Advertisment

ଯେତେଥର ପଡ଼ିଗଲେ ବି ସାହସର ସହ ପୁଣି ଠିଆ ହେବା ହିଁ ପ୍ରକୃତ ବିଜୟ

ବିଲ୍‌କୁଲ୍‌ ପରାଜୟ ବା ପତନ ବା ବିଫଳତାର ସାମନା ନ କରିବା ଆଦୌ ବାହାଦୂରୀ ନୁହେଁ। ଯେତେଥର ପଡ଼ିଗଲେ ବି ସାହସର ସହ ପୁଣି ଠିଆ ହେବା ହିଁ ପ୍ରକୃତ ବିଜୟ ବା ବାହାଦୂରୀ। ତେଣୁ ପ୍ରକୃତ ଜୀବନ ସେ ଜିତେ ଯିଏ ବାରମ୍ବାର ବିଫଳତା ପରେ ବି ବୁଦ୍ଧି ବଳରେ ପୁଣି ସଂଘର୍ଷ କରି ଉପରକୁ ଉଠେ।

author-image
Manoranjan Sial
ଅଦ୍ୟତନ ହୋଇଛି
ଯେତେଥର ପଡ଼ିଗଲେ ବି ସାହସର ସହ ପୁଣି ଠିଆ ହେବା ହିଁ ପ୍ରକୃତ ବିଜୟ

jibana

ବିଲ୍‌କୁଲ୍‌ ପରାଜୟ ବା ପତନ ବା ବିଫଳତାର ସାମନା ନ କରିବା ଆଦୌ ବାହାଦୂରୀ ନୁହେଁ। ଯେତେଥର ପଡ଼ିଗଲେ ବି ସାହସର ସହ ପୁଣି ଠିଆ ହେବା ହିଁ ପ୍ରକୃତ ବିଜୟ ବା ବାହାଦୂରୀ।

ତେଣୁ ପ୍ରକୃତ ଜୀବନ ସେ ଜିତେ ଯିଏ ବାରମ୍ବାର ବିଫଳତା ପରେ

ବି ବୁଦ୍ଧି ବଳରେ ପୁଣି ସଂଘର୍ଷ କରି ଉପରକୁ ଉଠେ।

Advertisment