ପ୍ରତିଦିନ ମଇଁଷି ଖାଉଛି ୫୦୦୦ ଟଙ୍କାର ଖାଦ୍ୟ

ମଇଁଷିର ଓଜନ ପ୍ରାୟ ୧୫ରୁ ୧୬ କ୍ୱିଣ୍ଟାଲ୍‌ ହେବ। ସେ ପ୍ରତିଦିନ ଖାଉଛି ୫୦୦୦ ଟଙ୍କାର ଖାଦ୍ୟ। 

Manoj Swain
  • Published: Friday, 16 February 2024
  • Updated: 16 February 2024, 11:55 AM IST

Sports

Latest News

ରାଜଧାନୀ ଭୁବନେଶ୍ୱରରେ ‘ଯୁବରାଜ’। ତେବେ ଏଠି ମନରେ ପ୍ରଶ୍ନ ଉଠୁଥିବ ‘ଯୁବରାଜ’ କିଏ? ‘ଯୁବରାଜ’ ହେଉଛନ୍ତି ପୁରୁଷ ମଇଁଷି। ତାଙ୍କ ଘର ହରିଆଣାରେ। ଭୁବନେଶ୍ୱରରେ ଆୟୋଜିତ ମତ୍ସ୍ୟପ୍ରାଣୀ ସମାବେଶରେ ଅତିଥି ଭାବେ ଯୋଗଦେଇଛି। ସବୁଠାରୁ ମଜାଦାର କଥା ହେଉଛି, ‘ଯୁବରାଜ’ ଡେଲି ପିଉଛନ୍ତି ୧୨ରୁ ୧୩ ଲିଟର କ୍ଷୀର।  ଏହାର ଓଜନ ପ୍ରାୟ ୧୫ରୁ ୧୬ କ୍ୱିଣ୍ଟାଲ୍‌ ହେବ। ସେ ପ୍ରତିଦିନ ଖାଉଛି ୫୦୦୦ ଟଙ୍କାର ଖାଦ୍ୟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos