୧୧ ବର୍ଷର ଝିଅକୁ ମଦ୍ରାସାରେ ତାଲା ପକାଇ...

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଘୋଷି ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ୧୧ ବର୍ଷର ଶିଶୁକନ୍ୟାକୁ ୬ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ସେମାନଙ୍କ ମଧ୍ୟରୁ ଜଣେ ହେଉଛି ସ୍ଥାନୀୟ ମଦ୍ରାସାର ପରିଚାଳକ । ଯାହାକୁ ପୁଲିସ ଗିରଫ କରିଛି । ଅନ୍ୟମାନେ ଏହି ଘଟଣାରେ ଫେରାର ଅଛନ୍ତି। ଝିଅଟିକୁ ଏକ ଘରେ ତାଲା ପକାଇ ତା’ ସହ ଏପରି ଜଘନ୍ୟ କାମ କରିଥିଲେ ୬ ଜଣ ଯୁବକ। କେବଳ ସେତିକି ନୁହେଁ କାହାକୁ […]

RapegraphJPG

RapegraphJPG

Tapas Behera
  • Published: Tuesday, 21 August 2018
  • Updated: 21 August 2018, 03:56 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଘୋଷି ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ୧୧ ବର୍ଷର ଶିଶୁକନ୍ୟାକୁ ୬ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ସେମାନଙ୍କ ମଧ୍ୟରୁ ଜଣେ ହେଉଛି ସ୍ଥାନୀୟ ମଦ୍ରାସାର ପରିଚାଳକ ।

ଯାହାକୁ ପୁଲିସ ଗିରଫ କରିଛି । ଅନ୍ୟମାନେ ଏହି ଘଟଣାରେ ଫେରାର ଅଛନ୍ତି। ଝିଅଟିକୁ ଏକ ଘରେ ତାଲା ପକାଇ ତା’ ସହ ଏପରି ଜଘନ୍ୟ କାମ କରିଥିଲେ ୬ ଜଣ ଯୁବକ। କେବଳ ସେତିକି ନୁହେଁ କାହାକୁ କହିଲେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ।

ଝିଅଟି ଯନ୍ତ୍ରଣାରେ ଛଟପଟ ହୋଇ ତା’ ମା’ଙ୍କୁ ସମସ୍ତ ଘଟଣା କହିବା ପରେ ଥାନାରେ ମାମଲା ରୁଜୁ ହୋଇଛି। ଝିଅଟି ସହ ଯୌନ ଉତ୍ପୀଡ଼ନର ଘୃଣ୍ୟ ଦୃଶ୍ୟକୁ ସେମାନେ ମୋବାଇଲ୍‌ରେ ରେକର୍ଡ଼ କରିଥିବା ଝିଅର ମା’ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତ ମଦ୍ରାସା ପରିଚାଳକକୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି। ଝିଅଟି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛି। ଏହି ଘଟଣାରେ ତଦନ୍ତ ଚାଲିଥିବା ଏଏସ୍‌ପି ଶୈଳେନ୍ଦ୍ର ଶ୍ରୀବାସ୍ତବ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story