ଅଦାଲତ ଅବମାନନାକୁ ବି ଫୁ !

  • Published: Wednesday, 31 January 2024
  • , Updated: 31 January 2024, 07:16 PM IST

ହଠାତ୍‌ ଭୁବନେଶ୍ବରରେ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଅଫିସରୁ ଏସି, କମ୍ପ୍ୟୁଟର ଓ ଟେବୁଲ ଭଳି ଆସବାବପତ୍ର ବାହାରକୁ କାଢ଼ି ନିଆଗଲା। କୋର୍ଟ ନିର୍ଦ୍ଦେଶରେ ଏହାକୁ ଜବତ କରାଗଲା। ରାସ୍ତା ତିଆରି କରିଥିବା ଠିକାଦାର କମ୍ପାନୀ ଏଲ ଆଣ୍ଡ୍ ଟିକୁ ତାର 20 କୋଟି ଟଙ୍କା ପ୍ରାପ୍ୟ ଦେଇନଥିଲେ ରାଜ୍ୟ ସରକାର। ପୂର୍ତ୍ତ ବିଭାଗର ଅଧିକାରୀମାନେ ବାରମ୍ବାର ବିଭିନ୍ନ କୋର୍ଟରେ ହାରି ମଧ୍ୟ କେସକୁ 19 ବର୍ଷ ଧରି ଚାଲୁ ରଖିଲେ। ଅଦାଲତ ଅବମାନନା ନୋଟିସକୁ ବି ଖାତିର କରିନଥିଲେ । ଦେଖନ୍ତୁ ପୂରା ରିପୋର୍ଟ। 

Related story