ବ୍ରିଟେନରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଲଣ୍ଡନ: ଆତଙ୍କବାଦୀ ସନେ୍ଦହରେ ବୁଧବାର ଏଠାରେ ଚାରି ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ ଜଣେ ରାଜନେତାଙ୍କ ୨୧ ବର୍ଷୀୟ ପୁଅ ବେଆଇନ ଭାବେ ସିରିଆକୁ ଯାଉଥିବା ବେଳେ ଧରାପଡ଼ିବାର ଗୋଟିଏ ଦିନ ପରେ ଏହି ଗିରଫଦାରୀ ହୋଇଛି। ଗିରଫ ଚାରି ବ୍ୟକ୍ତିଙ୍କ ବୟସ ୨୨ରୁ ୪୭ ବର୍ଷ ମଧ୍ୟରେ। ସେମାନଙ୍କୁ ଉତ୍ତର ପଶ୍ଚିମ ଇଂଲଣ୍ଡର ମାଞ୍ଚେଷ୍ଟର୍ ବିମାନବନ୍ଦରରୁ ଗିରଫ କରାଯାଇଥିଲା। ସେହିଭଳି ଗତକାଲି ରୋଚଡାଲେଠାରେ ଜଣେ ୩୧ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା […]

petrol pump

petrol pump

Rakesh Mallick
  • Published: Wednesday, 15 April 2015
  • Updated: 04 May 2017, 03:45 PM IST

Sports

Latest News

ଲଣ୍ଡନ: ଆତଙ୍କବାଦୀ ସନେ୍ଦହରେ ବୁଧବାର ଏଠାରେ ଚାରି ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ ଜଣେ ରାଜନେତାଙ୍କ ୨୧ ବର୍ଷୀୟ ପୁଅ ବେଆଇନ ଭାବେ ସିରିଆକୁ ଯାଉଥିବା ବେଳେ ଧରାପଡ଼ିବାର ଗୋଟିଏ ଦିନ ପରେ ଏହି ଗିରଫଦାରୀ ହୋଇଛି। ଗିରଫ ଚାରି ବ୍ୟକ୍ତିଙ୍କ ବୟସ ୨୨ରୁ ୪୭ ବର୍ଷ ମଧ୍ୟରେ। ସେମାନଙ୍କୁ ଉତ୍ତର ପଶ୍ଚିମ ଇଂଲଣ୍ଡର ମାଞ୍ଚେଷ୍ଟର୍ ବିମାନବନ୍ଦରରୁ ଗିରଫ କରାଯାଇଥିଲା।

ସେହିଭଳି ଗତକାଲି ରୋଚଡାଲେଠାରେ ଜଣେ ୩୧ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ସମସ୍ତ ଛଅ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story