ୟେମେନ ଜଳୁଛି: ବାନ୍ କୀ ମୁନ୍

ୱାଶିଂଟନ: ୟେମେନରେ ଚାଲିଥିବା ହିଂସା ନେଇ ଚିନ୍ତା ପ୍ରକଟ କରିଛନ୍ତି ଜାତିସଂଘ ସାଧାରଣ ସଚିବ ବାନ କୀ ମୁନ୍। ସେ କହିଛନ୍ତି ଯେ ୟେମେନ ଏବେ ଜଳୁଛି। ତୁରନ୍ତ ଯୁଦ୍ଧବିରତି ଘୋଷଣା କରିବାକୁ ଓ ଶାନ୍ତି ଆଲୋଚନା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଠାରେ ନେସନାଲ ପ୍ରେସ୍ କ୍ଲବ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗ ଦେଇ ସେ ଏ କଥା କହିଥିଲେ। ସେହିପରି ସିରିଆ ଓ ଇରାକରେ ସଂହାରଲୀଳା ଚଳାଇଥିବା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ […]

Yemen

Yemen

Rakesh Mallick
  • Published: Friday, 17 April 2015
  • Updated: 04 May 2017, 03:45 PM IST

Sports

Latest News

ୱାଶିଂଟନ: ୟେମେନରେ ଚାଲିଥିବା ହିଂସା ନେଇ ଚିନ୍ତା ପ୍ରକଟ କରିଛନ୍ତି ଜାତିସଂଘ ସାଧାରଣ ସଚିବ ବାନ କୀ ମୁନ୍। ସେ କହିଛନ୍ତି ଯେ ୟେମେନ ଏବେ ଜଳୁଛି। ତୁରନ୍ତ ଯୁଦ୍ଧବିରତି ଘୋଷଣା କରିବାକୁ ଓ ଶାନ୍ତି ଆଲୋଚନା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଠାରେ ନେସନାଲ ପ୍ରେସ୍ କ୍ଲବ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗ ଦେଇ ସେ ଏ କଥା କହିଥିଲେ।

ସେହିପରି ସିରିଆ ଓ ଇରାକରେ ସଂହାରଲୀଳା ଚଳାଇଥିବା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍), ନାଇଜେରିଆରେ ଆତଙ୍କ ଚଳାଇଥିବା ବୋକୋ ହାରାମ ଓ ସୋମାଲିଆରେ ଅନୁରୂପ ଆତଙ୍କ ଖେଳାଉଥିବା ଅଲ୍-ଶାହାବାବ୍ ଆଦି ସଂପର୍କରେ ମଧ୍ୟ ବାନ୍ କୀ ମୁନ୍ ଆଲୋକପାତ କରିଥିଲେ। ସେ କହିଥିଲେ, ଏହି ସବୁ ଆତଙ୍କବାଦୀଙ୍କ ହିଂସା କାର୍ଯ୍ୟକଳାପକୁ ରୋକିବାକୁ ଜାତିସଂଘ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବ। ସେ ଆଶାବ୍ୟକ୍ତ କରିଛନ୍ତି ଯେ ନାଇଜେରିଆରେ ରାଷ୍ଟ୍ରପତି ମହମ୍ମଦୁ ବୁହାରୀଙ୍କ ନେତୃତ୍ୱରେ ଗଠିତ ନୂଆ ସରକାର ସେଠାରେ ଶାନ୍ତି ଫେରାଇ ଆଣିବାରେ ସଫଳ ହେବେ। ବୋକୋ ହାରମ ଆତଙ୍କୀଙ୍କ ଦ୍ୱାରା ଅପହୃତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାରେ ସଫଳ ହେବେ। ଯୁଦ୍ଧବିରତି ସତ୍ତ୍ୱେ ଦକ୍ଷିଣ ସୁଦାନରେ ଗୃହ ଯୁଦ୍ଧ ଜାରି ରହିଥିବା ଯୋଗୁ ଚିନ୍ତାପ୍ରକଟ କରିଛନ୍ତି ବାନ୍ କୀ ମୁନ୍। ସେ କହିଛନ୍ତି, ଜାତିସଂଘ ପକ୍ଷରୁ ସେଠାରେ ୧,୧୫,୦୦୦ ଲୋକଙ୍କୁ ଆଶ୍ରୟ ଯୋଗାଇ ଦିଆଯାଇଛି। ସେହିଭଳି ଗତ ୫ ବର୍ଷ ହେଲା ଅଶାନ୍ତ ହୋଇରହିଥିବା ସିରିଆରେ ସ୍ଥିତିରେ ସୁଧାର ଆଣିବା ପାଇଁ ଜାତିସଂଘ ପକ୍ଷରୁ ସେଠାରେ ନିଯୁକ୍ତ ସ୍ୱତନ୍ତ୍ର ଦୂତ ଷ୍ଟାଫନ୍ ଡି ମିସତୁରା ଉଦ୍ୟମ ଚଳାଇଛନ୍ତି ବୋଲି ସେ କହିଥିଲେ।

ବାନ୍ କୀ ମୁନ୍ କହିଥିଲେ, ଚଳିତ ମାସ ଶେଷ ଆଡ଼କୁ ସେ ଭାଟିକାନ ଯିବେ ଓ ପୋପ୍ ଫ୍ରାନସିସଙ୍କୁ ଭେଟିବେ ଏବଂ ବିଶ୍ୱର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବେ। ତା’ସହିତ ୨୦୩୦ ଜାତିସଂଘ ଲକ୍ଷ୍ୟଧାର୍ଯ୍ୟ ପାଇଁ ଆସନ୍ତା ସେପଟେମ୍ବର ମାସରେ ସେ ଏକ ବୈଠକ ଡକାଇଛନ୍ତି। ଏଥିରେ ଯୋଗ ଦେବାକୁ ପୋପ୍, ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଓ ବିଶ୍ୱର ଅନ୍ୟ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଏଥିରେ ପରିବେଶ ସୁରକ୍ଷା, ଦାରିଦ୍ର୍ୟ ଦୂରୀକରଣ, ମାନବାଧିକାର ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯିବ। ଅର୍ଥନୈତିକ ଅଭିବୃଦ୍ଧି ଉପରେ ମଧ୍ୟ ଆଲୋଚନା କରାଯିବ। ତେବେ ଅର୍ଥନୈତିକ ଅଭିବୃଦ୍ଧି ଯେପରି ପରିବେଶ ଉପରେ କୁପ୍ରଭାବ ନପକାଇବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବା ସଂପର୍କରେ ଆଲୋକପାତ କରାଯିବ।

ସୂଚନାଯୋଗ୍ୟ, ୟେମେନରୁ ପ୍ରାୟ ୩୦୦୦ ଲୋକଙ୍କୁ ଭାରତ ସରକାର ଉଦ୍ଧାର କରି ଦେଶକୁ ଫେରାଇ ଆଣିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story