ଆମେ ମୁକେଶ ଅମ୍ବାନୀଙ୍କ ପାଇଁ ଜମି ମାଗୁ ନାହୁଁ: ମୋଦି

ନୂଆଦିଲ୍ଲୀ: ଗୋଟିଏ ପଟେ ରବିବାର ଏଠାକାର ରାମଲୀଳା ମଇଦାନରେ ଜମି ଅଧିଗ୍ରହଣ ବିଲକୁ ବିରୋଧ କରି କଂଗ୍ରେସ କିଷାନ କ୍ଷେତ ମଜଦୂର ମହାରାଲି ଆୟୋଜନ କରିଥିବା ବେଳେ ଅନ୍ୟପଟେ ଦଳୀୟ ସାଂସଦକଙ୍କୁ ଲୋକଙ୍କ ପାଖରେ ପହଞ୍ଚିବାର ପାଠ ପଢ଼ାଇବା ପାଇଁ ଏକ କର୍ମଶାଳାର ଆୟୋଜନ କରିଛନ୍ତି । ଗରିବଙ୍କ ସହିତ ଜଡ଼ିତ ଯୋଜନାଗୁଡ଼ିକୁ କିପରି ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ ତା’ର ପାଠ ପଢ଼ାଇଛନ୍ତି ମୋଦି । ଏହି ପାଠ ପଢ଼ାଇବା ବେଳେ ସେ ଜମି ଅଧିଗ୍ରହଣ […]

