କରୋନା ଯୁଦ୍ଧରେ ଜିତିଲେ ୧୦୩ ବର୍ଷୀୟ ବୃଦ୍ଧା

ରୋମ: ମହାମାରୀ କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳା ଦେଇଛି। ଏହି ଭାଇରସରେ ଆକ୍ରାନ୍ତ ହୋଇ ଅଧିକାଂଶ ବୃଦ୍ଧ ଓ ବୃଦ୍ଧା ପ୍ରାଣ ହରାଉଛନ୍ତି। ତେବେ ଜଣେ ୧୦୩ ବର୍ଷୀୟ ବୃଦ୍ଧା ଏହି କରୋନା ଲଢ଼େଇରେ ବିଜୟ ହୋଇ ଦୁନିଆ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ବୃଦ୍ଧା ଜଣଙ୍କ ଇଟାଲୀରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ଇଟାଲୀରେ ବିଶ୍ୱରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି। ଏଠାରେ ମୃତ୍ୟୁସଂଖ୍ୟା ୧୭,୬୬୯ ରହିଛି। […]

u

u

Hemant Lenka
  • Published: Thursday, 09 April 2020
  • Updated: 09 April 2020, 03:53 PM IST

Sports

Latest News

ରୋମ: ମହାମାରୀ କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳା ଦେଇଛି। ଏହି ଭାଇରସରେ ଆକ୍ରାନ୍ତ ହୋଇ ଅଧିକାଂଶ ବୃଦ୍ଧ ଓ ବୃଦ୍ଧା ପ୍ରାଣ ହରାଉଛନ୍ତି। ତେବେ ଜଣେ ୧୦୩ ବର୍ଷୀୟ ବୃଦ୍ଧା ଏହି କରୋନା ଲଢ଼େଇରେ ବିଜୟ ହୋଇ ଦୁନିଆ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।

ଏହି ବୃଦ୍ଧା ଜଣଙ୍କ ଇଟାଲୀରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ଇଟାଲୀରେ ବିଶ୍ୱରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି। ଏଠାରେ ମୃତ୍ୟୁସଂଖ୍ୟା ୧୭,୬୬୯ ରହିଛି। ହେଲେ ଏହିଠାରେ ବୃଦ୍ଧା ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ସୁସ୍ଥ ହୋଇଛନ୍ତି। ଅଦମ୍ୟ ବିଶ୍ୱାସ ଓ ସାହାସ ଯୋଗୁ ସେ କରୋନାକୁ ମାତ ଦେଇଥିବା କହିଛନ୍ତି।

ଏହି ବୃଦ୍ଧାଙ୍କ ନାଁ ଆଦ ଜାନୁସୋ। ଇଟାଲୀ ଓ ୟୁରୋପୀୟ ଦେଶରେ ୧୦୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ସୁପର ଓଲ୍ଡର ମାନ୍ୟତା ଦିଆଯାଇଛି। ତେଣୁ ଇଟାଲୀର ସୁପର ଓଲ୍ଡ ବୃଦ୍ଧା କରୋନା ଯୁଦ୍ଧରେ ଜିତି ସାରିଛନ୍ତି।

ଭିଡିଓ କନଫରେନ୍ସିଂ ଜରିଆରେ ଏକ ଗଣମାଧ୍ୟମକୁ ଆଦ ଜାନୁସୋ କହିଛନ୍ତି, “ମୁଁ ପୂରା ସୁସ୍ଥ। ମୁଁ ଟିଭି ଦେଖୁଛି। ଖବରକାଗଜ ପଢ଼ୁଛି। ମୋ ଶରୀରରେ ଜ୍ୱର ଲକ୍ଷଣ ଦେଖାଦେଇଥିଲା। ଏହାପରେ ଚିକିତ୍ସା ପରେ ସୁସ୍ଥ ହୋଇଛି। ଇଚ୍ଛାଶକ୍ତି, ବିଶ୍ୱାସ ଓ ସାହାସ ଦ୍ୱାରା ମୁଁ ସୁସ୍ଥ ହୋଇପାରିଛି। ତେଣୁ ରୋଗରେ ପଡ଼ୁଥିବା ଲୋକମାନେ ଆଦୌ ବ୍ୟସ୍ତ ହେବା ଦରକାର ନାହିଁ। ସାହାସର ସହ କରୋନାର ମୁକାବିଲା କଲେ ଆମେ ନିଶ୍ଚିତ ଭାବେ ଏହାକୁ ମାତ ଦେଇପାରିବା। ”

ଆଦ ଜାନୁସୋଙ୍କ ଡାକ୍ତର କହିଛନ୍ତି, “ଜ୍ୱର ହେବା ପରେ ଆଦ ଜାନୁସୋ ବେଡ୍‌ରେ ପଡ଼ି ରହିଥିଲେ। ସେ କିଛି ନ ଖାଇବାରୁ ଆମେ ଚିନ୍ତିତ ହୋଇ ପଡ଼ିଥିଲୁ। ଏପରି କି ସେ ସର୍ବଦା ଶୋଇବା ସହ ଚିକିତ୍ସାର ରେସପନ୍ସ କରୁ ନଥିଲେ। ତେବେ କିଛି ଦିନର ଚିକିତ୍ସା ପରେ ସେ ଆଖି ଖୋଲି ଥିଲେ ଓ ଧୀରେ ଧୀରେ ସବୁ କାମ କରିବା ଆରମ୍ଭ କରିଥିଲେ। ଏପରି କି ସେ ବିନା ସାହାରରେ ବେଡରେ ବସିବା ସହ ଛିଡ଼ା ମଧ୍ୟ ହୋଇଥିଲେ। ସେ ଏଣେତେଣେ ମଧ୍ୟ ବୁଲିଥିଲେ।”

କରୋନାରୁ ସୁସ୍ଥ ହୋଇଥିଲେ ହେଁ ଆଦ ଜାନୁସୋଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା ରଖାଯାଇଛି। ତାଙ୍କ ନମୁନାକୁ ପୁଣିଥରେ ପରୀକ୍ଷା ପାଇଁ ପଠା ଯାଇଛି। ଏହା ନେଗେଟିଭ ଆସିଲା ପରେ ଆଦ ଜାନୁସୋ କରୋନାରୁ ସଂପୂର୍ଣ୍ଣ ଭାବେ ମୁକ୍ତ ପାଇଛନ୍ତି ବୋଲି ସ୍ପଷ୍ଟ ହୋଇଯିବ।

ଟ୍ରେଭିସୋରେ ଆଦ ଜାନୁସୋ ବଡ଼ ହେବା ସହ ଏଠାରେ ଥିବା ଟେକ୍ସଷ୍ଟାଇଲ କମ୍ପାନୀରେ କାମ କରୁଥିଲେ। ଅଗଷ୍ଟ ୧୬ରେ ତାଙ୍କୁ ୧୦୪ ବର୍ଷ ସମୟ ଲାଗିବ। ତାଙ୍କର ୪ ଜଣ ସନ୍ତାନ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story