ସଞ୍ଜୟ ଯୋଶୀଙ୍କ ସମର୍ଥନରେ ଦିଲ୍ଲୀରେ ଲାଗିଲା ପୋଷ୍ଟର, ମୋଦିଙ୍କ ଉପରେ ହମଲା

ନୂଆଦିଲ୍ଲୀ: ଫ୍ରାନ୍ସ, ଜର୍ମାନୀ ଓ କାନାଡା ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଫେରିବା ମାତ୍ରେ ହିଁ ତାଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା ସଞ୍ଜୟ ଯୋଶୀଙ୍କ ସମର୍ଥକମାନେ ପୋଷ୍ଟର ରାଜନୀତି ଆରମ୍ଭ କରି ଦେଇଛନ୍ତି। ଯୋଶୀଙ୍କ ସମର୍ଥକମାନେ ଶନିବାର ସକାଳେ ନୂଆଦିଲ୍ଲୀ ସ୍ଥିତି ବିଜେପି ମୁଖ୍ୟ କାର୍ଯ୍ୟାଳୟ, ଲାଲକୃଷ୍ଣ ଆଡ଼ଭାନୀଙ୍କ ବାସଭବନ ଓ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନ ସମ୍ମୁଖରେ ପୋଷ୍ଟର ମାରିଥିଲେ। ଏହି ପୋଷ୍ଟରଗୁଡ଼ିକରେ ଯୋଶୀଙ୍କୁ ପୁଣି ବିଜେପିକୁ ଫେରାଇ […]

sanjay joshi

sanjay joshi

Rakesh Mallick
  • Published: Saturday, 18 April 2015
  • Updated: 18 April 2015, 06:13 AM IST

Sports

Latest News

ନୂଆଦିଲ୍ଲୀ: ଫ୍ରାନ୍ସ, ଜର୍ମାନୀ ଓ କାନାଡା ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଫେରିବା ମାତ୍ରେ ହିଁ ତାଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା ସଞ୍ଜୟ ଯୋଶୀଙ୍କ ସମର୍ଥକମାନେ ପୋଷ୍ଟର ରାଜନୀତି ଆରମ୍ଭ କରି ଦେଇଛନ୍ତି। ଯୋଶୀଙ୍କ ସମର୍ଥକମାନେ ଶନିବାର ସକାଳେ ନୂଆଦିଲ୍ଲୀ ସ୍ଥିତି ବିଜେପି ମୁଖ୍ୟ କାର୍ଯ୍ୟାଳୟ, ଲାଲକୃଷ୍ଣ ଆଡ଼ଭାନୀଙ୍କ ବାସଭବନ ଓ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନ ସମ୍ମୁଖରେ ପୋଷ୍ଟର ମାରିଥିଲେ। ଏହି ପୋଷ୍ଟରଗୁଡ଼ିକରେ ଯୋଶୀଙ୍କୁ ପୁଣି ବିଜେପିକୁ ଫେରାଇ ଆଣିବାକୁ ଦାବି କରାଯାଇଥିଲା ଓ ମୋଦିଙ୍କ ଉପରେ ହମଲା କରାଯାଇଥିଲା। ଏହି ପୋଷ୍ଟରଗୁଡ଼ିକୁ ଦେଖିବା ମାତ୍ରେ ହଟାଇ ଦିଆଯାଇଥିଲା।

ଏହି ପୋଷ୍ଟରଗୁଡ଼ିକରେ ସଞ୍ଜୟ ଯୋଶୀଙ୍କର ଏକ ବଡ଼ ଫଟୋ ଥିଲା। ଗୋଟିଏ କୋଣରେ ମୋଦି ଓ ଅମିତ ଶାହଙ୍କ ଛୋଟ ଫଟୋ ରହିଥିଲା। ଏଗୁଡ଼ିକରେ ଲେଖା ହୋଇଥିଲା ଯେ ମୋଦି ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ଓ ବିକାଶ କରିବାକୁ କହୁଛନ୍ତି, ତା’ହେଲେ ସଞ୍ଜୟଙ୍କୁ କାହିଁକି ସାଥୀରେ ନେବାକୁ ଚାହୁଁ ନାହାନ୍ତି। ସେହିପରି ମୋଦିଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ସମାଲୋଚନା କରାଯାଇଥିଲା। ପୋଷ୍ଟରରେ ଲେଖାଯାଇଥିଲା ଯେ ମୋଦି ସମସ୍ତଙ୍କ ସହିତ ମନ ଖୋଲି କଥା ହେଉଛନ୍ତି। ତା’ହେଲେ ସଞ୍ଜୟଙ୍କ ସହିତ କଥା ହେବାରେ ଅସୁବିଧା କ’ଣ।

ଏଥିରେ ସଞ୍ଜୟ ଯୋଶୀଙ୍କ ସମର୍ଥକମାନେ ଆହୁରି ମଧ୍ୟ ଲେଖିଥିଲେ ଯେ ସେମାନଙ୍କ କଥାକୁ ମନ ଦେଇ ଶୁଣାଯାଉ ଓ ଯୋଶୀଙ୍କୁ ପୁଣି ଥରେ ବିଜେପିରେ ସାମିଲ କରାଯାଉ।
ସୂଚନାଯୋଗ୍ୟ, କିଛି ଦିନ ତଳେ ସଞ୍ଜୟ ଯୋଶୀଙ୍କ ଜନ୍ମଦିନରେ ପୋଷ୍ଟର ଲଗାଇବାକୁ କେନ୍ଦ୍ର କରି କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାଏକଙ୍କୁ କଡ଼ା ଶବ୍ଦ ଶୁଣାଇଥିଲେ ବିଜେପି ଅଧ୍ୟକ୍ଷ ଅମିତ ଶାହ। ତା’ସହିତ ସଞ୍ଜୟଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଥିବା ବିଜେପି ନେତାମାନଙ୍କୁ ବି ଗାଳି କରି ଥିଲେ ଅମିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story