କିଶାନ ରାଲି: ଆଜି କୃଷକଙ୍କୁ ଭେଟିବେ ରାହୁଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃିତ୍ୱାଧୀନ ଏନଡିଏ ସରକାରର ଜମି ଅଧିଗ୍ରହଣ ବିଲକୁ ବିରୋଧ କରି ରବିବାର କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ ବିରାଟ ରାଲି ଏଠାରେ ଅନୁଷ୍ଠିତ ହେବ। ଆଉ ତା’ପୂର୍ବରୁ ଶନିବାର କୃଷକମାନଙ୍କର ଏକ ପ୍ରତିନିଧି ଦଳ ସହିତ ରାହୁଲ ଆଜି ଆଲୋଚନା କରିବେ ଓ ଆସନ୍ତାକାଲିର ରାଲି ନେଇ ସେମାନଙ୍କର ପରାମର୍ଶ ନେବେ। ଏହି ବୈଠକ ଗତକାଲି ହେବାର ଥିଲା। ତେବେ କୌଣସି କାରଣରୁ ଏହାକୁ ବାତିଲ କରାଯାଇଥିଲା। ଆଜି […]

rahul gandhi

rahul gandhi

Rakesh Mallick
  • Published: Saturday, 18 April 2015
  • Updated: 18 April 2015, 05:21 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃିତ୍ୱାଧୀନ ଏନଡିଏ ସରକାରର ଜମି ଅଧିଗ୍ରହଣ ବିଲକୁ ବିରୋଧ କରି ରବିବାର କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ ବିରାଟ ରାଲି ଏଠାରେ ଅନୁଷ୍ଠିତ ହେବ। ଆଉ ତା’ପୂର୍ବରୁ ଶନିବାର କୃଷକମାନଙ୍କର ଏକ ପ୍ରତିନିଧି ଦଳ ସହିତ ରାହୁଲ ଆଜି ଆଲୋଚନା କରିବେ ଓ ଆସନ୍ତାକାଲିର ରାଲି ନେଇ ସେମାନଙ୍କର ପରାମର୍ଶ ନେବେ। ଏହି ବୈଠକ ଗତକାଲି ହେବାର ଥିଲା। ତେବେ କୌଣସି କାରଣରୁ ଏହାକୁ ବାତିଲ କରାଯାଇଥିଲା।
ଆଜି ସକାଳ ୧୧ଟା ବେଳେ ଉତ୍ତର ପ୍ରଦେଶ, ହରିଆଣା, ରାଜସ୍ଥାନ, ପଞ୍ଜାବ ଓ ମଧ୍ୟପ୍ରଦେଶର କୃଷକମାନଙ୍କର ଏକ ପ୍ରତିନିଧି ଦଳକୁ ସେ ଭେଟିବେ।

କୁହାଯାଉଛି ଯେ ଆସନ୍ତାକାଲିର ରାଲିରେ ରାହୁଲ ଛୁଟି କାଟି ଫେରିଆସିଛନ୍ତି ବୋଲି କଂଗ୍ରେସ ଆନୁଷ୍ଠାନିକ ଭାବେ ଘୋଷଣା କରିବ ଓ ତତସହିତ ଏହି ର୍ୟାଲି ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିବ । ଛୁଟିରୁ ଫେରିବା ପରେ ଏହା ହେବ ରାହୁଲଙ୍କ ପ୍ରଥମ ସାଧାରଣ ସଭା।

ଏହି ରାଲି ପାଇଁ କଂଗ୍ରେସ ସାରା ଦେଶରୁ କୃଷକଙ୍କୁ ଠୁଳ କରିଛି। ଏଥିପାଇଁ ଦଳର ସ୍ଲୋଗାନ ରହିଛି ‘ଚଲୋ ଦିଲ୍ଲୀ ଚଲେ’। ସ୍ୱତନ୍ତ୍ର ଟ୍ରେନର ବି ବ୍ୟବସ୍ଥା କରାଯାଇଛି। ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ଏହି କୃଷକ ରାଲି ବଡ଼ ଗୁରୁତ୍ୱ ବହନ କରୁଛି ବୋଲି କୁହାଯାଉଛି। କାରଣ ରାଜ୍ୟସଭାରେ ଜମି ଅଧିଗ୍ରହଣ ବିଲକୁ ସ୍ରିତ କରାଇ ନଦେବା ପାଇଁ ଅଣ୍ଟା ଭିିଡ଼ିଛି କଂଗ୍ରେସ। ରାଜ୍ୟସଭାରେ ଭାଜପା ନେତୃତ୍ୱାଧୀନ ଏନଡିଏର ସଂଖ୍ୟାଗରିଷ୍ଠତା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story