କିଡ୍‌ନୀ ଖରାପ ହେବା ପୂର୍ବରୁ ଦେଇଥାଏ ଏହି ସବୁ ସଙ୍କେତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କିଡ୍‌ନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ସୁସ୍ଥ ରହିଲେ ଶରୀର ସୁସ୍ଥ ରହିଥାଏ। ତେବେ ପରିବର୍ତ୍ତିତ ସମୟରେ ଅନିୟମିତ ଜୀବନଶୈଳୀ ଯୋଗୁ ବହୁ ଲୋକ କିଡ୍‌ନୀଜନିତ ରୋଗରେ ପଡୁଛନ୍ତି।  ବିଶେଷ କରି ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ରୋଗ ବଢିବାରେ ଲାଗିଛି। ଫଳରେ କମ ବୟସରେ ଅଧିକାଂଶଙ୍କ କ୍ଷେତ୍ରରେ କିଡ୍‌ନୀ ପ୍ରତିରୋପଣ ଭଳି ପରିସ୍ଥିତି ଉପଜୁଛି। କିଡନୀ ଖରାପ ହେଲେ, ଶରୀରରେ ଏହାର ଲକ୍ଷଣ ପୂର୍ବରୁ ଦେଖିବାକୁ ମିଳିଥାଏ। ତେବେ କିଛି ଲୋକ ଅଜାଣତରେ […]

kidney-main

kidney-main

Chinmayee Roy
  • Published: Friday, 12 October 2018
  • Updated: 12 October 2018, 07:16 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କିଡ୍‌ନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ସୁସ୍ଥ ରହିଲେ ଶରୀର ସୁସ୍ଥ ରହିଥାଏ। ତେବେ ପରିବର୍ତ୍ତିତ ସମୟରେ ଅନିୟମିତ ଜୀବନଶୈଳୀ ଯୋଗୁ ବହୁ ଲୋକ କିଡ୍‌ନୀଜନିତ ରୋଗରେ ପଡୁଛନ୍ତି।  ବିଶେଷ କରି ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ରୋଗ ବଢିବାରେ ଲାଗିଛି। ଫଳରେ କମ ବୟସରେ ଅଧିକାଂଶଙ୍କ କ୍ଷେତ୍ରରେ କିଡ୍‌ନୀ ପ୍ରତିରୋପଣ ଭଳି ପରିସ୍ଥିତି ଉପଜୁଛି।

କିଡନୀ ଖରାପ ହେଲେ, ଶରୀରରେ ଏହାର ଲକ୍ଷଣ ପୂର୍ବରୁ ଦେଖିବାକୁ ମିଳିଥାଏ। ତେବେ କିଛି ଲୋକ ଅଜାଣତରେ ଏବଂ ଆଉ କେତେକ ଅବହେଳାରୁ ଏହିସବୁ ଲକ୍ଷଣକୁ ଅଣଦେଖା କରିଥା'ନ୍ତି। ଏହି ଲକ୍ଷଣଗୁଡ଼ିକୁ ଯଦି ଆମେ ଠିକ୍‌ ସମୟରେ ଚିହ୍ନି ପାରି ଏହାର ଚିକିତ୍ସା କରିବା, ତା’ହେଲେ ଆଗକୁ ହେବାକୁ ଥିବା ସମସ୍ୟାରୁ ବର୍ତ୍ତି ଯାଇ ପାରିବା।

ଆସନ୍ତୁ ଜାଣିବା, ଶରୀରରେ କିଡନୀ ଖରାପ୍ ହେବା ପୂର୍ବରୁ କି' କି' ଲକ୍ଷଣ ସବୁ ଦେଖା ଦେଇଥାଏ।

 ପେଟରେ ଯନ୍ତ୍ରଣା ହେବା: ଯଦି ଆପଣଙ୍କ ପେଟରେ ଅଧିକ ଯନ୍ତ୍ରଣା ହେଉଛି ଏବଂ ଏହା ଏକ ସପ୍ତାହରୁ ଅଧିକ ଦିନ ଲାଗି ରହୁଛି, ତେବେ ଏହା ଆପଣଙ୍କ କିଡ୍‌ନୀଜନିତ ରୋଗର ସଙ୍କେତ। ଏହାକୁ ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଅଜାଣତରେ ପରିସ୍ରା ହୋଇଯିବା: କିଛି ଲୋକ ବେଳେ ବେଳେ ନିଜ ପରିସ୍ରାକୁ ନିୟନ୍ତ୍ରଣରେ ରଖି ପାରନ୍ତି ନାହିଁ ଏବଂ କିଛି ଲୋକଙ୍କ ସହ ଏମିତି ହୁଏ ଯେ ସେମାନଙ୍କ ଅଜାଣତରେ ପରିସ୍ରା ହୋଇଯାଏ। ଏହି ସମସ୍ୟା ପ୍ରାୟ ବୃଦ୍ଧମାନଙ୍କ ଠାରେ ଦେଖାଦିଏଏ। ଏହା କିଡ୍‌ନୀ ରୋଗର ଏକ ପ୍ରମୁଖ ଲକ୍ଷଣ।

ଥକା ଲାଗିବା: କିଛି ବି ଶାରୀରିକ ପରିଶ୍ରମ ନ କରି ଯଦି ଆପଣଙ୍କୁ ଥକା ଲାଗୁଛି ଓ ଏହା କିଛି ଦିନ ପର୍ଯ୍ୟନ୍ତ ଲାଗି ରହୁଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହା କିଡନୀ ଖରାପ ହେବାର ଲକ୍ଷଣ ହୋଇପାରେ।

ହାତ ଗୋଡ଼ ଲାଲ୍‌ ପଡ଼ିବା: କିଡ୍‌ନୀ ଖରାପ୍ ହେଲେ, ଶରୀରରେ ରକ୍ତ ବିଷାକ୍ତ ହୋଇଯାଏ। ଯାହା ଦ୍ୱାରା ହାତ ଏବଂ ଗୋଡ଼ ସିଝିବା ପରି ଦେଖାଯିବା ସହ ଲାଲ୍ ମଧ୍ୟ ପଡି ଯାଇଥାଏ। ତେଣୁ ଏହାକୁ ଅଣଦେଖା ନ କରି ଯଥାଶୀଘ୍ର ଏହାର ଉପଚାର ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ପରିସ୍ରାରେ ରକ୍ତ ପଡ଼ିବା: ଯଦି କିଡ୍‌ନୀ ଖରାପ୍ ହୁଏ, ତେବେ ପରିସ୍ରାରେ ରକ୍ତ ଆସିଥାଏ। କାରଣ କିଡନୀ ଖରାପ୍ ହେଲେ, ଏଥିରେ ରକ୍ତ ଠିକ୍ ଭାବେ ଛାଣି ହୋଇପାରେ ନାହିଁ। ଯାହା ଫଳରେ କିଛି ରକ୍ତ ପରିସ୍ରା ଆଉ ମଳ ଦେଇ ବାହାରକୁ ଆସିଥାଏ। ତେଣୁ ପରିସ୍ରାରେ ରକ୍ତ ଆସିଲେ, ଆପଣଙ୍କ କିଡ୍‌ନୀ ଖରାପ ହେବାକୁ ବସିଲାଣି ବୋଲି ଜାଣନ୍ତୁ। ଆଉ ବିଳମ୍ବ ନ କରି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story