ନାରୀରୁ ନାରାୟଣୀ ପାଲଟିଗଲେ ସରସ୍ବତୀ

ପୁଲିସ ତାଙ୍କୁ ବଳ ପ୍ରୟୋଗ କରି ଅଟକାଇବାକୁ ଚେଷ୍ଟା କରିଥିଲେ। ଯାହାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା।

Manoj Swain
  • Published: Tuesday, 10 October 2023
  • Updated: 10 October 2023, 11:54 AM IST

Sports

Latest News

ସହିବାର ସୀମା ଟପିଲା ପରେ ଛାତିରେ ଚାପି ରଖିଥିବା ଦୀର୍ଘବର୍ଷର କ୍ଷୋଭ ପ୍ରକାଶ କଲେ ଜଣେ ବୟସ୍କ ମହିଳା। ସୋମବାର ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳର ସରସ୍ବତୀ ସାହୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ, ସେତେବେଳେ ପୁଲିସ ତାଙ୍କୁ ବଳ ପ୍ରୟୋଗ କରି ଅଟକାଇବାକୁ ଚେଷ୍ଟା କରିଥିଲେ। ଯାହାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos