ପ୍ରଥମ ଦଫାରେ ୧ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଦିନର ଅପେକ୍ଷା। ଖୁବଶୀଘ୍ର ଭାରତ ପାଖରେ ପହଞ୍ଚି ଯିବ କରୋନାକୁ ମାତ ଦେଇ ପାରୁଥିବା ଟିକା। ଏହା ପହଞ୍ଚିବା ପରେ ପ୍ରଥମ ଦଫାରେ ଦେଶର ପ୍ରାୟ ୧ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ଏହା ପ୍ରଦାନ କରାଯିବ। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଟିକା ଦିଆଯିବ। ଏହାପରେ ସମ୍ମୁଖ ଭାଗରେ ରହି କରୋନା ସହ ଲଢ଼େଇ କରୁଥିବା ଦେଶର ପ୍ରାୟ ୨ କୋଟି ଫ୍ରଣ୍ଟ ଲାଇନ ୱାର୍କରଙ୍କୁ […]

g

g

Hemant Lenka
  • Published: Friday, 04 December 2020
  • Updated: 04 December 2020, 04:17 PM IST

Sports

Latest News

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଦିନର ଅପେକ୍ଷା। ଖୁବଶୀଘ୍ର ଭାରତ ପାଖରେ ପହଞ୍ଚି ଯିବ କରୋନାକୁ ମାତ ଦେଇ ପାରୁଥିବା ଟିକା। ଏହା ପହଞ୍ଚିବା ପରେ ପ୍ରଥମ ଦଫାରେ ଦେଶର ପ୍ରାୟ ୧ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ଏହା ପ୍ରଦାନ କରାଯିବ। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଟିକା ଦିଆଯିବ। ଏହାପରେ ସମ୍ମୁଖ ଭାଗରେ ରହି କରୋନା ସହ ଲଢ଼େଇ କରୁଥିବା ଦେଶର ପ୍ରାୟ ୨ କୋଟି ଫ୍ରଣ୍ଟ ଲାଇନ ୱାର୍କରଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ଏସଂକ୍ରାନ୍ତରେ ଏକ ରିପୋର୍ଟ ଆଜି ସର୍ବଦଳୀୟ ବୈଠକରେ ଯୋଗଦେଇଥିବା ନେତାମାନଙ୍କୁ ମଧ୍ୟ ଦେଇଛନ୍ତି। ଏହି ରିପୋର୍ଟରେ ମନ୍ତ୍ରଣାଳୟ କହିଛି ଯେ ଡାକ୍ତର ଓ ନର୍ସଙ୍କୁ ମିଶାଇ ପ୍ରାୟ ୧ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ  ପ୍ରଥମ ଦଫାରେ ଟିକା ଦେବାକୁ ଯୋଜନା କରାଯାଇଛି। ଏଥିରା ବହୁବିଧ ରୋଗରେ ଆକ୍ରାନ୍ତ ଲୋକ ଓ ବୟସ୍କ ଲୋକଙ୍କୁ ମଧ୍ୟ ସାମିଲ କରାଯିବାର ଯୋଜନା ରହିଛି। ଏହାପରେ ପୁଲିସ୍‌, ଅର୍ଦ୍ଧ ସାମରିକ ବାହିନୀ, ମ୍ୟୁନିସିପାଲ କର୍ମୀଙ୍କ ଭଳି ୨ କୋଟି ଫ୍ରଣ୍ଟ ଲାଇନ ୱାର୍କରଙ୍କ ଟିକାକରଣ କରାଯିବ।

ସେହିପରି ମନ୍ତ୍ରଣାଳୟ ପକ୍ଷରୁ ଭାରତ କେମିତି କରୋନା ସହ ଏଯାଏ ଯୁଦ୍ଧ କରିଛି, ସେ ବିଷୟରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଯାଇଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମଦାବାଦ, ପୁଣେ ଓ ହାଇଦ୍ରାବାଦ ଯାଇ ଟିକା ତିଆରି କାର୍ଯ୍ୟକୁ ସମୀକ୍ଷା କରିଥିଲେ। ଏହାପରେ ସେ ଟିକା ଓ କରୋନା ସ୍ଥିତି ସମ୍ପର୍କରେ ବିରୋଧୀ ଦଳଗୁଡ଼ିକୁ ଅବଗତ କରାଇବା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ। ଏ

ଥିରେ କଂଗ୍ରେସ ଠାରୁ ଆରମ୍ଭ କରି ବିଜେଡି, ଟିଏମସି, ଆପ୍‌ ଓ ବାମଦଳର ଭଳି ୧୩ ଦଳର ପ୍ରତିନିଧି ଯୋଗଦେଇଥିଲେ। ସେହିପରି ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସରକାରଙ୍କ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ପ୍ରମୁଖ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story