କଂଗ୍ରେସକୁ ବଡ଼ ଝଟ୍‌କା, ଟିଆରଏସ୍‌ରେ ମିଶିଲେ ୧୨ ବିଧାୟକ

ହାଇଦ୍ରାବାଦ: ସାଧାରଣ ନିର୍ବାଚନରେ ଧୂଳି ଚାଟିଥିବା କଂଗ୍ରେସ ଏବେ ବିଭିନ୍ନ ରାଜ୍ୟରେ ନିଜର ସ୍ଥିତି ହରାଇବା ସ୍ଥିତିକୁ ଆସିଯାଇଛି। ଦଳର ଅସ୍ଥିର ନେତୃତ୍ୱକୁ ଭରସା କରିନପାରି ତେଲେଙ୍ଗାନାରେ ମୋଟ ୧୮ ବିଧାୟକଙ୍କ ମଧ୍ୟରୁ ୧୨ ଜଣ କଂଗ୍ରେସ ବିଧାୟକ ଆଜି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍‌ରେ ସାମିଲ ହୋଇଛନ୍ତି। ତେଲେଙ୍ଗାନା ବିଧାନସଭା ଅଧ୍ୟକ୍ଷ ମଧ୍ୟ ଏହି ବିଲୟକୁ ଅନୁମତି ଦେଇଦେଇଛନ୍ତି। ତେବେ କଂଗ୍ରେସ ଏହାକୁ ନେଇ ଅଭିଯୋଗ ଆଣିଛି ଯେ ଟିଆରଏସ୍‌ ଧନଲୋଭ ଦେଖାଇ ସେମାନଙ୍କୁ […]

TELENGANA

TELENGANA

Subrat Kumar Nayak
  • Published: Thursday, 06 June 2019
  • Updated: 06 June 2019, 09:58 PM IST

Sports

Latest News

ହାଇଦ୍ରାବାଦ: ସାଧାରଣ ନିର୍ବାଚନରେ ଧୂଳି ଚାଟିଥିବା କଂଗ୍ରେସ ଏବେ ବିଭିନ୍ନ ରାଜ୍ୟରେ ନିଜର ସ୍ଥିତି ହରାଇବା ସ୍ଥିତିକୁ ଆସିଯାଇଛି। ଦଳର ଅସ୍ଥିର ନେତୃତ୍ୱକୁ ଭରସା କରିନପାରି ତେଲେଙ୍ଗାନାରେ ମୋଟ ୧୮ ବିଧାୟକଙ୍କ ମଧ୍ୟରୁ ୧୨ ଜଣ କଂଗ୍ରେସ ବିଧାୟକ ଆଜି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍‌ରେ ସାମିଲ ହୋଇଛନ୍ତି। ତେଲେଙ୍ଗାନା ବିଧାନସଭା ଅଧ୍ୟକ୍ଷ ମଧ୍ୟ ଏହି ବିଲୟକୁ ଅନୁମତି ଦେଇଦେଇଛନ୍ତି।

ତେବେ କଂଗ୍ରେସ ଏହାକୁ ନେଇ ଅଭିଯୋଗ ଆଣିଛି ଯେ ଟିଆରଏସ୍‌ ଧନଲୋଭ ଦେଖାଇ ସେମାନଙ୍କୁ ସାମିଲ କରିଛି। ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷ ଏନ୍‌ ଉତ୍ତମ କୁମାର ରେଡ୍ଡି କେସିଆରଙ୍କ ଉପରେ ବିଧାୟକଙ୍କୁ କିଣିଥିବା ଅଭିଯୋଗ ଆଣିଛନ୍ତି। କଂଗ୍ରେସ ଏହି ପ୍ରସଙ୍ଗରେ ଆଇନର ସହାୟତା ନେବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହି ବିଧାୟକମାନଙ୍କୁ ଏକାଥରେ କିଣାଯାଇନାହିଁ ବରଂ ଥର ଥର କରି କିଣାଯାଇଛି।

ଶ୍ରୀ ରେଡ୍ଡି ଅଭିଯୋଗ କରିଛନ୍ତି ଯେ କେସିଆର ଦୁର୍ନୀତି କରି ଠିକାଦାରମାନଙ୍କଠାରୁ ନେଇଥିବା ଅର୍ଥରେ ଏହି ବିଧାୟକମାନଙ୍କୁ କିଣିଛନ୍ତି। ଆଜି ହିଁ ଶେଷଥର ପାଇଁ ଦ୍ୱାଦଶତମ ବିଧାୟକଙ୍କୁ କିଣାଯାଇଥିଲା। ସେ କହିଛନ୍ତି, ସୁପ୍ରିମ୍‌କୋର୍ଟ ବିଭିନ୍ନ ସମୟରେ ରାୟ ଦେଇ ସ୍ପଷ୍ଟ କରିଛନ୍ତି ଯେ ବାଚସ୍ପତି ଚାହିଁଲେ ସୁଦ୍ଧା କୌଣସି ରାଷ୍ଟ୍ରୀୟ ଦଳର ବିଧାୟକ ସମୂହଙ୍କୁ ଏକ ଆଞ୍ଚଳିକ ଦଳରେ ବିଲୀନ କରିବାକୁ ଅନୁମତି ଦେଇ ପାରିବେନି।

ବାଚସ୍ପତିଙ୍କୁ ସେମାନେ ଭେଟିବାକୁ ଚାହୁଁଥିଲେ ମଧ୍ୟ ତାଙ୍କର ଦେଖାମିଳୁନାହିଁ ବୋଲି ଶ୍ରୀ ରେଡ୍ଡି ଅଭିଯୋଗ କରିଛନ୍ତି। କଂଗ୍ରେସକୁ ଭେଟିବାକୁ ବାଚସ୍ପତିଙ୍କ ପାଖରେ ସମୟ ନାହିଁ ବୋଲି ଅଭିଯୋଗ କରିବା ସହିତ କଂଗ୍ରେସ କହିଛି, ମନେ ହେଉଛି କେସିଆର ବିଧାନସଭାକୁ ତାଙ୍କ ଫାର୍ମ ହାଉସ୍‌କୁ ନେଇଯିବେ। ଏଥିରେ ବାଚସ୍ପତିଙ୍କ ପଦବୀର ମର୍ଯ୍ୟାଦା ଏବଂ ପବିତ୍ରତା ନଷ୍ଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story