କେଉଁଠି ଲଗାଇବେ କେଉଁ ଗଛ, ଦିଅନ୍ତୁ ଧ୍ୟାନ, ବଢ଼ିବ ଧନ

ଗଛ ସହିତ ମଣିଷ ଜୀବନର ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ମଣିଷର ଭାଗ୍ୟ ସହିତ ବି ଗଛ ଯୋଡ଼ି ହୋଇଛି। ସାଧାରଣତଃ ଆମେ ଘର ଚାରି ପଟେ ଯେଉଁଠି ଚାହୁଁ ସେଇଠି ଗଛ ଲଗାଇ ଦେଉ। କିନ୍ତୁ ଯଦି ବାସ୍ତୁଶାସ୍ତ୍ରକୁ ମାନିବା ତା’ହେଲେ ସମସ୍ତ ଗଛକୁ ସମସ୍ତ ସ୍ଥାନରେ ଲଗାଯାଇ ପାରିବ ନାହିଁ। ଏହା ଦ୍ୱାରା ବାସ୍ତୁ ଦୋଷ ଦେଖାଯାଏ। ଏହାର ପ୍ରଭାବ ଘର ଲୋକଙ୍କ ଉପରେ ପଡ଼େ। ସେଥିପାଇଁ ଗଛ ଲଗାଇଲା […]

tree

tree

Rakesh Mallick
  • Published: Wednesday, 21 June 2017
  • Updated: 21 June 2017, 11:47 AM IST

Sports

Latest News

ଗଛ ସହିତ ମଣିଷ ଜୀବନର ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ମଣିଷର ଭାଗ୍ୟ ସହିତ ବି ଗଛ ଯୋଡ଼ି ହୋଇଛି। ସାଧାରଣତଃ ଆମେ ଘର ଚାରି ପଟେ ଯେଉଁଠି ଚାହୁଁ ସେଇଠି ଗଛ ଲଗାଇ ଦେଉ। କିନ୍ତୁ ଯଦି ବାସ୍ତୁଶାସ୍ତ୍ରକୁ ମାନିବା ତା’ହେଲେ ସମସ୍ତ ଗଛକୁ ସମସ୍ତ ସ୍ଥାନରେ ଲଗାଯାଇ ପାରିବ ନାହିଁ। ଏହା ଦ୍ୱାରା ବାସ୍ତୁ ଦୋଷ ଦେଖାଯାଏ। ଏହାର ପ୍ରଭାବ ଘର ଲୋକଙ୍କ ଉପରେ ପଡ଼େ। ସେଥିପାଇଁ ଗଛ ଲଗାଇଲା ବେଳେ କେତୋଟି ଜିନିଷକୁ ଧ୍ୟାନ ଦିଆଯିବା ଜରୁରୀ ବୋଲି କୁହାଯାଇଛି। ସେହିଭଳି କିଛି ବୃକ୍ଷକୁ ଘରର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଲଗାଇଲେ ଧନ ବଢ଼େ ବୋଲି କୁହାଯାଏ। ଆଜି ଆସନ୍ତୁ ଜାଣିବା ସେଇ ସଂପର୍କରେ।

୧-ଅଧିକାଂଶ ଲୋକ ଘରେ କଦଳୀ ଗଛ ଲଗାନ୍ତି। କିନ୍ତୁ ଏହାକୁ ପ୍ରକୃତରେ କେଉଁ ଦିଗରେ ଲଗା ଯିବା ଉଚିତ ସେନେଇ କେହି ଧ୍ୟାନ ଦିଅନ୍ତି ନାହିଁ।  କଦଳୀ ଗଛକୁ ଐଶାନ୍ୟ କୋଣରେ ଲଗାଇଲେ  ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି କୁହାଯାଏ।

୨-ବାସ୍ତୁଶାସ୍ତ୍ର ଅନୁସାରେ ବାଡ଼ିରେ ତୁଳସୀ,ଚମ୍ପା ଓ କେତକୀ ଗଛ ଲଗାଇଲେ ଶୁଭ ହୋଇଥାଏ। ଏହା ଲଗାଇଲେ ଘରେ ଅର୍ଥର ଅଭାବ ରହେ ନାହିଁ।

୩- ଅଧିକାଂଶ ତୁଳସୀ ଗଛକୁ  କୁଣ୍ଡରେ ଲଗାଇଥାନ୍ତି।  ସେହି କୁଣ୍ଡ ପାଖରେ ଅନ୍ୟ ଗଛ ରଖି ଦିଅନ୍ତି। କିନ୍ତୁ ତୁଳସୀ ଗଛ ପାଖରେ ସବୁବେଳେ କଦଳୀ ଗଛ ଲଗାଇବା ଉଚିତ। ଏହା ଦ୍ୱାରା ଭଗବାନ ବିଷ୍ଣୁଙ୍କ ସହ ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ।

୪- ଯେଉଁ ଗଛର ପତ୍ରକୁ ଛିଡ଼ାଇଲେ କ୍ଷୀର ବାହାରିଥାଏ ସେହି ଗଛକୁ ଘର ଆଖପାଖରେ ଲଗାଇବା ଉଚିତ ନୁହେଁ। ଏହା ଦ୍ୱାରା ଧନହାନି ହୋଇଥାଏ।

ସୌଜନ୍ୟ-ଅମର ଉଜାଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story