ଜମ୍ମୁ ଓ କାଶ୍ମୀର: ବିକ୍ଷୋଭ ବେଳେ ଗୁଳିମାଡ଼, ଜଣେ ମୃତ

ନୂଆଦିଲ୍ଲୀ: ମସରତର ଗିରଫଦାରୀ ଓ ତ୍ରାଲରେ ସେନା ଗୁଳିରେ ଦୁଇ ଯୁବକଙ୍କ ମୃତୁ୍ୟ ପ୍ରତିବାଦରେ ଶନିବାର ବିକ୍ଷୋଭ ପ୍ରଦର୍ଶନ ବେଳେ ଜମ୍ମୁ ଓ କାଶ୍ମୀରର ବଡ଼ଗାମ ଜିଲ୍ଲାରେ ସିଆରପିଏଫ ଯବାନଙ୍କ ଗୁଳି ମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି। ମୃତ ଯୁବକଙ୍କ ନାଁ ସୁହୈଲ ଅହମଦ ସୋଫି। ସେ ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ଏହା ସହିତ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ବିକ୍ଷୋଭକାରୀମାନେ ହିଂସାକାଣ୍ଡ ଭିଆଇବା ଯୋଗୁ ମୁତୟନ ହୋଇଥିବା ସୁରକ୍ଷାକର୍ମୀମାନେ ସେମାନଙ୍କୁ […]

crpf

crpf

Rakesh Mallick
  • Published: Saturday, 18 April 2015
  • Updated: 18 April 2015, 07:33 AM IST

Sports

Latest News

ନୂଆଦିଲ୍ଲୀ: ମସରତର ଗିରଫଦାରୀ ଓ ତ୍ରାଲରେ ସେନା ଗୁଳିରେ ଦୁଇ ଯୁବକଙ୍କ ମୃତୁ୍ୟ ପ୍ରତିବାଦରେ ଶନିବାର ବିକ୍ଷୋଭ ପ୍ରଦର୍ଶନ ବେଳେ ଜମ୍ମୁ ଓ କାଶ୍ମୀରର ବଡ଼ଗାମ ଜିଲ୍ଲାରେ ସିଆରପିଏଫ ଯବାନଙ୍କ ଗୁଳି ମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି। ମୃତ ଯୁବକଙ୍କ ନାଁ ସୁହୈଲ ଅହମଦ ସୋଫି। ସେ ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ଏହା ସହିତ ଆଉ ଦୁଇ ଜଣ ଆହତ ହୋଇଛନ୍ତି।

ବିକ୍ଷୋଭକାରୀମାନେ ହିଂସାକାଣ୍ଡ ଭିଆଇବା ଯୋଗୁ ମୁତୟନ ହୋଇଥିବା ସୁରକ୍ଷାକର୍ମୀମାନେ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ। ପୁଲିସ୍ ପକ୍ଷରୁ ବିକ୍ଷୋଭକାରୀମାନଙ୍କୁ ଘଉଡ଼ାଇବା ପାଇଁ ପ୍ରଥମେ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା। କିନ୍ତୁ ବିକ୍ଷୋଭକାରୀମାନେ ଏହାକୁ ଖାତିର କରି ନ ଥିଲେ। ଓଲଟି ପୁଲିସ୍ ଉପରକୁ ଅଧିକ ପଥର ମାଡ଼ ଆରମ୍ଭ କରି ଦେଇଥିଲେ। ସ୍ଥିତି ହାତରୁ ଖସି ଯାଉଥିବା ଦେଖି ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ। ଏଥିରେ ସୋଫିଙ୍କର ମୃତୁ୍ୟ ହୋଇଥିଲା।

ଆଜିର ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଦେଶ ବିରୋଧୀ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ଓ ବନ୍ଦ ବେଳେ ବିକ୍ଷୋଭକାରୀମାନେ କୌଣସି ଅଘଟଣା ଘଟାଇବାକୁ ଚାହିଁଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ,ମସରତଙ୍କ ଗିରଫଦାରୀ ଓ ଚଳିତ ସପ୍ତାହ ପ୍ରାରମ୍ଭରେ ତ୍ରାଲରେ ସେନା ଗୁଳିରେ ଦୁଇ ଯୁବକଙ୍କ ମୃତୁ୍ୟ ଘଟଣାର ପ୍ରତିବାଦରେ ଆଜି ବିଚ୍ଛିନ୍ନତାବାଦୀ ନେତା ତଥା ହୁରିୟତ କନଫରେନ୍ସ ଅଧ୍ୟକ୍ଷ ସୟିକ ଅଲ୍ଲି ଶାହ ଗୀଲାନି ବନ୍ଦ ଡାକରା ଦେଇଥିଲେ। ପାକିସ୍ତାନ ପତାକା ଉଡ଼ାଇ ଓ ଭାରତ ବିରୋଧୀ ସ୍ଲୋଗାନ ଦେଇ ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମ ଗିରଫ ହେବାର ଦିନକ ପରେ ସେ ଏହି ବନ୍ଦ ଡାକରା ଦେଇଥିଲେ।

ଚଳିତ ସପ୍ତାହ ପ୍ରାରମ୍ଭରେ ସେନାର କାର୍ଯ୍ୟାନୁଷ୍ଠାନରେ ପୁଲୱାମା ଜିଲ୍ଲାର ତ୍ରାଲରେ ଦୁଇ ଜଣ ଯୁବକଙ୍କ ମୃତୁ୍ୟ ଘଟିଥିଲା। ଏହି ଦୁଇ ଯୁବକ ଆତଙ୍କବଦୀ ଥିଲେ ବୋଲି ସେନା କହିଥିବା ବେଳେ ସ୍ଥାନୀୟ ଲୋକେ ଦାବି କରୁଛନ୍ତି ଯେ ସେମାନେ ଆତଙ୍କବାଦୀ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story