍ତି। ବଡ଼ଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ ଘରୁ ଶିକ୍ଷା ଦିଆଯାଇଥାଏ। ପିଲା ବିଦ୍ୟାଳୟକୁ ଗଲେ ପ୍ରଥମେ ଶିକ୍ଷକଙ୍କୁ ପ୍ରଣାମ କରିଥାନ୍ତି। ଏହାପରେ ପାଠପଢା ଆରମ୍ଭ ହୋଇଥାଏ। ହେଲେ ଆମେ ଆଜି ଏପରି ଏକ […]

school.jpeg 1

school.jpeg 1

Rakesh Mallick
  • Published: Monday, 19 June 2017
  • Updated: 20 June 2017, 03:48 PM IST

ବଡ଼ଙ୍କୁ ସମ୍ମାନ ଦେବା ସେମାନଙ୍କ ଗୋଡ ଛୁଇଁ ପ୍ରଣାମ କରିବା ଆମ ସମାଜରେ କାହିଁ କେଉଁ କାଳରୁ ରହି ଆସିଛି। ଏହାଦ୍ୱାରା ବଡ ଓ ସାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥାଏ। ସାନମାନେ ବଡ଼ଙ୍କୁ ଉପଯୁକ୍ତ ସମ୍ମାନ ଦେବା ଶିକ୍ଷା କରିଥାନ୍ତି। ବଡ଼ଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ ଘରୁ ଶିକ୍ଷା ଦିଆଯାଇଥାଏ। ପିଲା ବିଦ୍ୟାଳୟକୁ ଗଲେ ପ୍ରଥମେ ଶିକ୍ଷକଙ୍କୁ ପ୍ରଣାମ କରିଥାନ୍ତି। ଏହାପରେ ପାଠପଢା ଆରମ୍ଭ ହୋଇଥାଏ। ହେଲେ ଆମେ ଆଜି ଏପରି ଏକ ବିଦ୍ୟାଳୟ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁଠି ଏହାର ଓଲଟା ଦେଖିବାକୁ ମିଳିଥାଏ। ଏଠାରେ ଛାତ୍ରଛାତ୍ରୀ ଶିକ୍ଷକଙ୍କ ଗୋଡ ଛୁଇଁ ଜୁହାର ହୋଇ ନ ଥାନ୍ତି, ବରଂ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଗୋଡ ଛୁଇଁ ପ୍ରଣାମ କରିଥାନ୍ତି।

schoolମହାରାଷ୍ଟ୍ରର ଘାଟକୋପରଠାରେ ଏକ ଭଡା ଘରେ ଚାଲିଛି ଏହି ସ୍କୁଲ ‘ରୁଷିକୁଲ ଗୁରୁକୁଲ ବିଦ୍ୟାଳୟ’। ଆମ ସମାଜରେ ବିଶ୍ୱାସ ରହିଛି ମଣିଷ ଦେହରେ ଭଗବାନ ବାସ କରିଥାନ୍ତି ଏବଂ ପିଲାମାନଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଇଥାଏ। ଏହି ମାନ୍ୟତାକୁ ଆଧାର କରି ବିଦ୍ୟାଳୟରେ ପ୍ରତିଦିନ ଶିକ୍ଷାଦାନ ପୂର୍ବରୁ ଶିକ୍ଷକମାନେ ପିଲାମାନଙ୍କ ଗୋଡ ଛୁଇଁ ପ୍ରଣାମ କରିଥାନ୍ତି।

ଏପରି ନୂଆ ପରମ୍ପରା ଦ୍ୱାରା ପିଲାମାନଙ୍କର ଶିକ୍ଷକଙ୍କ ପ୍ରତି ଆଦର ବଢିବ। ଏହାଦ୍ୱାରା ସେମାନେ ସମାଜରେ ସମସ୍ତଙ୍କୁ ଆଦର କରିବା ଶିକ୍ଷା କରିପାରିବେ ବୋଲି ସ୍କୁଲ ପକ୍ଷରୁ କୁହାଯାଉଛି। କେବଳ ଏହି ଗୋଟିଏ କଥା ନୁହେଁ ପିଲାମାନଙ୍କୁ ଏଠାରେ ନୂଆ ନୂଆଁ ଉପାୟରେ ପାଠପଢା ଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story