ଅମିତ ଶାହଙ୍କ ଉତ୍ତରପୂର୍ବ ରାଜ୍ୟ ଗସ୍ତ ଆଜିଠୁ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁରୁବାର ଠାରୁ ଉତ୍ତରପୂର୍ବର ଆଠଟି ରାଜ୍ୟ ଗସ୍ତ ଆରମ୍ଭ କରିବେ। ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଏହି ଅଞ୍ଚଳକୁ ତାଙ୍କର ଏହା ପ୍ରଥମ ଗସ୍ତ। ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଦଳୀୟ ସଂଗଠନକୁ ମଜଭୁତ କରିବା ହେଉଛି ତାଙ୍କ ଯାତ୍ରାର ମୂଳଲକ୍ଷ୍ୟ। ଗୁରୁବାର ଠାରୁ ଏପ୍ରିଲ ୨୮ ତାରିଖ ମଧ୍ୟରେ ତିନୋଟି ପର୍ଯ୍ୟାୟରେ ସେ ଉତ୍ତରପୂର୍ବର ୮ଟି ରାଜ୍ୟକୁ ଯିବେ। ସେହି ସବୁ ରାଜ୍ୟଗୁଡ଼ିକରେ ଦଳୀୟ ନେତାଙ୍କ ସହିତ ବୈଠକ […]

Amit Shah

Amit Shah

Rakesh Mallick
  • Published: Thursday, 16 April 2015
  • Updated: 16 April 2015, 06:41 AM IST

Sports

Latest News

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁରୁବାର ଠାରୁ ଉତ୍ତରପୂର୍ବର ଆଠଟି ରାଜ୍ୟ ଗସ୍ତ ଆରମ୍ଭ କରିବେ। ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଏହି ଅଞ୍ଚଳକୁ ତାଙ୍କର ଏହା ପ୍ରଥମ ଗସ୍ତ। ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଦଳୀୟ ସଂଗଠନକୁ ମଜଭୁତ କରିବା ହେଉଛି ତାଙ୍କ ଯାତ୍ରାର ମୂଳଲକ୍ଷ୍ୟ। ଗୁରୁବାର ଠାରୁ ଏପ୍ରିଲ ୨୮ ତାରିଖ ମଧ୍ୟରେ ତିନୋଟି ପର୍ଯ୍ୟାୟରେ ସେ ଉତ୍ତରପୂର୍ବର ୮ଟି ରାଜ୍ୟକୁ ଯିବେ। ସେହି ସବୁ ରାଜ୍ୟଗୁଡ଼ିକରେ ଦଳୀୟ ନେତାଙ୍କ ସହିତ ବୈଠକ କରିବେ ଓ ବିଭିନ୍ନ ସ୍ଥାନରେ ସାଧାରଣସଭାଗୁଡ଼ିକୁ ସମ୍ବୋଧିତ କରିବେ ବୋଲି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧୀନ୍ଦ୍ର ଦାସଗୁପ୍ତା କହିଛନ୍ତି।

ମିଜୋରାମର ରାଜଧାନୀ ଆଇଜଲରୁ ଏହି ଯାତ୍ରା ଆରମ୍ଭ କରିବେ ଅମିତ ଶାହ। ଆସନ୍ତାକାଲି (ଶୁକ୍ରବାର) ସେ ନାଗାଲାଣ୍ଡ ଯିବେ ଓ ୧୮ ତାରିଖରେ ମଣିପୁର ଯିବେ। ଏପ୍ରିଲ ୧୯ ତାରିଖରେ ସେ ଇମ୍ଫାଲରୁ ସିଧା ନୂଆଦିଲ୍ଲୀ ଫେରିଯିବି। ତା’ପରେ ଏପ୍ରିଲ ୨୧ ତାରିଖରେ ସେ ସିକିମ୍ ଗସ୍ତରେ ଯିବେ। ତା’ପର ଦିନ ମେଘାଳୟ ଓ ଏପ୍ରିଲ ୨୩ରେ ଅରୁଣଚଳ ପ୍ରଦେଶରେ ପହଞ୍ଚିବେ ଶାହ। ଏପ୍ରିଲ୍ ୨୪ ତାରିଖରେ ସେ ଆସାମର ରାଜଧାନୀ ଗୌହାଟୀରେ ପହଞ୍ଚିବେ। ସେଠାରୁ ସେ ରାଜସ୍ଥାନ ପଳାଇବେ। ଏପ୍ରିଲ ୨୬ ତାରିଖରେ ସେ ପୁଣି ଗୌହାଟୀ ପହଞ୍ଚିବେ ଓ ତହିଁ ପରଦିନ ତ୍ରିପୁରା ଯିବେ। ତ୍ରିପୁରାରେ କାର୍ଯ୍ୟକ୍ରମ ସାରି ସେ ଏପ୍ରିଲ ୨୮ରେ ନୂଆଦିଲ୍ଲୀ ଫେରିଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story