Advertisment

‘ଭାଗ୍ୟ’ର ଅନ୍ୟନାମ ନୈରାଶ୍ୟ

‘ଭାଗ୍ୟ’ର ଅନ୍ୟନାମ ନୈରାଶ୍ୟ। ଜୀବନରେ କେବେ ବି ଭାଗ୍ୟବାଦୀ ହୁଅ ନାହିଁ। ଆପଣ ଯେବେ କର୍ମ ନକରି ‘ଭାଗ୍ୟ’ ଉପରେ ଭରସା କରିବେ ସେ ଆପଣଙ୍କୁ ଧୋକା ଦେବ ହିଁ ଦେବ। କିନ୍ତୁ ‘କର୍ମ ’ଉପରେ ଧ୍ୟାନ ଦେଲେ ସେ ଆପଣଙ୍କୁ କାହିଁ କେତେଗୁଣା ଉପରକୁ ଉଠାଇନେବ।

author-image
Manoranjan Sial
ଅଦ୍ୟତନ ହୋଇଛି
‘ଭାଗ୍ୟ’ର ଅନ୍ୟନାମ ନୈରାଶ୍ୟ

jibana