ତିନି ଦିନିଆ ଆମେଥୀ ଗସ୍ତରେ ରହୁଲ ଗାନ୍ଧି

ଆମେଥୀ:ଆଜିଠାରୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲଗାନ୍ଧି ଉତ୍ତରପ୍ରଦେଶର ଆମେଥୀ ଲୋକସଭା ନିର୍ବାଚନ ମଣ୍ଡଳୀକୁ ତିନିଦିନିଆ ଗସ୍ତରେ ଯାଇଛନ୍ତି। ସେ ମଙ୍ଗଳବାରଦିନ  କଶରା ଗାଁରେ ଏକ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଉତ୍ତରପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ରାଜୀବ ସିଂହ। ସେ କହିଛନ୍ତି ଶ୍ରୀ ଗାନ୍ଧି ଆମେଥୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏମପି ଫଣ୍ଡରୁ ବିଭିନ୍ନ ଉନ୍ନତିମୂଳକ ଯୋଜନାର ଶୁଭାରମ୍ଭ କରିବେ। ଏହାସହ  କଂଗ୍ରେସ ଉପାଧ୍ୟକ୍ଷ ରାହୁଲଗାନ୍ଧି ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ […]

rahul-gandhi

rahul-gandhi

Rakesh Mallick
  • Published: Monday, 18 May 2015
  • Updated: 18 May 2015, 08:57 AM IST

Sports

Latest News

ଆମେଥୀ:ଆଜିଠାରୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲଗାନ୍ଧି ଉତ୍ତରପ୍ରଦେଶର ଆମେଥୀ ଲୋକସଭା ନିର୍ବାଚନ ମଣ୍ଡଳୀକୁ ତିନିଦିନିଆ ଗସ୍ତରେ ଯାଇଛନ୍ତି। ସେ ମଙ୍ଗଳବାରଦିନ  କଶରା ଗାଁରେ ଏକ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଉତ୍ତରପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ରାଜୀବ ସିଂହ। ସେ କହିଛନ୍ତି ଶ୍ରୀ ଗାନ୍ଧି ଆମେଥୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏମପି ଫଣ୍ଡରୁ ବିଭିନ୍ନ ଉନ୍ନତିମୂଳକ ଯୋଜନାର ଶୁଭାରମ୍ଭ କରିବେ। ଏହାସହ  କଂଗ୍ରେସ ଉପାଧ୍ୟକ୍ଷ ରାହୁଲଗାନ୍ଧି ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।  ଏଥିରେ ରହିଛି ଚାଷୀଙ୍କ ପାଇଁ ସୋଲାର ୱାଟର ପମ୍ପ, ମ୍ୟାରେଜ ହାଉସ ଓ ରାସ୍ତା। ଦୁଇଦିନ ତଳେ ଏହି ଲୋକସଭା ମଣ୍ଡଳୀକୁ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଆସିଥିଲେ। ଉଭୟଙ୍କ ମଧ୍ୟରେ ଫୁଡ ପାର୍କକୁ ନେଇ କାଦୁଅ ଫିଙ୍ଗା ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story