ବାରମ୍ୱାର ହାତ ଧୋଉଛନ୍ତି କି, ଏହି ସମସ୍ୟାରେ ପଡ଼ିପାରନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧିକାଂଶ ଲୋକ ଖାଦ୍ୟ ଖାଇବା ପୂର୍ବରୁ, ଖାଇବା ପରେ, ବାହାରୁ ଘରକୁ ଆସିବା ପରେ ଏବଂ ଟଏଲେଟ୍‌ରୁ ଆସିବା ପରେ ବାରମ୍ୱାର ହାତକୁ ଭଲ ଭାବରେ ଧୋଇଥା’ନ୍ତି। ଏହି କାମ ଅନ୍ୟମାନଙ୍କୁ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥା’ନ୍ତି। ଆମେରିକାର ଏକ ସ୍ୱାସ୍ଥ୍ୟ ଗବେଷଣା ପ୍ରତିଷ୍ଠାନ ଅନୁସାରେ, ଶରୀର ସୁସ୍ଥ ରହିବା ପାଇଁ ହାତକୁ ସଫା ରଖିବା ଜରୁରୀ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ପ୍ରତିଷ୍ଠାନର ସୂଚନା ଅନୁସାରେ ଆବଶ୍ୟକତାଠାରୁ ଅଧିକ ହାତ […]

puspa2

puspa2

Puspanjali Panda
  • Published: Monday, 24 September 2018
  • Updated: 24 September 2018, 02:20 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧିକାଂଶ ଲୋକ ଖାଦ୍ୟ ଖାଇବା ପୂର୍ବରୁ, ଖାଇବା ପରେ, ବାହାରୁ ଘରକୁ ଆସିବା ପରେ ଏବଂ ଟଏଲେଟ୍‌ରୁ ଆସିବା ପରେ ବାରମ୍ୱାର ହାତକୁ ଭଲ ଭାବରେ ଧୋଇଥା'ନ୍ତି। ଏହି କାମ ଅନ୍ୟମାନଙ୍କୁ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥା'ନ୍ତି। ଆମେରିକାର ଏକ ସ୍ୱାସ୍ଥ୍ୟ ଗବେଷଣା ପ୍ରତିଷ୍ଠାନ ଅନୁସାରେ, ଶରୀର ସୁସ୍ଥ ରହିବା ପାଇଁ ହାତକୁ ସଫା ରଖିବା ଜରୁରୀ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ପ୍ରତିଷ୍ଠାନର ସୂଚନା ଅନୁସାରେ ଆବଶ୍ୟକତାଠାରୁ ଅଧିକ ହାତ ଧୋଇବା ଅଭ୍ୟାସ ଆପଣଙ୍କୁ ଅସୁସ୍ଥ ମଧ୍ୟ କରିପାରେ।

ତେବେ ପ୍ରଶ୍ନ ଉଠୁଛି, ସୁସ୍ଥ ରହିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଦିନକୁ କେତେ ଥର ହାତ ଧୋଇବା ଦରକାର।puspa1
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଆମ ତ୍ୱଚାରେ ଦୁଇ ପ୍ରକାର ବ୍ୟାକ୍ଟେରିଆ ଅଛନ୍ତି। ଗୋଟିଏ ଶରୀରକୁ ଅସୁସ୍ଥ କରୁଥିବା ବେଳେ ଅନ୍ୟଟି ଆମକୁ ସୁରକ୍ଷିତ ରଖିଥାଏ।

ହାତ ଧୋଇବା ଦ୍ୱାରା ଖରାପ ବ୍ୟାକ୍ଟେରିଆ ବାହାରି ଯାଇଥା'ନ୍ତି ସତ, କିନ୍ତୁ ବାରମ୍ୱାର ହାତ ଧୋଇବା ଦ୍ୱାରା ଶରୀରକୁ ସୁରକ୍ଷା ଦେଉଥିବା ବ୍ୟାକ୍ଟେରିଆଙ୍କୁ କିଛି ମାତ୍ରାରେ କ୍ଷତି ପହଞ୍ଚିଥାଏ।

ବାରମ୍ୱାର ହାତ ଧୋଇଲେ, ତ୍ୱଚାରେ ଥିବା ତୈଳ ଅଂଶ ବାହାରି ଯାଇଥାଏ ଏବଂ ଚର୍ମ ଶୁଖିଲା ହୋଇଯାଏ। ଯଦି ଚର୍ମ ଶୁଖିଯାଏ, ତେବେ ସେଥିରେ ଥିବା ଉପକାରୀ ବ୍ୟାକ୍ଟେରିଆ ମଧ୍ୟ ବାହାରି ଯାଇଥା'ନ୍ତି।puspa3ଏଣୁ ବିଶେଷଜ୍ଞଙ୍କ ମତରେ, ହାତରେ ଅଧିକ ସାନିଟାଇଜର୍‌ ବ୍ୟବହାର କରିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। କିନ୍ତୁ ଏହାର ଅର୍ଥ ନୁହେଁ, ଆପଣ ହାତ ଧୋଇବେ ନାହିଁ। ସୁସ୍ଥ ରହିବା ପାଇଁ ହାତ ଧୋଇବାକୁ ପଡ଼ିଥାଏ। ସେଥିପାଇଁ ଆବଶ୍ୟକତା ଅନୁସାରେ ହାତ ଧୁଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story