ମହଙ୍ଗା ପଡ଼ିଲା ସୋସିଆଲ ମିଡିଆ ପ୍ରେମ: ବୟଫ୍ରେଣ୍ଡକୁ ସାମ୍ନାରେ ଦେଖି ଗାର୍ଲଫ୍ରେଣ୍ଡ ବେହୋସ୍‌  

ଆଜିର ଦିନରେ ସୋସିଆଲ ମିଡିଆର କ୍ରେଜ୍‌ କାହିଁରେ କେତେ। ପିଲାଠାରୁ ବୟସ୍କ ପ୍ରାୟ ସମସ୍ତେ କୌଣସି ନା କୌଣସି ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି। ଏହା ଆମକୁ ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ଯୋଡ଼ିବାକୁ ଓ ନୂଆ ସାଙ୍ଗ ସୃଷ୍ଟି କରିବାରେ ସାହାଯ୍ୟ କରୁଛି। ବେଳେବେଳେ ଏହାର ଦୁରୁପଯୋଗ ମଧ୍ୟ ଦେଖିବାକୁ ମିଳିଥାଏ। ଯେମିତି ଅନ୍ୟର ଫଟୋ ପୋଷ୍ଟ କରି ନିଜର କହିବା ଓ ଝିଅଙ୍କୁ ଇମ୍ପ୍ରେସ୍‌ କରିବା। ଏମିତି ଏକ ଘଟଣା ଘଟିଛି ଜଣେ […]

girl

girl

Rakesh Mallick
  • Published: Thursday, 15 June 2017
  • Updated: 15 June 2017, 08:21 PM IST

Sports

Latest News

ଆଜିର ଦିନରେ ସୋସିଆଲ ମିଡିଆର କ୍ରେଜ୍‌ କାହିଁରେ କେତେ। ପିଲାଠାରୁ ବୟସ୍କ ପ୍ରାୟ ସମସ୍ତେ କୌଣସି ନା କୌଣସି ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି। ଏହା ଆମକୁ ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ଯୋଡ଼ିବାକୁ ଓ ନୂଆ ସାଙ୍ଗ ସୃଷ୍ଟି କରିବାରେ ସାହାଯ୍ୟ କରୁଛି। ବେଳେବେଳେ ଏହାର ଦୁରୁପଯୋଗ ମଧ୍ୟ ଦେଖିବାକୁ ମିଳିଥାଏ। ଯେମିତି ଅନ୍ୟର ଫଟୋ ପୋଷ୍ଟ କରି ନିଜର କହିବା ଓ ଝିଅଙ୍କୁ ଇମ୍ପ୍ରେସ୍‌ କରିବା। ଏମିତି ଏକ ଘଟଣା ଘଟିଛି ଜଣେ ଝିଅ ସହ। ଦୀର୍ଘଦିନର ସୋସିଆଲ ମିଡିଆ ବୟଫ୍ରେଣ୍ଡକୁ ଦେଖିବା ପରେ ଝିଅଟି ଯେଉଁ ପଦକ୍ଷେପ ନେଲେ ଜାଣିଲେ ଆପଣ ଚମକି ପଡ଼ିବେ।

g1ଫିଲିପାଇନ୍ସର ଏହି ଝିଅଟି ସୋସିଆଲ ମିଡିଆରେ ଜଣେ ପୁଅର ସମ୍ପର୍କରେ ଥିଲେ। ଫଟୋ ଦିଆନିଆ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୀର୍ଘଦିନ ସୋସିଆଲ ମିଡିଆ ପ୍ରେମ ପରେ ଉଭୟ ଭେଟିବାକୁ ନିଷ୍ପତ୍ତି ନେଇଥିଲେ। ପରିବାର ଲୋକଙ୍କ ବାରଣ ସତ୍ତ୍ୱେ ଝିଅଟି ପୁଅକୁ ଦେଖା କରିବାକୁ ଆସିଥିଲା। ଯେତେବେଳେ ସେ ପୁଅକୁ ଭେଟିଥିଲା ପୂରା ତାଜୁବ ହୋଇ ଯାଇଥିଲା। କାରଣ ପୁଅଟି ତା’ଠାରୁ ୧୦ ବର୍ଷ ବଡ଼ ଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁଅଟି ଝିଅକୁ ନିଜ ଫଟୋ ନ ଦେଇ ଜଣେ ହ୍ୟାଣ୍ଡସମ୍‌ ଯୁବକର ଫଟୋ ଦେଖାଇ ଝିଅକୁ ଠକିଥିଲା। ସତ ଜାଣିବା ପରେ ଝିଅଟି ଏକାଥରେ ଗୁଡାଏ ନିଦ ବଟିକା ଖାଇଦେବା ସହ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲା। ହେଲେ ଏଥିରେ ସେ ବିଫଳ ହୋଇଥିଲା। କାରଣ ଠିକ୍‌ ସମୟରେ ପୋଲିସ ପହଞ୍ଚି ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story