ପେଟର ଲୋଭ, ମୁଣ୍ଡରେ ଚିନ୍ତା; ଆଶଙ୍କାରେ ଭବିଷ୍ୟତ

  • Published: Friday, 26 January 2024
  • , Updated: 26 January 2024, 06:43 PM IST

ପୁରୀ ସାକ୍ଷୀଗୋପାଳ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପ୍ରନିସିପାଲଙ୍କ ଭାଇରାଲ ହ୍ବାଟସପ୍ ମେସଜକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ପିଲାଙ୍କୁ ଅଫର କରାଯାଉଛି ସଭାକୁ ଆସିଲେ ମିଳିବ ଦେଢ଼ଶହ ଟଙ୍କିଆ ଟିଫିନ ଏବଂ 350 ଟଙ୍କିଆ ବିରିୟାନି। ଖାଲି ଏତିକି ନୁହେଁ ଇଣ୍ଟରନାଲ ଓ ପ୍ରାକ୍ଟିକାଲ ମାର୍କର ମଧ୍ୟ ପରୋକ୍ଷରେ ଭୟ ଦେଖାଯାଉଛି। ତେବେ ମାର୍କ ପାଇଁ ଧମକ କଥାକୁ ଅସ୍ବୀକାର କରିଛନ୍ତି କଲେଜର ରସାୟନ ବିଜ୍ଞାନ ପ୍ରାଧ୍ୟାପକ।

Related story