modi

modi

Rakesh Mallick
  • Published: Sunday, 19 April 2015
  • Updated: 19 April 2015, 06:32 AM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ପଟେ ରବିବାର ଏଠାକାର ରାମଲୀଳା ମଇଦାନରେ ଜମି ଅଧିଗ୍ରହଣ ବିଲକୁ ବିରୋଧ କରି କଂଗ୍ରେସ କିଷାନ କ୍ଷେତ ମଜଦୂର ମହାରାଲି ଆୟୋଜନ କରିଥିବା ବେଳେ ଅନ୍ୟପଟେ ଦଳୀୟ ସାଂସଦକଙ୍କୁ ଲୋକଙ୍କ ପାଖରେ ପହଞ୍ଚିବାର ପାଠ ପଢ଼ାଇବା ପାଇଁ ଏକ କର୍ମଶାଳାର ଆୟୋଜନ କରିଛନ୍ତି । ଗରିବଙ୍କ ସହିତ ଜଡ଼ିତ ଯୋଜନାଗୁଡ଼ିକୁ କିପରି ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ ତା’ର ପାଠ ପଢ଼ାଇଛନ୍ତି ମୋଦି । ଏହି ପାଠ ପଢ଼ାଇବା ବେଳେ ସେ ଜମି ଅଧିଗ୍ରହଣ ବିଲ୍ କଥା ଉଠାଇଥିଲେ ଓ କହିଥିଲେ ଯେ କୃଷକଙ୍କ ଫାଇଦା ପାଇଁ ଏହି ବିଲ ଅଣାଯାଇଛି । ମୁକେଶ ଅମ୍ବାନୀଙ୍କ ପାଇଁ ଜମି ସଂଗ୍ରହ କରିବା ପାଇଁ ଏହି ବିଲ ଅଣାଯାଇନାହିଁ । ସଂସଦର ବାଲଯୋଗୀ ଅଡିଟୋରିୟମରେ ଚାଲିଥିବା ଏହି କର୍ମଶାଳାରେ ଖବର ମିଳିବା ସୁଦ୍ଧା ମୋଦି କହିଛନ୍ତି:
- ଆମେ କ୍ଷମତା ଉପଭୋଗ କରିବାକୁ ଆସି ନାହାନ୍ତି ।
- ଗାଁଗୁଡ଼ିକର କିଣିବା କ୍ଷମତା ବଢ଼ାଇବାକୁ ହେବ ।
- ମନରେଗାରେ ହେଉଥିବା ଦୁର୍ନୀତିକୁ ଲୋକଲୋଚନକୁ ଆଣନ୍ତୁ ସାଂସଦମାନେ ।
- ସବୁ ଗରିବ ଚାହାଁନ୍ତି ତାଙ୍କ ପିଲାଏ ସ୍କୁଲ ଯାଆନ୍ତୁ ।
- ଗରିବଙ୍କୁ କେମିତି ଶକ୍ତି ମିଳିବ ସେଥିପାଇଁ ଆମକୁ ଉଦ୍ୟମ କରିବାକୁ ପଡ଼ିବ ।
- ବ୍ୟାଙ୍କଗୁଡ଼ିକ ଭଲ କାମ କରିଛନ୍ତି । ସେମାନଙ୍କୁ ସଲାମ ।
- ଝିଅମାନେ ଅଶିକ୍ଷିତ ହେଲେ ଦେଶର ବିକାଶ ହେବ ନାହିଁ । ତେଣୁ ‘ବେଟି ବଚାଓ, ବେଟି ପଢ଼ାଓ’ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।
- ୪ ଲକ୍ଷ ଲୋକ ସବସିଡି ଛାଡ଼ିଛନ୍ତି ।
- ସଂଖ୍ୟାଲଘୁ ସଂପ୍ରଦାୟ ସହିତ ଆଦିବାସୀ ଝିଅମାନେ ଅଧିକ ଅଶିକ୍ଷିତ । ସେମାନଙ୍କର ବିକାଶ ନ ହେଲେ ଦେଶର ବି ବିକାଶ ହେବ ନାହିଁ ।
- ମୁଁ ଶୌଚାଳୟ ନିର୍ମାଣ କରି ଲୋକଙ୍କ ହୃଦୟ ଜିତିବି ।
- ଏ ଦେଶର ଗରିବୀ ଅବସ୍ଥା ପାଇଁ ପୂର୍ବ ସରକାର ଦାୟୀ ।
- ଆମେ ଚାହୁଁଛୁ ଏ ଦେଶର ପ୍ରତ୍ୟେକ ଗରିବ ଲୋକର ମୁଣ୍ଡ ଉପରେ ଛାତ ରହୁ ।
- ଆମକୁ କ୍ଷମତାର ଲୋଭ ନାହିଁ । ଗରିବଙ୍କ ମଙ୍ଗଳ ପାଇଁ ଆମେ କାମ କରିବାକୁ ଆସିଛେ । ଲୋକଙ୍କର ଆସ୍ଥାଭାଜନ ହୋଇ ରହିବାକୁ ଚେଷ୍ଟା କରନ୍ତୁ ।
- କଂଗ୍ରେସ କେବଳ ଧନୀ ଲୋକଙ୍କ ପାଇଁ ରେଳ ସେବାରେ ପରିବର୍ତ୍ତନ କରିଥିଲା ।
- ଯୁଦ୍ଧଗ୍ରସ୍ତ ୟେମେନରୁ ଭାରତୀୟଙ୍କୁ ବାହାର କରିବା ସହଜ କାମ ନଥିଲା । ଏହି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରାଳୟର କାର୍ଯ୍ୟ ପ୍ରଶଂସାଯୋଗ୍ୟ । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ରାଷ୍ଟ୍ରମନ୍ତ୍ରୀ ଭି.କେ ସିଂହ କାର୍ଯ୍ୟ ପ୍ରଶଂସାଯୋଗ୍ୟ । ରାତି ଗୋଟାଏରେ ବି ସୁଷମା ଟ୍ୱିଟ୍ କରି ଏ ପ୍ରସଙ୍ଗରେ ଜବାବ ରଖୁଥିଲେ ।
- ସାରା ବିଶ୍ୱର ଭାରତ ପ୍ରତି ବିଶ୍ୱାସ ବଢ଼ିଛି । ଭାରତ ଏକ ଦ୍ରୁତ ଆଥିର୍କ ବିକାଶ ଅଭିମୂଖେ ଯାଉଛି ବୋଲି ସମସ୍ତେ ଗ୍ରହଣ କରିଛନ୍ତି ।
- ମୁଁ ଗତକାଲି ଶେଷ କରି ଆସିଥିବା ବିଦେଶ ଗସ୍ତ ସଫଳ ହୋଇଛି । ମେକ୍ ଇଣ୍ଡିଆ ପାଇଁ ଅର୍ଥ ଠୁଳ କରିବା ଥିଲା ଏହାର ଉଦ୍ୟେଶ । ମେକ୍ ଇଣ୍ଡିଆ ପାଇଁ ଜର୍ମାନୀ ଗସ୍ତ ବହୁତ ବଢ଼ିଆ ରହିଥିଲା । ମେକ୍ ଇଣ୍ଡିଆ ପାଇଁ ଜର୍ମାନୀ ଏକ ଭଲ ପ୍ଲାଟଫର୍ମ । ଫ୍ରାନ୍ସ ପରମାଣୁ ରିଆକ୍ଟର ନେଇ ବୈଷୟିକ ଜ୍ଞାନକୌଶଳ ଦେବାକୁ ରାଜି ହୋଇଛି ।
- ସଂସଦକୁ ଚଳାଇବା ପାଇଁ ଗଣମାଧ୍ୟମଗୁଡ଼ିକୁ ଚାପ ପକାଇଥିଲେ । ଏହା ନିଶ୍ଚିତ ଭାବେ ଭଲ ଖବର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story