ଆସନ୍ତୁ ଜାଣିବା, କେମିତି ତିଆରି ହୁଏ 'ମଶ୍‌ରୁମ୍‌ ପଲାଉ'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ କେବେ ମଶ୍‌ରୁମ୍‌ରୁ ପ୍ରସ୍ତୁକ ପଲାଉ ଖାଇଛନ୍ତି କି? ଯଦି ନୁହେଁ, ତେବେ ଆଜି ହିଁ ଜାଣନ୍ତୁ, କେମିତି ତିଆରି ହୁଏ ‘ମଶ୍‌ରୁମ୍‌ ପଲାଉ’। ଆବଶ୍ୟକ ସାମଗ୍ରୀ: ମଶ୍‌ରୁମ୍‌, ବାସୁମତୀ ଚାଉଳ, ପିଆଜ ଓ ରସୁଣ ପେଷ୍ଟ, କଟା ପିଆଜ, ଅଳେଇଚ, ଲବଙ୍ଗ, ଗୋଲମରିଚ, ତେଜପତ୍ର, ଲଙ୍କା ଗୁଣ୍ଡ, କଟା ଟମାଟୋ, ଡାଲଚିନି, ଜିରା, ଲୁଣ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଭଲଭାବେ ଧୋଇ ଅଧଘଣ୍ଟା ଯାଏ ପାଣିରେ ବତୁରାଇ ଦିଅନ୍ତୁ। […]

mashroom-pullao

mashroom-pullao

Chinmayee Roy
  • Published: Thursday, 17 January 2019
  • Updated: 17 January 2019, 10:18 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ କେବେ ମଶ୍‌ରୁମ୍‌ରୁ ପ୍ରସ୍ତୁକ ପଲାଉ ଖାଇଛନ୍ତି କି? ଯଦି ନୁହେଁ, ତେବେ ଆଜି ହିଁ ଜାଣନ୍ତୁ, କେମିତି ତିଆରି ହୁଏ 'ମଶ୍‌ରୁମ୍‌ ପଲାଉ'।

ଆବଶ୍ୟକ ସାମଗ୍ରୀ: ମଶ୍‌ରୁମ୍‌, ବାସୁମତୀ ଚାଉଳ, ପିଆଜ ଓ ରସୁଣ ପେଷ୍ଟ, କଟା ପିଆଜ, ଅଳେଇଚ, ଲବଙ୍ଗ, ଗୋଲମରିଚ, ତେଜପତ୍ର, ଲଙ୍କା ଗୁଣ୍ଡ, କଟା ଟମାଟୋ, ଡାଲଚିନି, ଜିରା, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଭଲଭାବେ ଧୋଇ ଅଧଘଣ୍ଟା ଯାଏ ପାଣିରେ ବତୁରାଇ ଦିଅନ୍ତୁ। ପରେ ମଶ୍‌ରୁମ୍‌ ବା ଛତୁକୁ ସମାନ ଆକାରରେ କାଟି ଏହାକୁ ହଳଦୀ ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଛତୁରେ ଥିବା ପୋକ ବାହାରି ଯିବେ। ଏବେ କଡ଼େଇରେ ତେଲ ଗରମ କରି କଟା ମଶ୍‌ରୁମ୍‌କୁ ହାଲ୍‌କା ଭାଜି ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏବେ ସେହି କଡ଼େଇରେ ଆଉଟିକେ ତେଲ ଗରମ କରି ପିଆଜ ଓ ରସୁଣ ପେଷ୍ଟକୁ ପକାଇ ଭଲ ଭାବରେ କଷନ୍ତୁ। ପରେ ଏଥିରେ ଟମାଟୋ, ଲଙ୍କା ଗୁଣ୍ଡ, ଭଜା ହୋଇଥିବା ମଶ୍‌ରୁମ୍‌ ଏବଂ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବରେ କଷନ୍ତୁ।

ଏବେ ଆଉ ଏକ ପାତ୍ରରେ ଅଳ୍ପ ତେଲ ଗରମ କରି ସେଥିରେ ତେଜପତ୍ର, ଲବଙ୍ଗ, ଅଳେଇଚ, ଡାଲଚିନି ପକାଇ ଅଳ୍ପ ଭାଜନ୍ତୁ। ଏବେ କଟା ପିଆଜ ପକାଇ ଆଉଟିକେ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ଏବେ ସେଥିରେ ଚାଉଳ ପକାଇ ଦିଅନ୍ତୁ। ଏହାକୁ ଅଳ୍ପ ଭାଜି ସେଥିରେ ଚାଉଳର ଦୁଇଗୁଣା ପାଣି ଦିଅନ୍ତୁ। ଚାଉଳ ସିଝି ଆସିଲେ ସେଥିରେ ପୂର୍ବରୁ ଥିବା ମସଲାଦିଆ ମସ୍‌ରୁମ୍‌ ଭଜାକୁ ଭଲ ଭାବରେ ଗୋଳାଇ ପାଖାପାଖି ୨ମିନିଟ୍‌ ଯାଏ କମ୍‌ ଆଞ୍ଚରେ ଛାଡ଼ି ଦିଅନ୍ତୁ। ବର୍ତ୍ତମାନ ଏହା ଉପରେ ଅଳ୍ପ ଗୁଆ ଘିଅ ଓ ପିଆଜ ଭଜାକୁ ପକାଇ ଗରମା ଗରମ ପରଷନ୍ତୁ ‘ପନିର୍‌ ପଲାଉ’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story