ପୁଣି ଏମ୍ସର ୧୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା, ସଂଖ୍ୟା କେତେରେ ପହଞ୍ଚିଲା ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ ଏମ୍ସରେ କୋରାନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ଦିଲ୍ଲୀ ସ୍ଥିତ ଏମ୍ସରେ କାର୍ଯ୍ୟ କରୁଥିବା ୧୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ରେସିଡେଣ୍ଟାଲ ଡାକ୍ତର ରହିଛନ୍ତି। ଏହାକୁ ମିଶାଇ ଦିଲ୍ଲୀ ଏମ୍ସର ୨୦୬ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହେଲେଣି। ଏମ୍ସ ପକ୍ଷରୁ କୁହାଯାଇଛି ଯେ ଫେବୃଆରୀ ୧ରେ ହିଁ ଏମ୍ସରେ ପ୍ରଥମେ ଜଣେ କର୍ମଚାରୀଙ୍କୁ କରୋନା ହୋଇଥିଲା। […]

fsa

fsa

Hemant Lenka
  • Published: Saturday, 30 May 2020
  • Updated: 30 May 2020, 01:28 PM IST

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ ଏମ୍ସରେ କୋରାନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ଦିଲ୍ଲୀ ସ୍ଥିତ ଏମ୍ସରେ କାର୍ଯ୍ୟ କରୁଥିବା ୧୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ରେସିଡେଣ୍ଟାଲ ଡାକ୍ତର ରହିଛନ୍ତି। ଏହାକୁ ମିଶାଇ ଦିଲ୍ଲୀ ଏମ୍ସର ୨୦୬ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହେଲେଣି।

ଏମ୍ସ ପକ୍ଷରୁ କୁହାଯାଇଛି ଯେ ଫେବୃଆରୀ ୧ରେ ହିଁ ଏମ୍ସରେ ପ୍ରଥମେ ଜଣେ କର୍ମଚାରୀଙ୍କୁ କରୋନା ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୨୦୬ ରହିଛି। ଏମାନଙ୍କ ମଧ୍ୟରେ ୨ ଜଣ ପ୍ରଫେସର, ୧୦ ଜଣ ରେସିଡେଣ୍ଟାଲ ଡାକ୍ତର, ୨୬ ଜଣ ନର୍ସ, ୯ ଜଣ ଟେକ୍ନିସିଆନ, ୫ ଜଣ ମେସ ୱାର୍କର, ୪୯ ଜଣ ହସ୍ପିଟାଲ ଆଟେଣ୍ଡାଣ୍ଟ, ୩୪ ଜଣ ସାନିଟାଇଜର କର୍ମଚାରୀ ଓ ୬୯ ଜଣ ଗାର୍ଡଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ତେବେ ସେମାନଙ୍କ ମଧ୍ୟରୁ ୧୫୦ ଜଣ ସୁସ୍ଥ ହୋଇ ପୁଣିଥରେ କାର୍ଯ୍ୟରେ ଯୋଗଦେଇ ସାରିଲେଣି। ଗତ ୩ ଦିନରେ ୬୪ ଜଣ ସ୍ୱାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story