ସଥାଶିବମ୍ ହୋଇପାରନ୍ତି ଏନଏଚଆରସି ଅଧ୍ୟକ୍ଷ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା କେରଳ ରାଜ୍ୟପାଳ ପି. ସଥାଶିବମ୍ ହୋଇପାରନ୍ତି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ର ପରବର୍ତ୍ତୀ ଅଧ୍ୟକ୍ଷ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ କେନ୍ଦ୍ର ସରକାର ତାଙ୍କ ନାମ ଉପରେ ମୋହର ମାରି ସାରିଛନ୍ତି। ବର୍ତ୍ତମାନ ଏନଏଚଆରସି ଅଧ୍ୟକ୍ଷ ଥିବା କେ.ଜି ବାଲାକ୍ରିଷ୍ଣଙ୍କର କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହୋଇଯିବ । ତା’ପରେ ସଥାଶିବମ୍ ଏହି ନୂଆ ଦାୟିତ୍ୱ ଗ୍ରହଣ କରିବେ। ଜଷ୍ଟିସ୍ ସଥାଶିବମଙ୍କୁ ଏନଡିଏ ସରକାରଙ୍କର ଏହା ହେବ […]

sadasivam

sadasivam

Rakesh Mallick
  • Published: Friday, 17 April 2015
  • Updated: 17 April 2015, 11:06 AM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା କେରଳ ରାଜ୍ୟପାଳ ପି. ସଥାଶିବମ୍ ହୋଇପାରନ୍ତି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ର ପରବର୍ତ୍ତୀ ଅଧ୍ୟକ୍ଷ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ କେନ୍ଦ୍ର ସରକାର ତାଙ୍କ ନାମ ଉପରେ ମୋହର ମାରି ସାରିଛନ୍ତି। ବର୍ତ୍ତମାନ ଏନଏଚଆରସି ଅଧ୍ୟକ୍ଷ ଥିବା କେ.ଜି ବାଲାକ୍ରିଷ୍ଣଙ୍କର କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହୋଇଯିବ । ତା’ପରେ ସଥାଶିବମ୍ ଏହି ନୂଆ ଦାୟିତ୍ୱ ଗ୍ରହଣ କରିବେ।

ଜଷ୍ଟିସ୍ ସଥାଶିବମଙ୍କୁ ଏନଡିଏ ସରକାରଙ୍କର ଏହା ହେବ ଦ୍ୱିତୀୟ ବଡ଼ ଦାୟିତ୍ୱ। ଗତ ବର୍ଷ ସେପ୍ଟେମ୍ବର ତାଙ୍କୁ କେରଳର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର। ଏହାକୁ ନେଇ ବିବାଦ ଦେଖାଯାଇଥିଲା । ସୁପ୍ରିମକୋର୍ଟର ଅନେକ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଏହାକୁ ନାପସନ୍ଦ କରିଥିଲେ ଓ ଏହା ଏକ ଭଲ ପରମ୍ପରା ନୁହେଁ ବୋଲି କହିଥିଲେ। ତଥାପି ସଥାଶିବମ ରାଜ୍ୟପାଳ ଭାବେ ଶପଥ ନେଇଥିଲେ।

ଏହା ବି ଜଣାପଡ଼ିଛି ଯେ ପ୍ରଥମରୁ ଜଷ୍ଟିସ ସଥାଶିବମ୍ ଏନଏଚଆରସି ଅଧ୍ୟକ୍ଷ ପଦ ପାଇଁ ଆଗ୍ରହୀ ଥିଲେ। ନହେଲେ ଦିଲ୍ଲୀରେ ରହି କାର୍ଯ୍ୟ କରିବା ଭଳି କୌଣସି ପଦପଦବୀ ଚାହୁଁଥିଲେ ସେ। ତେବେ ସେତେବେଳେ ସେମିତି କିଛି ପଦପଦବୀ ଖାଲି ନଥିବା ଯୋଗୁ ସରକାର ତାଙ୍କୁ କେରଳର ରାଜ୍ୟପାଳ ଭାବେ ଥଇଥାନ କରିଥିଲେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story