ଦୁର୍ଯେ୍ୟାଧନଙ୍କ ଭଳି ମୋଦି ଜିଦିଆ: ଅହମଦ ପଟେଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅହମ୍ମଦ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁର୍ଯେ୍ୟାଧନଙ୍କ ସହିତ ତୁଳନା କରିଛନ୍ତି । ସେ କହିଛନ୍ତି, ମୋଦି ହେଉଛନ୍ତି ଦୁର୍ଯେ୍ୟାଧନଙ୍କ ଭଳି ଜିଦିଆ । ଜମି ଅଧିଗ୍ରହଣ ବିଲ୍ ପ୍ରସଙ୍ଗରେ ସେ ଏହି କଥା କହିଛନ୍ତି। ଅହମଦ ପଟେଲ କହିଛନ୍ତି, ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ବୁଝାଇବା ପରେ ମଧ୍ୟ ଦୁର୍ଯେ୍ୟାଧନ ଇଞ୍ଜେ ବି ଜମି ପାଣ୍ଡବମାନଙ୍କୁ ଛାଡ଼ିବା ପାଇଁ ମନା କରି ଦେଇଥିଲେ । କାରଣ ସେ ଭାରି ଜିଦିଆ ଥିଲେ। କାହା […]

Modi

Modi

Rakesh Mallick
  • Published: Friday, 17 April 2015
  • Updated: 17 April 2015, 08:45 AM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅହମ୍ମଦ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁର୍ଯେ୍ୟାଧନଙ୍କ ସହିତ ତୁଳନା କରିଛନ୍ତି । ସେ କହିଛନ୍ତି, ମୋଦି ହେଉଛନ୍ତି ଦୁର୍ଯେ୍ୟାଧନଙ୍କ ଭଳି ଜିଦିଆ । ଜମି ଅଧିଗ୍ରହଣ ବିଲ୍ ପ୍ରସଙ୍ଗରେ ସେ ଏହି କଥା କହିଛନ୍ତି।

ଅହମଦ ପଟେଲ କହିଛନ୍ତି, ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ବୁଝାଇବା ପରେ ମଧ୍ୟ ଦୁର୍ଯେ୍ୟାଧନ ଇଞ୍ଜେ ବି ଜମି ପାଣ୍ଡବମାନଙ୍କୁ ଛାଡ଼ିବା ପାଇଁ ମନା କରି ଦେଇଥିଲେ । କାରଣ ସେ ଭାରି ଜିଦିଆ ଥିଲେ। କାହା କଥା ଶୁଣୁ ନ ଥିଲେ । ସେହିପରି ମୋଦି ଜମି ଅଧିଗ୍ରହଣ ବିଲକୁ ପାସ୍ କରାଇ ନେବାକୁ ଜିଦି ଧରି ବସିଛନ୍ତି । ଆଉ ତାହା କୃଷକ ବିରୋଧୀ।

ଏହା ପୂର୍ବରୁ ଗତ ଶୁକ୍ରବାର କଂଗ୍ରେସ ନେତା ଦିଗବିଜୟ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହିଟଲର୍ ବୋଲି କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story