ଆଜି କିଷାନ ମହାରାଲି: କୃଷକଙ୍କୁ ସମ୍ବୋଧିତ କରିବେ ରାହୁଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃିତ୍ୱାଧୀନ ଏନଡିଏ ସରକାରର ଜମି ଅଧିଗ୍ରହଣ ବିଲକୁ ବିରୋଧ କରି ରବିବାର ଏଠାକାର ରାମଲୀଳା ମଇଦାନରେ କିଷାନ କ୍ଷେତ ମଜଦୁର ଆୟୋଜନ କରିଛି ଏକ ମହାରାଲି। କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଛି ଏହି ରାଲି। ୫୬ ଦିନର ଅଜ୍ଞାତବାସରୁ ଫେରିବା ପରେ ଏହା ହେବ ରାହୁଲଙ୍କ ପ୍ରଥମ ସାଧାରଣ ସଭା। ସେ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ରାଲିକୁ ସମ୍ବୋଧିତ କରିବେ। ଅନ୍ୟପକ୍ଷରେ ଲୋକସଭା […]

congress rally

congress rally

Rakesh Mallick
  • Published: Sunday, 19 April 2015
  • Updated: 19 April 2015, 05:12 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃିତ୍ୱାଧୀନ ଏନଡିଏ ସରକାରର ଜମି ଅଧିଗ୍ରହଣ ବିଲକୁ ବିରୋଧ କରି ରବିବାର ଏଠାକାର ରାମଲୀଳା ମଇଦାନରେ କିଷାନ କ୍ଷେତ ମଜଦୁର ଆୟୋଜନ କରିଛି ଏକ ମହାରାଲି। କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଛି ଏହି ରାଲି। ୫୬ ଦିନର ଅଜ୍ଞାତବାସରୁ ଫେରିବା ପରେ ଏହା ହେବ ରାହୁଲଙ୍କ ପ୍ରଥମ ସାଧାରଣ ସଭା। ସେ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ରାଲିକୁ ସମ୍ବୋଧିତ କରିବେ। ଅନ୍ୟପକ୍ଷରେ ଲୋକସଭା ନିର୍ବାଚନ ଓ ପରବର୍ତ୍ତୀ ବିଧାନସଭା ନିର୍ବାଚନଗୁଡ଼ିକରେ ଶୋଚନୀୟ ଭାବେ ପରାଜିତ ହୋଇଥିବା କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଏହି ରାଲି ଆୟୋଜନ କରିଛି ବୋଲି କୁହାଯାଉଛି।

ଏହି ରାଲି ପୂର୍ବରୁ ଗତକାଲି କୃଷକମାନଙ୍କର ଏକ ପ୍ରତିନିଧି ଦଳ ସହିତ ରାହୁଲ ଆଲୋଚନା କରିଥିଲେ। ସେମାନଙ୍କ ସମସ୍ୟା ଶୁଣିଥିଲେ ଓ ଜମି ଅଧିଗ୍ରହଣ ବିଲ୍ ସଂପର୍କରେ ଆଲୋଚନା କରିଥିଲେ। ଏବଂ ରାଲି ନେଇ ସେମାନଙ୍କର ପରାମର୍ଶ ନେଇଥିଲେ। ଏହି ବୈଠକରେ ଉତ୍ତର ପ୍ରଦେଶ, ହରିଆଣା, ରାଜସ୍ଥାନ, ପଞ୍ଜାବ ଓ ମଧ୍ୟପ୍ରଦେଶର କୃଷକମାନଙ୍କର ଏକ ପ୍ରତିନିଧି ଦଳ ଉପସ୍ଥିତ ଥିଲ ।

ଏହି ରାଲି ପାଇଁ କଂଗ୍ରେସ ସାରା ଦେଶରୁ କୃଷକଙ୍କୁ ଠୁଳ କରିଛି । ସକାଳୁ ଏହି କୃଷକ ଓ ଦଳୀୟ କର୍ମୀମାନେ ରାମଲୀଳା ମଇଦାନକୁ ଶୋଭାଯାତ୍ରା କରି ଯାଉଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଭାଜପା ଏହାକୁ ସମାଲୋଚନା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story