ଘର କରି ଶାନ୍ତିରେ ରହିବାକୁ ଚାହୁଁଛନ୍ତି କି ? ତିଆରି ପୂର୍ବରୁ ପଢି ନିଅନ୍ତୁ ବାସ୍ତୁ ଟିପ୍ସ

ଛୋଟ ଛୋଟ କଥାକୁ ନେଇ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ । ଯେତେ ରୋଜଗାର କଲେ ବି ଅର୍ଥର ଅଭାବ ଦେଖାଦେଇଥାଏ । ତେବେ ଘରର ବାସ୍ତୁ ଦୋଷ ଯୋଗୁଁ  ଏପରି  ସମସ୍ୟା ହୋଇଥାଏ। କେତୋଟି ଛୋଟ କଥା ଉପରେ ଧ୍ୟାନ ଦେଲେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ। 1-ଘର ମୁରବୀଙ୍କ ବେଡରୁମ ସବୁବେଳେ ଦକ୍ଷିଣ ଓ ପଶ୍ଚିମ କିମ୍ବା ପଶ୍ଚିମ ଓ ଦକ୍ଷିଣ ଦିଗରେ ରହିବା ଆବଶ୍ୟକ। ରୋଷେଇ ଘର ମଧ୍ୟ ଦକ୍ଷିଣ, […]

beautiful-interior-home-designs-attractive-interior-home-designs-creative-things-pictures

Rakesh Mallick
  • Published: Wednesday, 07 June 2017
  • Updated: 07 June 2017, 07:53 PM IST

Sports

Latest News

ଛୋଟ ଛୋଟ କଥାକୁ ନେଇ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ । ଯେତେ ରୋଜଗାର କଲେ ବି ଅର୍ଥର ଅଭାବ ଦେଖାଦେଇଥାଏ । ତେବେ ଘରର ବାସ୍ତୁ ଦୋଷ ଯୋଗୁଁ  ଏପରି  ସମସ୍ୟା ହୋଇଥାଏ। କେତୋଟି ଛୋଟ କଥା ଉପରେ ଧ୍ୟାନ ଦେଲେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ।

1-ଘର ମୁରବୀଙ୍କ ବେଡରୁମ ସବୁବେଳେ ଦକ୍ଷିଣ ଓ ପଶ୍ଚିମ କିମ୍ବା ପଶ୍ଚିମ ଓ ଦକ୍ଷିଣ ଦିଗରେ ରହିବା ଆବଶ୍ୟକ। ରୋଷେଇ ଘର ମଧ୍ୟ ଦକ୍ଷିଣ, ପୂର୍ବ କିମ୍ବା ଉତ୍ତର ପଶ୍ଚିମ ଦିଗରେ ରହିଲେ ଭଲ। ବାସ୍ତୁ ଅନୁସାରେ ରୋଷେଇ ଘର ନିର୍ମାଣ କଲେ ରନ୍ଧା ହେଉଥିବା ଖାଦ୍ୟ ସ୍ୱାଦିଷ୍ଟ ଲାଗିବା ସହିତ ଘରର ସଦସ୍ୟମାନଙ୍କର ଦେହ ଭଲ ରହେ।

2-ପୂଜାଘର ଓ ପିଲାମାନଙ୍କର ପଢା ଘର ସବୁବେଳେ ଉତ୍ତର କିମ୍ବା ପୂର୍ବ ଦିଗରେ ରହିବା ଭଲ।

3-ବାସ୍ତୁଶାସ୍ତ୍ର ଅନୁସାରେ ଘର ଭିତରେ ପାଇଖାନା ରଖିଲେ ଅଶୁଭ ହୋଇଥାଏ। ଯଦି ପାଇଖାନା କରନ୍ତି  ତାହେଲେ ଉତ୍ତର ଓ ପଶ୍ଚିମ ଦିଗରେ ତିଆରି କରିବା ଆବଶ୍ୟକ। ଏହାସହ ଘରର ଶିଡ଼ି ଦକ୍ଷିଣ ପଶ୍ଚିମ ଦିଗରେ ତିଆରି କେଲେ ଶୁଭ ଫଳ ମିଳିଥାଏ।

4-ଘର ତିଆରି ବେଳେ ପୁରୁଣା ଘରର ଇଟା କିମ୍ବା କୌଣସି ପୁରଣା ଜିନିଷ ବ୍ୟବହାର କରନ୍ତୁ ନାହିଁ । ସେଥିରେ ନକରାତ୍ମକ ଶକ୍ତି ରହିବା ସହିତ ଗୁଣି ଗାରେଡିର ଭୟ ରହିଥାଏ।

5-ଘର ତିଆରି ବେଳେ ଘରର ସମ୍ମୁଖ ଦୁଆର ଉତ୍ତର ପୂର୍ବ ଦିଗରେ ରଖନ୍ତୁ । ଘର ଯେଉଁ ସ୍ଥାନରେ ହେଉଛି ସେହି ସ୍ଥାନର ଆକାର ବର୍ଗାକାର କିମ୍ବା ଆୟତାକାର ହୋଇଥିବା ଆବଶ୍ୟକ।

6-ଟ୍ୟୁବୱେଲ୍ କିମ୍ବା ପାଣି ଟାଙ୍କି  ଉତ୍ତର ପୂର୍ବ ଦିଗରେ ରହିଲେ ଭଲ।

7-ବିଦ୍ୟୁତ ସଂଯୋଗ , ଇନଭର୍ଟର ଓ ଜେନେରେଟର ଦକ୍ଷିଣ ପୂର୍ବ କିମ୍ବା ଉତ୍ତର ପଶ୍ଚିମ ଦିଗରେ ରହିବା ଆବଶ୍ୟକ।

8-ଯେଉଁ ଜାଗାରେ ଘର କରୁଛନ୍ତି ସେଠାରେ ଉତ୍ତର ଓ ପୂର୍ବ ଦିଗରେ ଘରର ନିଅଁ ଖୋଳନ୍ତୁ ଓ ଦକ୍ଷିଣ ପଶ୍ଚିମ ଦିଗରେ ଏହାକୁ ଭରନ୍ତୁ।
9-ଦକ୍ଷିଣ ପଶ୍ଚିମ କୋଣ ସବୁବେଳେ 90 ଡିଗ୍ରୀ ଆକାରରେ ରହିବା ଆବଶ୍ୟକ।

10-ଘର ତିଆରି କରି ସାରିବା ପରେ ଘର ପ୍ରତିଷ୍ଠା କରିବା ସହିତ ବାସ୍ତୁ ପୂଜା କରିବା ନିହାତି ଆବଶ୍ୟକ।

ଏହି ସବୁ ଉପାୟ ଆପଣାଇଲେ ବାସ୍ତୁ ସମସ୍ୟାର ମୁକ୍ତି ମିଳିବା ସହିତ ଘରର ଶାନ୍ତି ବଳବତ୍ତର ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story