ପୁଣି ପାକିସ୍ତାନୀ ପତାକା ଉଡ଼ାଇବି: ଆସିୟା

ଶ୍ରୀନଗର: ପାକିସ୍ତାନୀ ପତାକା ଉଡ଼ାଇବାରୁ ବିରତ ରହିବେ ନାହିଁ ବୋଲି କହିଛନ୍ତି ବିଚ୍ଛିନ୍ନତାବାଦୀ ନେତ୍ରୀ ଆସିୟା ଆନ୍ଦ୍ରାବି।ସେ ଆଉ ଥରେ ପାକିସ୍ତାନୀ ପତାକା ଉଡ଼ାଇବେ ବୋଲି କହିଛନ୍ତି । ପାକିସ୍ତାନର ଜାତୀୟ ଦିବସରେ ଶ୍ରୀନଗରରେ ପାକିସ୍ତାନୀ ପତାକା ଉଡ଼ାଇଥିବା ଆସିୟା କହିଛନ୍ତି ଯେ ଯେତେବେଳେ ବି ତାଙ୍କୁ ସୁଯୋଗ ମିଳିବ ସେ ଏହି ପତାକା ଉଡ଼ାଇବେ। ପାକିସ୍ତାନୀ ପତାକା ଉଡ଼ାଇ ସେ ଭାରତକୁ ଜଣାଇବାକୁ ଚାହାଁନ୍ତି ଯେ କାଶ୍ମୀର କେବଳ ପାକିସ୍ତାନର, ଭାରତର ନୁହେଁ। ବୁର୍ଖା ପିନ୍ଧୁଥିବା […]

asiya

asiya

Rakesh Mallick
  • Published: Thursday, 16 April 2015
  • Updated: 16 April 2015, 11:43 AM IST

Sports

Latest News

ଶ୍ରୀନଗର: ପାକିସ୍ତାନୀ ପତାକା ଉଡ଼ାଇବାରୁ ବିରତ ରହିବେ ନାହିଁ ବୋଲି କହିଛନ୍ତି ବିଚ୍ଛିନ୍ନତାବାଦୀ ନେତ୍ରୀ ଆସିୟା ଆନ୍ଦ୍ରାବି।ସେ ଆଉ ଥରେ ପାକିସ୍ତାନୀ ପତାକା ଉଡ଼ାଇବେ ବୋଲି କହିଛନ୍ତି । ପାକିସ୍ତାନର ଜାତୀୟ ଦିବସରେ ଶ୍ରୀନଗରରେ ପାକିସ୍ତାନୀ ପତାକା ଉଡ଼ାଇଥିବା ଆସିୟା କହିଛନ୍ତି ଯେ ଯେତେବେଳେ ବି ତାଙ୍କୁ ସୁଯୋଗ ମିଳିବ ସେ ଏହି ପତାକା ଉଡ଼ାଇବେ। ପାକିସ୍ତାନୀ ପତାକା ଉଡ଼ାଇ ସେ ଭାରତକୁ ଜଣାଇବାକୁ ଚାହାଁନ୍ତି ଯେ କାଶ୍ମୀର କେବଳ ପାକିସ୍ତାନର, ଭାରତର ନୁହେଁ।

ବୁର୍ଖା ପିନ୍ଧୁଥିବା ଏହି ମହିଳା ବିଚ୍ଛିନ୍ନତାବାଦୀ ନେତା ଦୁଖତରନ-ଇ-ମିଲ୍ଲତ ନାମରେ ଏକ କଠୋର ବିଚ୍ଛିନ୍ନତାବାଦୀ ସଂଗଠନର ନେତୃତ୍ୱ ନେଉଛନ୍ତି। କାଶ୍ମୀରରେ ଅଶ୍ଳୀଳ ପୋଷ୍ଟର ଓ ବୁ୍ୟଟି ପାର୍ଲୋରଗୁଡ଼ିକ ବିରୁଦ୍ଧରେ ଅଭିଯାନ ଚଳାଇ ୧୯୯୦ରେ ଚର୍ଚ୍ଚାକୁ ଆସିଥିଲା ତାଙ୍କ ସଂଗଠନ। ଗତ ମାର୍ଚ୍ଚ ୨୩ ତାରିଖରେ ସେ ପାକିସ୍ତାନୀ ପତାକା ଉଡ଼ାଇ ଥିଲେ ଓ ସେଠାକାର ଜାତୀୟ ସଂଗୀତ ଗାଇଥିଲେ।

ସୂଚନାଯୋଗ୍ୟ, ଗତକାଲି ଶ୍ରୀନଗରରେ ହୁରିୟାତ ନେତା ସୟିଦ ଅଲ୍ଲୀ ଶାହ ଗୀଲାନିଙ୍କ ରାଲିରେ ପାକିସ୍ତାନୀ ପତାକା ଉଡ଼ାଇ ଓ ଭାରତ ବିରୋଧୀ ସ୍ଲୋଗାନ ଦେଇଥିବା ମସରତ ଆଲମ ବିରୁଦ୍ଧରେ ଜମ୍ମୁ ଓ କାଶ୍ମୀର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଆସିୟା ଗୁରୁବାର ଦେଇଛନ୍ତି ଏଭଳି ବୟାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story