ମସରତ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ: ମୁଫତି

ଶ୍ରୀନଗର: ହୁରିୟାତ ନେତା ସୟିଦ ଅଲ୍ଲୀ ଶାହ ଗୀଲାନି ଗତକାଲି ଏଠାରେ କରିଥିବା ରାଲିରେ ଭାରତ ବିରୋଧୀ ନାରାବାଜୀ କରିଥିବା ତଥା ପାକିସ୍ତାନର ପତାକା ଉଡ଼ାଇଥିବା ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୁରୁବାର ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦ କହିଛନ୍ତି । ଏ ନେଇ ନିର୍ଦେଶ ଦେଇ ଦିଆଯାଇଛି ବୋଲି ସେ କହିଛନ୍ତି। ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ […]

Masarat

Masarat

Rakesh Mallick
  • Published: Thursday, 16 April 2015
  • Updated: 16 April 2015, 11:25 AM IST

Sports

Latest News

ଶ୍ରୀନଗର: ହୁରିୟାତ ନେତା ସୟିଦ ଅଲ୍ଲୀ ଶାହ ଗୀଲାନି ଗତକାଲି ଏଠାରେ କରିଥିବା ରାଲିରେ ଭାରତ ବିରୋଧୀ ନାରାବାଜୀ କରିଥିବା ତଥା ପାକିସ୍ତାନର ପତାକା ଉଡ଼ାଇଥିବା ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୁରୁବାର ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦ କହିଛନ୍ତି । ଏ ନେଇ ନିର୍ଦେଶ ଦେଇ ଦିଆଯାଇଛି ବୋଲି ସେ କହିଛନ୍ତି।

ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ ଉଭୟ ଗୀଲାନି ଓ ମସରତ ଆଲମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି । ବୁଧବାର ରାତିରେ ହିଁ ସେ ଏ ନେଇ ମୁଖ୍ୟମନ୍ତ୍ରୀ ମୁଫତିଙ୍କ ସହିତ ଆଲୋଚନା କରିଥିଲେ।
ଅନ୍ୟପକ୍ଷରେ ମସରତ କହିଛି ଯେ ତାକୁ ଆଉ ଥରେ ଗିରଫ କରାଗଲା ତା’ର କିଛି ଦୁଃଖ ନାହିଁ । ସେ କହିଛି, ‘ମୁଁ ଯାହା କଲି ସେ ନେଇ ମୁଁ ଟିକେ ବି ଅନୁତାପ କରୁନାହିଁ । ଯିଏ ଗିରଫ କରୁଛି କରୁ । ମୋତେ ଗିରଫଦାରୀକୁ ଭୟ ଲାଗେ ନାହିଁ । ମୋ ନାଁରେ ଅନେକ ମାମଲା ରୁଜୁ ହୋଇଛି । ଆଉ ଗୋଟେ ରୁଜୁ ହେବ । ସେଥିରେ ମୋର କିଛି ଯାଏଆସେ ନାହିଁ । ମୋ ସଂଘର୍ଷ ଜାରି ରହିବ।’

ସୂଚନାଯୋଗ୍ୟ, ଜମ୍ମୁ ଓ କାଶ୍ମୀରେ ପିଡିପ-ବିଜେପି ସରକାର ଗଠନ ହେବା ପରେ ପ୍ରଥମ ପଦକ୍ଷେପ ଗ୍ରହଣ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୁଫତି ଜେଲରେ ଥିବା ମସରତ ଆଲମଙ୍କୁ ମୁକ୍ତ କରି ଦେଇଥିଲେ । ଏହାକୁ ଭାଜପା ବିରୋଧ କରିଥିଲା । କଂଗ୍ରେସ ସମେତ ଅନ୍ୟ ଦଳ ମଧ୍ୟ ଏହାକୁ ସମାଲୋଚନା କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ମୁଫତି ଭାଜପାକୁ ପ୍ରତିଶ୍ରୁତି ଦେଇଥିଲେ ଯେ ମସରତ ଉପରେ କଡ଼ା ନଜର ରଖାଯିବ । କିନ୍ତୁ ଗତକାଲି ସେ ପାକିସ୍ତାନ ସପକ୍ଷରେ ଓ ଭାରତ ବିରୋଧରେ ନାରାବାଜୀ କଲା ବେଳେ ଏବଂ ପାକିସ୍ତାନର ପତାକା ଉଡ଼ାଇବା ବେଳେ ଜମ୍ମୁ ଓ କାଶ୍ମୀରର ପ୍ରଶାସନ ଓ ପୁଲିସ ମୂକଦର୍ଶକ ସାଜିଥିଲା । ପୁଲିସ୍ କହିଥିଲା, ଏମିତି ସ୍ଥିତିରେ କ’ଣ କରିବାକୁ ହେବ ତାହା ନେଇ ସରକାରଙ୍କର କିଛି ନିଦେ୍ର୍ଧଶ ନାହିଁ।ମସରତ ଘୋର ଭାରତ ବିରୋଧୀ ଭାବେ ଜଣାଶୁଣା ଓ ୨୦୧୦ରେ ରାଜ୍ୟରେ ହୋଇଥିବା ପଥର ମାଡ଼ ଘଟଣାରେ ସେ ଥିଲା ଅନ୍ୟତମ ଷଡ଼ଯନ୍ତ୍ରକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story