ଭାରତୀୟ ଛାତ୍ରୀଙ୍କ ପ୍ରଶ୍ନରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ସ୍ତବ୍ଧ

ଲଣ୍ଡନ: ନିର୍ବାଚନ ପ୍ରଚାର ବେଳେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଡେଭିଡ୍ କାମେରୁନଙ୍କ ମୁହଁ ବନ୍ଦ କରି ଦେଇଥିଲେ ଭାରତୀୟ ବଂଶୋଦ୍ଭବର ଜଣେ ୧୦ ବର୍ଷୀୟ ଛାତ୍ରୀ। ଗ୍ରେଟର ମଞ୍ଚେଷ୍ଟରର ସାଲଫୋଇର ଏହି ଛାତ୍ରୀ  ବିବିସିର ଏକ କାର୍ଯ୍ୟକ୍ରମରେ ଡେଭିଡ୍ କାମେରୁନଙ୍କୁ ପଚାରିଥିଲେ ଯେ ମେ’ ୭ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଆପଣ ନିଜ ବ୍ୟତୀତ ଆଉ କାହାକୁ ବିଜୟୀ ଭାବେ ଦେଖିବାକୁ ଚାହାଁନ୍ତି। ଯଦି ନିଜ ବ୍ୟତୀତ ଆଉ କାହାକୁ ବାଛିବାକୁ କୁହାଯାଏ ତା’ହେଲେ ସେ […]

david

david

Rakesh Mallick
  • Published: Wednesday, 15 April 2015
  • Updated: 04 May 2017, 03:45 PM IST

Sports

Latest News

ଲଣ୍ଡନ: ନିର୍ବାଚନ ପ୍ରଚାର ବେଳେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଡେଭିଡ୍ କାମେରୁନଙ୍କ ମୁହଁ ବନ୍ଦ କରି ଦେଇଥିଲେ ଭାରତୀୟ ବଂଶୋଦ୍ଭବର ଜଣେ ୧୦ ବର୍ଷୀୟ ଛାତ୍ରୀ। ଗ୍ରେଟର ମଞ୍ଚେଷ୍ଟରର ସାଲଫୋଇର ଏହି ଛାତ୍ରୀ  ବିବିସିର ଏକ କାର୍ଯ୍ୟକ୍ରମରେ ଡେଭିଡ୍ କାମେରୁନଙ୍କୁ ପଚାରିଥିଲେ ଯେ ମେ’ ୭ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଆପଣ ନିଜ ବ୍ୟତୀତ ଆଉ କାହାକୁ ବିଜୟୀ ଭାବେ ଦେଖିବାକୁ ଚାହାଁନ୍ତି। ଯଦି ନିଜ ବ୍ୟତୀତ ଆଉ କାହାକୁ ବାଛିବାକୁ କୁହାଯାଏ ତା’ହେଲେ ସେ କାହାକୁ ଭୋଟ୍ ଦେବେ। ଏ ପ୍ରଶ୍ନରେ ଡେଭିଡ୍ ସ୍ତବ୍ଧ ହୋଇଯାଇଥିଲେ। ସେ ଅଶ୍ୱସ୍ତି ଅନୁଭବ କରିଥିଲେ। ତାଙ୍କ ମୁହଁରୁ ହଠାତ୍ କିଛି ବାହାରି ନ ଥିଲା। ଅବଶ୍ୟ ପରେ ସେ ବେଶ୍ ଚାଲାକିରେ ଏହାର ଉତ୍ତର ଦେଇଥିଲେ। ଡେଭିଡ୍ କହିଥିଲେ ଯେ ଯଦି ଆଉ କାହାକୁ ବାଛିବାକୁ ହୋଇଥାଆନ୍ତା, ତା’ହେଲେ ସେ ନିଜେ ନିର୍ବାଚନରେ ଛିଡ଼ା ହୋଇନଥାଆନ୍ତେ। ତେଣୁ ସେ ଏହି ପ୍ରଶ୍ନର ଉତ୍ତର ଦେବାକୁ ଚାହିଁବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story