ଚୀନ୍‌ ସୀମାରେ ନିଖୋଜ ୫ ଯୁବକ ସ୍ୱଦେଶ ଫେରିଲେ

ନୂଆଦିଲ୍ଲୀ: ଚୀନ ସୀମାରେ ନିଖୋଜ ହୋଇଥିବା ୫ ଭାରତୀୟ ସ୍ୱଦେଶ ଫେରିଛନ୍ତି । ଆଜି ସକାଳେ ଚୀନର ପିପୁଲନ୍ସ ଲିବରେସନ ଆର୍ମି ପକ୍ଷରୁ ସେମାନଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁଯାୟୀ,  ସେପ୍ଟେମ୍ବର ପହିଲାରେ ଅରୁଣାଚଳ ପ୍ରଦେଶର ୫ ଜଣ ଯୁବକ  ଶିକାର କରିବାକୁ  ନିକଟସ୍ଥ ଜଙ୍ଗଲକୁ ଯାଇଥିବାବେଳେ ଭୁଲବଶତଃ ଚୀନ ସୀମାକୁ ପଶି ଯାଇଥିଲେ । ଅପହୃତ ଜଣେ ଯୁବକଙ୍କ ସମ୍ପର୍କୀୟଙ୍କ ସୂଚନା ଆଧାରରେ ଏନେଇ ଏକ ସ୍ଥାନୀୟ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇବା […]

india-china-border-

india-china-border-

Niharika Rout
  • Published: Saturday, 12 September 2020
  • Updated: 12 September 2020, 01:22 PM IST

Sports

Latest News

ନୂଆଦିଲ୍ଲୀ: ଚୀନ ସୀମାରେ ନିଖୋଜ ହୋଇଥିବା ୫ ଭାରତୀୟ ସ୍ୱଦେଶ ଫେରିଛନ୍ତି । ଆଜି ସକାଳେ ଚୀନର ପିପୁଲନ୍ସ ଲିବରେସନ ଆର୍ମି ପକ୍ଷରୁ ସେମାନଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ,  ସେପ୍ଟେମ୍ବର ପହିଲାରେ ଅରୁଣାଚଳ ପ୍ରଦେଶର ୫ ଜଣ ଯୁବକ  ଶିକାର କରିବାକୁ  ନିକଟସ୍ଥ ଜଙ୍ଗଲକୁ ଯାଇଥିବାବେଳେ ଭୁଲବଶତଃ ଚୀନ ସୀମାକୁ ପଶି ଯାଇଥିଲେ । ଅପହୃତ ଜଣେ ଯୁବକଙ୍କ ସମ୍ପର୍କୀୟଙ୍କ ସୂଚନା ଆଧାରରେ ଏନେଇ ଏକ ସ୍ଥାନୀୟ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇବା ପରେ ତତ୍ପର ହୋଇଉଠିଥିଲା ଭାରତ ସରକାର। ଏହାପରେ ସେନା ପକ୍ଷରୁ ସେମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ହୋଇଥିଲା ।

୫ ଜଣ ନିଖୋଜ ଭାରତୀୟଙ୍କୁ ଫେରାଇ ଦେବାକୁ ହଟଲାଇନରେ ଯୋଗାଯୋଗ କରାଯାଇଥିଲା । ଏହାପରେ ଚୀନ ସୀମାରେ ୫ଜଣ ଭାରତୀୟ ଥିବା ପିଏଲଏ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story