ପାକ୍ ସେନାକୁ ସହଯୋଗ କରନ୍ତି ଆତଙ୍କବାଦୀ ସଂଗଠନ

ଇସଲାମବାଦ: କାଶ୍ମୀରୀମାନଙ୍କୁ ସମର୍ଥନ ଯୋଗାଇ ଦେବା ପାଇଁ ପାକିସ୍ତାନ ସେନାକୁ ଆତଙ୍କବାଦୀ ଗୋଷ୍ଠୀମାନେ ସହଯୋଗ କରୁଛନ୍ତି। ଏକଥା କହିଛି ଖୋଦ୍ ଆତଙ୍କବାଦୀ ସଂଗଠନ ଜମାତ-ଉଦ୍ ଦାୱାର ମୁଖ୍ୟ ହାଫିଜ୍ ସୟିଦ। ଏକ ପାକିସ୍ତାନୀ ନୁ୍ୟଜ୍ ଚାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଥିଲା ଯେ ଜମାତ-ଉଦ୍-ଦାୱା ପାକିସ୍ତାନ ସେନାକୁ ସହଯୋଗ କରେ। ସେ କହିଥିଲା,“ ଆମେ ପାକିସ୍ତାନ, ପାକିସ୍ତାନ ସରକାର ଓ ପାକିସ୍ତାନ ସେନାକୁ ସମର୍ଥନ କରୁ । ସ୍ୱାଧୀନତା ପାଇବା ପାଇଁ କାଶ୍ମୀରୀମାନଙ୍କୁ ପାକିସ୍ତାନ ସରକାର ଓ […]

HafizSaeedreu

HafizSaeedreu

Rakesh Mallick
  • Published: Saturday, 18 April 2015
  • Updated: 04 May 2017, 03:45 PM IST

Sports

Latest News

ଇସଲାମବାଦ: କାଶ୍ମୀରୀମାନଙ୍କୁ ସମର୍ଥନ ଯୋଗାଇ ଦେବା ପାଇଁ ପାକିସ୍ତାନ ସେନାକୁ ଆତଙ୍କବାଦୀ ଗୋଷ୍ଠୀମାନେ ସହଯୋଗ କରୁଛନ୍ତି। ଏକଥା କହିଛି ଖୋଦ୍ ଆତଙ୍କବାଦୀ ସଂଗଠନ ଜମାତ-ଉଦ୍ ଦାୱାର ମୁଖ୍ୟ ହାଫିଜ୍ ସୟିଦ। ଏକ ପାକିସ୍ତାନୀ ନୁ୍ୟଜ୍ ଚାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଥିଲା ଯେ ଜମାତ-ଉଦ୍-ଦାୱା ପାକିସ୍ତାନ ସେନାକୁ ସହଯୋଗ କରେ।

ସେ କହିଥିଲା,“ ଆମେ ପାକିସ୍ତାନ, ପାକିସ୍ତାନ ସରକାର ଓ ପାକିସ୍ତାନ ସେନାକୁ ସମର୍ଥନ କରୁ । ସ୍ୱାଧୀନତା ପାଇବା ପାଇଁ କାଶ୍ମୀରୀମାନଙ୍କୁ ପାକିସ୍ତାନ ସରକାର ଓ ସେନା ସମର୍ଥନ କରୁଛନ୍ତି। ଆଉ ସେଥିପାଇଁ ପାକିସ୍ତାନ ସରକାର ଓ ସେନାକୁ ଆମେ ସହଯୋଗ କରୁଛୁ। ଆଉ ଏହାକୁ ଆମେ ଜିହାଦ କହୁଛୁ।”

ହାଫିଜ ଏହି ସାକ୍ଷାତକାରରେ କହିଥିଲା, ପାକିସ୍ତାନ ଓ ପାକିସ୍ତାନ ସରକାର ସଦାବେଳେ ଚାହାନ୍ତି ଯେ କାଶ୍ମୀରୀମାନଙ୍କୁ ସେମାନଙ୍କ ଅଧିକାର ଦିଆଯିବ ଉଚିତ। ପାକିସ୍ତାନ ସରକାର ଯାହା ହାସଲ କରିବାକୁ ଚାହୁଁଛନ୍ତି ଆମେ ବି ତାହା ହାସଲ କରିବାକୁ ଚାହୁଁଛୁ। ଆମ ପାଇଁ ତାହା ହେଉଛି ଜିହାଦ।

ସେ ଆହୁରି ମଧ୍ୟ କହିଥିଲା, କାଶ୍ମୀରର ଲକ୍ଷ ଲକ୍ଷ ଲୋକ ସ୍ୱାଧୀନତା ଚାହୁଁଛନ୍ତି। ଯଦି ଭାରତ ସରକାର ଗୁଳି କରିବେ ତା’ହେଲେ ଆମେ ବି ଏହାର କଡ଼ା ଜବାବ ଦେବୁ।

ଏହା ସହିତ ମସରତ ଆଲମର ଗିରଫଦାରୀକୁ ସେ ସମାଲୋଚନା କରିଥିଲା। ପାକିସ୍ତାନୀ ପତାକା ଉଡ଼ାଇବା ଓ ଭାରତ ବିରୋଧୀ ସ୍ଲୋଗାନ ଦେଇଥିବା ଯୋଗୁ ଗତକାଲି ଜମ୍ମୁ ଓ କାଶ୍ମୀର ସରକାର ତାକୁ ଗିରଫ କରିଥିଲେ। ତା’ବିରୁଦ୍ଧରେ ଅନ୍ୟାନ୍ୟ ୫ଟି ଧାରାରେ ମାମଲା ରୁଜୁ କରାଯିବା ସହିତ ଦେଶଦ୍ରୋହ ମାମଲା ବି ରୁଜୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story