ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ କ’ଣ ଓ କାହିଁକି ହୁଏ?

ଭୁବନେଶ୍ୱର: ମାଲକାନଗିରିରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ୪୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି। ୫୦ରୁ ଅଧିକ ଶିଶୁ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ମାଲକାନଗିରିରେ ଆତଙ୍କ ଖେଳାଇ ଦେଇଥିବା ଏହି ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ କ’ଣ, ଏହା କିପରି ବ୍ୟାପେ ଓ କାହାକୁ ହୁଏ ସେ ସଂପର୍କରେ ଜାଣିବା ପାଇଁ ଆମ ପ୍ରତିନିଧି ଜିତେନ୍ଦ୍ର ଗଡ଼ନାୟକ ଆଲୋଚନା କରିଥିଲେ ବରିଷ୍ଠ ମେଡିସିନ୍ ସ୍ପେଶାଲିଷ୍ଟ୍ ଡାକ୍ତର ଏସ୍‌.ଏନ୍‌.ଦାଶଙ୍କ ସହିତ। ତାର କିୟଦଂଶ ଆମେ ଏଠାରେ ଉପସ୍ଥାପନ କରୁଛୁ। ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ […]

je

je

Rakesh Mallick
  • Published: Saturday, 08 October 2016
  • Updated: 27 April 2017, 05:29 PM IST

Sports

Latest News

[caption id="attachment_105440" align="alignleft" width="370"](ମେଡିସିନ୍‌ ସ୍ପେଶାଳିଷ୍ଟ ଡାକ୍ତର ଏସ୍‌.ଏନ୍‌. ଦାସ) (ମେଡିସିନ୍‌ ସ୍ପେଶାଲିଷ୍ଟ ଡାକ୍ତର ଏସ୍‌.ଏନ୍‌. ଦାଶ)[/caption]

ଭୁବନେଶ୍ୱର: ମାଲକାନଗିରିରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ୪୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି। ୫୦ରୁ ଅଧିକ ଶିଶୁ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ମାଲକାନଗିରିରେ ଆତଙ୍କ ଖେଳାଇ ଦେଇଥିବା ଏହି ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ କ’ଣ, ଏହା କିପରି ବ୍ୟାପେ ଓ କାହାକୁ ହୁଏ ସେ ସଂପର୍କରେ ଜାଣିବା ପାଇଁ ଆମ ପ୍ରତିନିଧି ଜିତେନ୍ଦ୍ର ଗଡ଼ନାୟକ ଆଲୋଚନା କରିଥିଲେ ବରିଷ୍ଠ ମେଡିସିନ୍ ସ୍ପେଶାଲିଷ୍ଟ୍ ଡାକ୍ତର ଏସ୍‌.ଏନ୍‌.ଦାଶଙ୍କ ସହିତ। ତାର କିୟଦଂଶ ଆମେ ଏଠାରେ ଉପସ୍ଥାପନ କରୁଛୁ।

ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ କ’ଣ?

ଏହା ହେଉଛି ଏକ ଭୂତାଣୁ ଜନିତ ରୋଗ। ଏହା ଘୁଷୁରିଠାରୁ ବ୍ୟାପେ। ଏହାର ମାଧ୍ୟମ ହେଲା ମଶା। ଘୁଷୁରିଙ୍କୁ ମଶା କାମୁଡ଼ିବା ପରେ ମଣିଷଙ୍କୁ କାମୁଡ଼ିଲେ ଏହି ରୋଗ ହୋଇଥାଏ। ଏହାକୁ ମସ୍ତିଷ୍କ ଜର ମଧ୍ୟ କୁହାଯାଏ।

ଏହି ରୋଗ କ’ଣ କେବଳ ଶିଶୁମାନଙ୍କୁ ହୁଏ?

ସାଧାରଣତଃ ୧୫ ବର୍ଷରୁ କମ୍ ବୟସର ପିଲା ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୁଅନ୍ତି। ଏମାନଙ୍କର ରୋଗ ପ୍ରତିଷେଧକ ଶକ୍ତି କମ୍ ଥାଏ। ତେଣୁ ଏମାନେ ଏଥିରେ ଆକ୍ରାନ୍ତ ହୁଅନ୍ତି। ଅନ୍ୟମାନେ ବି ଏଥିରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। କିନ୍ତୁ ତାହା ବହୁତ କମ୍।

ଏହି ରୋଗର ଲକ୍ଷଣଗୁଡ଼ିକ କ’ଣ?

ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତଙ୍କ ଲକ୍ଷଣ ୩ରୁ ୧୦ ଦିନ ମଧ୍ୟରେ ଜଣାପଡ଼ିଯାଏ। ଭୀଷଣ ଜ୍ୱର ହୁଏ। ମୁଣ୍ଡ ବିନ୍ଧେ। ସାଧାରଣ ଔଷଧ କାମ କରେ ନାହିଁ।

ଏହାର ଚିକିତ୍ସା କେମିତି କରାଯାଏ?

ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ବା ଔଷଧ ନାହିଁ। ଏଥିରେ ଆକ୍ରାନ୍ତ ରୋଗୀଙ୍କ ଦେହରେ ଦେଖାଯାଉଥିବା ଲକ୍ଷଣଗୁଡ଼ିକୁ ଦେଖି ଔଷଧ ଦିଆଯାଏ।

କ’ଣ କଲେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ ବ୍ୟାପିବ ନାହିଁ?

ସେଥିପାଇଁ ଆମକୁ ମଶାରୀ ବ୍ୟବହାର କରି ଶୋଇବାକୁ ହେବ। ଏହି ରୋଗ ଘୁଷୁରିଙ୍କଠାରୁ ବ୍ୟାପୁ ଥିବାରୁ ପ୍ରଥମେ ସେମାନଙ୍କୁ ଜନବସତିଠାରୁ ଦୂରେଇ ରଖିବାକୁ ହେବ। ଜନବସତିଠାରୁ ୩ କିଲୋମିଟର ଦୂରରେ ଘୁଷୁରିଙ୍କୁ ରଖାଯିବା ଆବଶ୍ୟକ।

ଏହା ପାଇଁ କ’ଣ ପ୍ରତିଷେଧକ ଟୀକା ଅଛି?

ହଁ, ଏଥିପାଇଁ ପ୍ରତିଷେଧକ ଟୀକା ଅଛି। ଏହା ଶିଶୁମାନଙ୍କୁ ଦିଆଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story