ପ୍ରତିଦିନ ପିଅନ୍ତୁ ଟମାଟୋ ସୁପ୍‌, ମିଳିବ ଏହି ସବୁ ଫାଇଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପ୍ରାୟ ଅନେକ ଲୋକ ସୁପ୍‌ ପିଇବାକୁ ଭଲ ପାଆନ୍ତି। ସବୁ ସୁପ୍‌ ମଧ୍ୟରେ ଟମାଟୋ ସୁପ୍‌ ସବୁଠୁ ଲୋକପ୍ରିୟ ଓ ଶସ୍ତା ମଧ୍ୟ। ଏହାକୁ ସବୁ ବର୍ଗର ଲୋକ ସହଜରେ ଖାଇ ପାରିବେ। ଆପଣ ଜାଣନ୍ତି, ଟମାଟୋ ସୁପ୍‌ ସ୍ୱାଦରେ ଯେମିତି, ଦେହ ପାଇଁ ମଧ୍ୟ ସେମିତି ଉପକାରୀ। ଏହା ଆମ ଶରୀରର ଅନେକ ସମସ୍ୟା ଦୂର କରିଥାଏ। ଆସନ୍ତୁ ଜାଣିବା, ଟମାଟୋ ସୁପ୍‌ର ଉପକାରିତା ସମ୍ପର୍କରେ। ଟମାଟୋ ସୁପ୍ ଛୋଟ ପିଲାଙ୍କ ପାଇଁ ଖୁବ୍‌ […]

tomatto-soup

tomatto-soup

Chinmayee Roy
  • Published: Thursday, 17 January 2019
  • Updated: 17 January 2019, 07:52 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପ୍ରାୟ ଅନେକ ଲୋକ ସୁପ୍‌ ପିଇବାକୁ ଭଲ ପାଆନ୍ତି। ସବୁ ସୁପ୍‌ ମଧ୍ୟରେ ଟମାଟୋ ସୁପ୍‌ ସବୁଠୁ ଲୋକପ୍ରିୟ ଓ ଶସ୍ତା ମଧ୍ୟ। ଏହାକୁ ସବୁ ବର୍ଗର ଲୋକ ସହଜରେ ଖାଇ ପାରିବେ। ଆପଣ ଜାଣନ୍ତି, ଟମାଟୋ ସୁପ୍‌ ସ୍ୱାଦରେ ଯେମିତି, ଦେହ ପାଇଁ ମଧ୍ୟ ସେମିତି ଉପକାରୀ। ଏହା ଆମ ଶରୀରର ଅନେକ ସମସ୍ୟା ଦୂର କରିଥାଏ।

ଆସନ୍ତୁ ଜାଣିବା, ଟମାଟୋ ସୁପ୍‌ର ଉପକାରିତା ସମ୍ପର୍କରେ।

ଟମାଟୋ ସୁପ୍ ଛୋଟ ପିଲାଙ୍କ ପାଇଁ ଖୁବ୍‌ ଉପକାରୀ। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଛୋଟ ପିଲାଙ୍କ ପେଟରେ କୃମି ଥାଏ, ତେବେ ସେଥିରୁ ସୁରକ୍ଷା ପାଇଁ ପ୍ରତିଦିନ ପିଲାଙ୍କୁ ଟମାଟୋ ସୁପ୍‌ରେ ଅଧ ଚାମଚ ଗୋଲ ମରିଚ ମିଶାଇ ପିଇବାକୁ ଦିଅନ୍ତୁ। ନିଶ୍ଚୟ ସୁଫଳ ମିଳିବ।

ଅନ୍ୟମାନଙ୍କ ତୁଳନାରେ ପ୍ରତି ଦିନ ଟମାଟୋ ସୁପ୍ ପିଉଥିବା ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଅଧିକ ଥାଏ।

ଟମାଟୋ ସୁପ୍‌ରେ ଥିବା ସିଲେନି୍ୟମ୍ ଯୋଗୁ ଶରୀରରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ।

ଟମାଟୋ ସୁପ୍‌ରେ ପୋଷକ ତତ୍ତ୍ୱ ଅଧିକ ମାତ୍ରାରେ ଥାଏ। ଏଥିସହ ଟମାଟୋ ସୁପ୍‌ରେ ଭିଟାମିନ ବି' ଓ ପୋଟାସି୍ଅମ୍‌ ଥାଏ, ଯାହା ଆମ ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ।

ଗର୍ଭବତୀ ମହିଳାଙ୍କ ପାଇଁ ଟମାଟୋ ସୁପ୍ ବେଶ୍ ହିତକାରୀ। ଏଥିରେ ଥିବା ଭିଟାମିନ ସି' ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁ, ଉଭୟଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ।

ଟମାଟୋ ସୁପ୍‌ରେ ଏମିତି ସବୁ ପୋଷକ ତତ୍ତ୍ୱ ଭରି ରହିଛି, ଯାହା ପ୍ରୋଷ୍ଟେଟ୍‌ କ୍ୟାନସରର କୋଷିକାଗୁଡ଼ିକୁ ବଢ଼ିବାକୁ ଦେଇ ନଥା'ନ୍ତି। ସପ୍ତାହକୁ ଯୋଉଁମାନେ ୪ ରୁ ୫ ଥର ଟମାଟୋ ସୁପ୍‌ ପିଅନ୍ତି, ସୋମାନଙ୍କୁ କ୍ୟାନ୍‌ସର ହେବାର ଆଶଙ୍କା କମ୍‌ ଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story