ଦରକାର ନାହିଁ ମୋର ଗୁଲଗାଲିଆ ଚେହେରା:10 ଦିନରେ ଗାୟବ ହୋଇଯିବ ଡବଲ ଚିନ୍

ଆଜିର ସମୟରେ ସମସ୍ତେ ପତଳା ଓ ସୁନ୍ଦର ଦେଖାଯିବାକୁ ଚାହାନ୍ତି। ନିୟମିତ ଏକ୍ସରସାଇଜ୍ କରି କିଛି ଲୋକ ପତଳା ମଧ୍ୟ ହୋଇଯାଆନ୍ତି। କିନ୍ତୁ ତ୍ୱଚାର ମୋଟାପଣ ବା ଡବଲ ଚିନ ଲୋକମାନଙ୍କୁ ବେଶି ଚିନ୍ତାରେ ପକାଇଥାଏ। କିଛିଲୋକ ସୈାନ୍ଦର୍ଯ୍ୟ ବୃଦ୍ଧି ପାଇଁ ନିଜର ତ୍ୱଚାର ମୋଟାପଣକୁ ଦୂର କରିବାକୁ ଚାହାଁନ୍ତି। ଯଦି ଆପଣ ବି ନିଜର ତ୍ୱଚାକୁ ପତଳା ଓ ସୁନ୍ଦର ଦେଖିବାକୁ ଚାହୁଁଛନ୍ତି ତେବେ କରନ୍ତୁ ଏସବୁ ଯୋଗାସନ। ଡବଲ ଚିନ୍‌ର ସମସ୍ୟାରୁ ମୁକ୍ତି ପାଇବା […]

anushka1

anushka1

Rakesh Mallick
  • Published: Tuesday, 06 June 2017
  • Updated: 06 June 2017, 06:18 PM IST

Sports

Latest News

ଆଜିର ସମୟରେ ସମସ୍ତେ ପତଳା ଓ ସୁନ୍ଦର ଦେଖାଯିବାକୁ ଚାହାନ୍ତି। ନିୟମିତ ଏକ୍ସରସାଇଜ୍ କରି କିଛି ଲୋକ ପତଳା ମଧ୍ୟ ହୋଇଯାଆନ୍ତି। କିନ୍ତୁ ତ୍ୱଚାର ମୋଟାପଣ ବା ଡବଲ ଚିନ ଲୋକମାନଙ୍କୁ ବେଶି ଚିନ୍ତାରେ ପକାଇଥାଏ। କିଛିଲୋକ ସୈାନ୍ଦର୍ଯ୍ୟ ବୃଦ୍ଧି ପାଇଁ ନିଜର ତ୍ୱଚାର ମୋଟାପଣକୁ ଦୂର କରିବାକୁ ଚାହାଁନ୍ତି। ଯଦି ଆପଣ ବି ନିଜର ତ୍ୱଚାକୁ ପତଳା ଓ ସୁନ୍ଦର ଦେଖିବାକୁ ଚାହୁଁଛନ୍ତି ତେବେ କରନ୍ତୁ ଏସବୁ ଯୋଗାସନ।

ଡବଲ ଚିନ୍‌ର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ୩ଟି କ୍ରିୟା ନିୟମିତ ଭାବରେ କରିବାକୁ ହେବ। ଏହି ୩ଟି ଆସନକୁ ଆପଣ ଠିଆ ହୋଇ, ବସି କିମ୍ବା ଚୌକିରେ ବସି କେଉଁଠି ବି କରିପାରିବେ।

1- ପ୍ରଥମେ ଅଣ୍ଟାକୁ ସିଧା କରନ୍ତୁ ଏବଂ ନିଜ ଓଠକୁ ଆଗକୁ ଟାଣନ୍ତୁ ଓ ପୁଣି ପଛକୁ ଛାଡନ୍ତୁ। ଏପରି 10 ଥର କରନ୍ତୁ।

2-ଦ୍ୱିତୀୟ ପର୍ଯ୍ୟାୟରେ ବେକକୁ ଉପରକୁ କରନ୍ତୁ । ବେକକୁ ଯେତେ ଷ୍ଟ୍ରେଚ୍ କରିପାରିବେ କରନ୍ତୁ ଏବଂ ପୂର୍ବ ପରି ଓଠକୁ ପାଉଟ କରି ଆଗକୁ ଟାଣନ୍ତୁ। ବେକକୁ ଯେତେ ଷ୍ଟ୍ରେଚ୍ କରିବେ ସେତେ ଭଲ ପ୍ରଭାବ ପକାଇବ। ଏହାକୁ ମଧ୍ୟ 10 ଥର କରନ୍ତୁ।

3- 10 ଥର କରିବା ପରେ ବେକକୁ ବାମ ପାର୍ଶ୍ୱ କରି ଏହି କ୍ରିୟାଟିକୁ କରନ୍ତୁ ଓ ପୁଣି ଥରେ ବେକକୁ ଡାହାଣ ପାର୍ଶ୍ୱ କରି ଏପରି କରନ୍ତୁ।

ଏହି ଦୁଇଟି କ୍ରିୟାକୁ ନିୟମିତ ଭାବରେ ଦୁଇରୁ ତିନିଥର କଲେ, ସପ୍ତାହଟିଏ ମଧ୍ୟରେ ଆପଣଙ୍କ ଚେହେରାର ଚର୍ବି କମ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story